ରାଜ୍ୟବ୍ୟାପୀ ପାଳନ ହେବ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ

ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳିତ ହେବା ସହିତ ଦଳର ମୁଖ୍ୟାଳୟ “ଶଙ୍ଖ ଭବନ” ଠାରେ ମହାସମାରୋହରେ ପାଳନ କରାଯିବ ବୋଲି ଆଜି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଦଳର ମାନ୍ୟବର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ…

Read More

ବିଧାୟକଙ୍କ ଦରମାକୁ ନେଇ ଅଡ଼ୁଆରେ ଶାସକ ଦଳ, କେନ୍ଦ୍ରୀୟ ନେତୃତ୍ୱ ଅସନ୍ତୁଷ୍ଟ l

ବିଧାୟକଙ୍କ ବର୍ଦ୍ଧିତ ଦରମାକୁ ନେଇ ଅସନ୍ତୁଷ୍ଟ କେନ୍ଦ୍ରୀୟ ନେତୃତ୍ୱ… ବିଧାୟକ ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉପରେ ପୁଣିଥରେ ହବ ପୁନର୍ବିଚାର… ଏକାଥରେ ତିନି ଗୁଣା ଦରମା ଓ ଭତ୍ତା ବୃଦ୍ଧିକୁ ସହଜରେ ଗ୍ରହଣ କରିନାହାନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ। ୧୦ ଦିନ ତଳେ ଯେଉଁ ବିଧାୟକମାନେ ବିଧାନସଭାରେ ଦରମା ବୃଦ୍ଧି ବିଲ୍‌କୁ ଟେବୁଲ୍‌ ବାଡ଼େଇ ସମର୍ଥନକରିଥିଲେ, ସେହିମାନେ ଆଜି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଗତ ୯ ତାରିଖରେ ବିଧାୟକ,…

Read More

ମୋଦି ସରକାର ଶ୍ରମିକ ମାନଙ୍କର କାମ ମାଗିବା ଅଧିକାରକୁ ବନ୍ଦ କରିଦେଲେ- କଂଗ୍ରେସ

ଭାରତ ବର୍ଷର ଶ୍ରମିକମାନଙ୍କୁ ତାଙ୍କର ସମ୍ମାନ ସହ ବଞ୍ଚିବାର ଅଧିକାରକୁ କଂଗ୍ରେସ କେନ୍ଦ୍ରରେ ସରକାରରେ ୨୦୦୫ ମସିହାରେ ଥିଲା ବେଳେ ସାମ୍ବିଧାନିକ ଅଧିକାର ଦେଇଥିଲା । ୨୦୦୫ ମସିହା ଅଗଷ୍ଟ ମାସ ୨୩ ତାରିଖ ଦିନ ଲୋକସଭାରେ ଜାତୀୟ ଗ୍ରାମିଣ ନିଶ୍ଚିତ କ୍ରମନିଯୁକ୍ତି ଯୋଜନା ବିଲ ଲୋକସଭାରେ ପାରିତ ହୋଇଥିଲା ଏବଂ ୨୦୦୬ ମସିହାରେ ଏହା ଆଇନରୂପରେ କାର୍ଯ୍ୟକାରୀ କରାଗଲା । ୨୦୦୯ ମସିହାରେ ନରେଗା ନାମ ପରିବର୍ତ୍ତନ କରାଯାଇ ମନରେଗା କରାଯାଇଥିଲା । ଏହି ଆଇନ…

