ମନମୋହନ ସିଂଙ୍କ ସ୍ମାରକସ୍ଥଳ ନିର୍ମାଣକୁ ନେଇ ତେଜିଲା ରାଜନୀତି

ଆରମ୍ଭ ହୋଇଛି ମନମୋହନ ସିଂଙ୍କ ଶେଷକୃତ୍ୟ ସଂପନ୍ନ କାର୍ଯ୍ୟ । ଦିଲ୍ଲୀ ନିଗମବୋଧ ଘାଟରେ ହେବ ଅନ୍ତିମ ସଂସ୍କାର । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ । ପ୍ରତିରକ୍ଷା ମନ୍ତ୍ରୀଳୟକୁ ଆବଶ୍ୟକ ବନ୍ଦୋବସ୍ତ କରିବା ପାଇଁ କେନ୍ଦ୍ରର ଚିଠି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ରାତିରେ ଘୋଷଣା କରିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସ୍ଥାୟୀ ସ୍ମାରକସ୍ଥଳ ନିର୍ମାଣ ପାଇଁ ସରକାର ସ୍ଥାନ ବଣ୍ଟନ କରିବେ। ତେବେ…

Read More

ଜାନୁଆରୀ ୨୬ରୁ କଂଗ୍ରେସ କରିବ ସମ୍ବିଧାନ ବଞ୍ଚାଅ ପଦଯାତ୍ରା

ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଅ ପଦଯାତ୍ରା କରିବ କଂଗ୍ରେସ। ସିଡବ୍ଲୁସିର ବୈଠକ ପରେ କଂଗ୍ରେସ ନେତା ଜୟରାମ ରମେଶ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତ ଯୋଡ଼ ଯାତ୍ରା ଦଳ ପାଇଁ ସଞ୍ଜିବନୀ ପାଲଟିଥିଲା। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲା ଦଳ। ଯାହା କଂଗ୍ରେସ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଥିଲା। ପରେ ଭାରତ ଯୋଡ ନ୍ୟାୟ ଯାତ୍ରା ମଧ୍ୟ ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା। ଏବେ…

Read More

ଆପ୍ କହିଲା କଂଗ୍ରେସକୁ ଇଣ୍ଡି ମେଣ୍ଟରୁ ହଟାଯାଉ, ମମତା ରଖିଲେ ଜବାବ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମୁହାଁମୁହିଁ ହୋଇଛନ୍ତି। ଆମ୍ ଆଦମୀ ପାର୍ଟି କଂଗ୍ରେସକୁ ଇଣ୍ଡି ମେଣ୍ଟରୁ ହଟାଇବାକୁ ଦାବି କରିଛି। ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଆମ୍ ଆଦମୀ ପାର୍ଟିର ଦାବିକୁ ନେଇ ଏବେ ପ୍ରଶ୍ନ କରିଛନ୍ତି। ଆଉ ପରେ ପ୍ରଶ୍ନର ସେ ସ୍ପଷ୍ଟ ଉତ୍ତର ଦେଇନଥିଲେ। ସବୁ ରାଜନୈତିକ ଦଳ ପ୍ରତି ତାଙ୍କର ସମ୍ମାନ ରହିଛି ବୋଲି କେବଳ କହିଛନ୍ତି…

Read More

କାହିଁକି ବିହାରରେ ନୀତୀଶଙ୍କ ସ୍ଥିତି ଟଳମଳ ବୋଲି ଚର୍ଚ୍ଚା ହେଉଛି? ପଢ଼ନ୍ତୁ ସନ୍ଦେହ ଦୂର କରନ୍ତୁ

ପାଟଣା:  ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପୂର୍ବରୁ ଆରଜେଡି ବିଧାୟକ ଭାଇ ବୀରେନ୍ଦ୍ର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମହାମେଣ୍ଟରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ରାଜନୀତିରେ କିଛି ବି ସମ୍ଭବ ବୋଲି ସେ କହିଛନ୍ତି। ରାଜନୀତିରେ ମଣିଷ ସବୁଦିନ ପାଇଁ ବନ୍ଧୁ କିମ୍ବା ଶତ୍ରୁ ନୁହେଁ। ରାଜନୀତି ହେଉଛି ପରିସ୍ଥିତିର ଖେଳ। ନୀତୀଶ କୁମାର ଏକାଠି ହେଲେ ଆମେ ତାଙ୍କୁ ସ୍ୱାଗତ କରିବୁ। ଆରଜେଡି ବିଧାୟକଙ୍କ ଏହି ବୟାନ ପରେ…

Read More

ଓଡ଼ିଶା ଛାଡ଼ିଲେ, ରାଞ୍ଚିରେ ରଘୁବର ଦାସଙ୍କୁ ନେଇ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର: ଦୀର୍ଘ ୧୪ ମାସ ରାଜ୍ୟପାଳ ଭାବେ ରଘୁବର ଦାସ ଦାୟିତ୍ୱ ତୁଲାଇବା ପରେ ଆଜି ଓଡ଼ିଶାରୁ ବିଦାୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ରହି ତାଙ୍କୁ ବିଦାୟ ଦେଇଛନ୍ତି। ୨୦୨୩ ମସିହା ଅକ୍ଟୋବର ୧୮ ତାରିଖରେ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ଡିସେମ୍ବର ୨୪ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ପଦରୁ ଇସ୍ତଫା…