Read More

ପ୍ରତିହିଂସା ପରାୟଣ ରାଜନୀତି ବିରୁଦ୍ଧରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ନ୍ୟାସନାଲ ହେରାଲଡ଼ ମାମଲାରେ ମିଥ୍ୟା ଟଙ୍କା କାରବାର ଭାରତୀୟ ଜାତୀୟ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧି ଓ ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କୁ ଫସାଇ ସରକାର ଇଡି ବିଭାଗକୁ ହାତବାରିସୀ କରି ଯେଭଳି ହଇରାଣ କଲା ତାହା ଭାରତ ରାଜନୀତିରେ ଏକ ବିରଳ ଘଟଣା । ବିଜେପି ସରକାରଙ୍କ ପ୍ରତିହିଂସା ପରାୟଣ ରାଜନୀତି ବିରୁଦ୍ଧରେ ରାଜ୍ୟ ସାରା ପ୍ରତି ଜିଲ୍ଲାରେ ମଶାଲ ପ୍ରତିବାଦ ଯାତ୍ରା ଅନୁଷ୍ଠିତ ହେଊଛି । ଏହି ପରିପେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ…

Read More

ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ହିଞ୍ଜିଳି ମ୍ୟୁନିସିପାଲିଟି ର ବିଜେଡି ନେତା ଓ କର୍ମୀ

ଗତକାଲି ଶେରଗଡ଼ ବ୍ଲକ ର ବିଜେଡି କର୍ମୀ ଓ ନେତା ମାନେ ସେମାନଙ୍କ ବିଧାୟକ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ସରକାରୀ ଉଦାସୀନତା ବିରୁଦ୍ଧରେ ଅଭିଯୋଗ ଆଣିଥିଲେ.ଆଜି ହିଞ୍ଜିଳି ମ୍ୟୁନିସିପାଲଟି ବିଜୁ ଜନତା ଦଳ ର ନେତା ଏବଂ. କର୍ମୀ ମାନେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ସମାନ ଅଭିଯୋଗ କରିଛନ୍ତି. ସରକାରୀ ଅବହେଳା ଯୋଗୁଁ ହିଞ୍ଜିଳି…

Read More

ବିଧାୟକଙ୍କ ବର୍ଦ୍ଧିତ ଦରମା ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା

ବିଧାୟକଙ୍କ ବର୍ଦ୍ଧିତ ଦରମା ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା ବିଜେଡି ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ବୋଲି ନବୀନ ପୂର୍ବରୁ ଜଣାଇଥିଲେ ନବୀନଙ୍କ ନିଦେ୍ର୍ଦଶକ୍ରମେ ଦଳ ତରଫରୁ ଏହାର ପୁନଃବିଚାର ପାଇଁ ନିବେଦନ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ପୂର୍ବରୁ ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ଓ ଏହାକୁ ଗରିବ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା ପାଇଁ…

Read More

ଧର୍ମଶାଳାରେ ବିଜେପି ସଭାପତି ମନମୋହନ ସାମଲଙ୍କ ଜୋରଦାର ଅଭିଭାଷଣ: ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା

ଧର୍ମଶାଳା: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଧର୍ମଶାଳାରେ ଆୟୋଜିତ ଏକ ଧନ୍ୟବାଦ ସଭାରେ ପୂର୍ବତନ ସରକାର ଓ ପୂର୍ବ ଲୋକପ୍ରତିନିଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାକୁ ସେ ସମ୍ବର୍ଦ୍ଧନା ସଭା ନୁହେଁ, ବରଂ ଧନ୍ୟବାଦ ସଭା ବୋଲି ଅଭିହିତ କରି କହିଛନ୍ତି ଯେ, ଯାଜପୁର ସରକାର ପରିବର୍ତ୍ତନ ପ୍ରକ୍ରିୟାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ସାମଲ କହିଛନ୍ତି, “ଲୋକେ ଭାବିନଥିଲେ ଯେ ଯାଜପୁରରେ ପରିବର୍ତ୍ତନ ହେବ। କିନ୍ତୁ ଭଗବାନ ଓ ମାଆ ବିରଜା ଗର୍ବ ଓ…

Read More

ନୂଆ ବିଜେଡ଼ି ଗଠନର ଇଙ୍ଗିତ ଦେଲେ ଅମର ଶତପଥୀ, ବର୍ତ୍ତମାନର ଦଳରୁ ଦୂରେଇ ଯାଉଛନ୍ତି ନେତା-କର୍ମୀ

ଭୁବନେଶ୍ୱର: ଗତକାଲି ପୂର୍ବତନ ସାଂସଦ ତଥାଗତ ଶତପଥୀ ନୂଆ ବିଜେଡ଼ି ଗଠନର ଇଙ୍ଗିତ ଦେଇଥିବା ବେଳେ, ଆଜି ବରିଷ୍ଠ ନେତା ଅମର ଶତପଥୀ ସେହି କଥାକୁ ସମର୍ଥନ କରି ବର୍ତ୍ତମାନର ଦଳରୁ ନେତା-କର୍ମୀଙ୍କ ଦୂରୀକରଣର କାରଣ ବୁଝାଇଲେ।ଅମର ଶତପଥୀ କହିଲେ, “ଗଢ଼ି ଉଠିବ ନୂଆ ବିଜେଡ଼ି। ଏହାକୁ ବିଜେଡ଼ିର ଲୋକମାନେ ହିଁ ଗଠନ କରିବେ। ବର୍ତ୍ତମାନର ବିଜେଡ଼ି ଲୋକ ଓ କର୍ମୀଙ୍କ ଠାରୁ ସମସ୍ତେ ଦୂରେଇ ଯାଉଛନ୍ତି।” ସେ ଆହୁରି କହିଲେ ଯେ, ଏବେ ବିଜେଡ଼ିରେ ଯାହା…

Read More

ସି.ପି. ରାଧାକୃଷ୍ଣନ ନୂଆ ଉପରାଷ୍ଟ୍ରପତି ଭାବେ ହେଲେ ନିର୍ବାଚିତ

ନୂଆଦିଲ୍ଲୀ: ଭାରତର ୧୫ତମ ଉପରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ନିର୍ବାଚିତ ହୋଇଛନ୍ତି। ସେ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ପରାସ୍ତ କରିଛନ୍ତି। ରାଧାକୃଷ୍ଣନ ୪୫୨ ଭୋଟ ପାଇଥିବା ବେଳେ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଛି। ମୋଟ ୭୬୭ ଜଣ ସାଂସଦ ଭୋଟ ଦେଇଥିବା ବେଳେ ୧୫ଟି ଭୋଟ ଅବୈଧ ଘୋଷିତ ହୋଇଛି। ଏହି ନିର୍ବାଚନ ନୂଆ ସଂସଦ ଭବନରେ…

Read More

ଦକ୍ଷିଣ ଓଡ଼ିଶାରେ ବିଜେଡିକୁ ବଡ଼ ଝଟକା: ପ୍ରତିଷ୍ଠାତା ସଦସ୍ୟ ଏନ ଭାସ୍କର ରାଓ ଓ ଲାଲ ବିହାରୀ ହିମାରିକା ଛାଡ଼ିଲେ ଦଳ

ରାୟଗଡ଼ା: ଦକ୍ଷିଣ ଓଡ଼ିଶାରେ ବିଜୁ ଜନତା ଦଳ ପାଇଁ ଏକ ବଡ଼ ଝଟକା ଲାଗିଛି। ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଏବଂ ରାୟଗଡ଼ାର ତିନି ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମାରିକା ବିଜେଡି ଛାଡ଼ିଛନ୍ତି। ଏହା ସହିତ ଏନ ଭାସ୍କର ରାଓଙ୍କ ସମର୍ଥକମାନେ ଦଳ ବିରୋଧରେ ଅସନ୍ତୋଷ ପ୍ରକାଶ କରି ବିନା ବ୍ୟାନରରେ ଏକ ସଭା କରିଛନ୍ତି। ଏନ ଭାସ୍କର ରାଓ ରାୟଗଡ଼ା ଜିଲ୍ଲା…

Read More