Read More

କେଜ୍ରିଓ୍ୱାଲଙ୍କ ଦାବି, ଖୁବଶୀଘ୍ର ଏକ ଫେକ୍ ମାମଲାରେ ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂଆ ନୂଆ ଯୋଜନାର ଶୁଭାରମ୍ଭ ଓ ରାଜନୈତିକ ବୟାନବାଜି ଜୋରସୋରରେ ଚାଲିଛି। ମହିଳା ସମ୍ମାନ ଯୋଜନା ଓ ସଞ୍ଜୀବନୀ ଯୋଜନା ଭଳି କଲ୍ୟାଣକାରୀ ଯୋଜନା ଘୋଷଣାକୁ ନେଇ କିଛି ଲୋକ ଅସନ୍ତୁଷ୍ଟ ଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଖୁବ୍ ଶୀଘ୍ର ଏକ ଫେକ୍ ମାମଲାରେ ଗିରଫ କରାଯିବ ବୋଲି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ କେଜ୍ରିୱାଲ ଏହା…

Read More

ରାଜ୍ୟପାଳ ପଦରୁ ଇସ୍ତଫା, ଏବେ ରଘୁବର ଦାସ କରିବେ କ’ଣ, ମିଳିଲା ବଡ଼ ଆଭାସ!

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ରାଷ୍ଟ୍ରପତି ଭବନରୁ ମିଳିଥିବା ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ରଘୁବର ଦାସଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ମିଜୋରାମର ବର୍ତ୍ତମାନର ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତିଙ୍କୁ ଓଡ଼ିଶାରେ ତାଙ୍କର ଉତ୍ତରାଧିକାରୀ ଭାବେ ନିଯୁକ୍ତ କରାଯାଇଛି। ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ରାଜ୍ୟପାଳ ପଦରେ ରଘୁବର ଦାସ ରହିବା ପରେ ତାଙ୍କ ରାଜନୈତିକ କ୍ୟାରିୟର ସହ…

Read More

ବଦଳିଲେ ଓଡ଼ିଶାର ରାଜ୍ୟପାଳ, ଆରିଫ ମହମ୍ମଦ ଖାନ ହେଲେ ବିହାରର ନୂଆ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରଘୁବର ଦାସଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି। ରଘୁବର ଦାସଙ୍କ ସ୍ଥାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡଃ ହରିବାବୁ କମ୍ଭାମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ଦେଇଛନ୍ତି। ଡ. କମ୍ଭାମପତି ମିଜୋରାମର ରାଜ୍ୟପାଳ ଥିଲେ। ରଘୁବର ଦାସ୨୦୨୩ ଅକ୍ଟୋବର ୧୮ତାରିଖରେ ରାଜ୍ୟପାଳ ପଦରେ ନିଯୁକ୍ତ ହୋଇଥିଲେ । ରଘୁବର ଦାସ ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବୁଲି ସରକାରୀ…

Read More

ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଲେଖନୀ ମୁନରେ ନବୀନଙ୍କ ରାଜନୈତିକ ଜୀବନୀ; ରାଜନୈତିକ ମହଲରେ ତର୍କ

ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଶାସନ ପରେ ୨୦୨୪ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ବରିଷ୍ଠ ସାମ୍ବାଦିକ ତଥା ଆଉଟଲୁକ୍ ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀଙ୍କ ବହି “Naveen Patnaik- The authorative biography revised after ୨୦୧୪ elections” ପ୍ରକାଶିତ ହୋଇଛି । ଯେଉଁଥିରେ ୨୪ ବର୍ଷ ସରକାରର ପତନ ଆଉ ଏଥିରେ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ଭୂମିକା ବିଷୟରେ ଆଲୋକପାତ କରାଯାଇଛି । ଏହାପରେ ରାଜନୀତି ମହଲରେ ଆଲୋଡନ ସୃଷ୍ଟି କରିଛି…

Read More

ପ୍ରତାପ ଷଡ଼ଙ୍ଗୀଙ୍କୁ ଜୟା ବଚ୍ଚନଙ୍କ ଟାର୍ଗେଟ; ଷଡ଼ଙ୍ଗୀଜୀଙ୍କ ଅଭିନୟ ପାଇଁ ଅସ୍କାର ପୁରସ୍କାର ମିଳିବା ଦରକାର

ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ । ସଂସଦରେ ଗତକାଲି ଧକ୍କା କାଣ୍ଡକୁ ନେଇ ଜୟା ବଚ୍ଚନ କହିଛନ୍ତି ଯେ, କ୍ୟାମେରା ଆଗରେ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଯେଉଁଭଳି ଭାବେ ଆହତର ଅଭିନୟ କରିଛନ୍ତି, ସେମାନଙ୍କୁ ଅସ୍କାର ଠାରୁ ଆରମ୍ଭ କରି ସବୁ ପ୍ରକାରର ପୁରସ୍କାର ମିଳିବା ଦରକାର । ବିଜେପି ଆଣିଥିବା ଅଭିଯୋଗ ଉପରେ ଜୟା ବଚ୍ଚନ କହିଛନ୍ତି, “ଷଡ଼ଙ୍ଗୀଜୀ କେବଳ ଡ୍ରାମା…

Read More