ଖୁବଶୀଘ୍ର ଓଡ଼ିଶା ବିଜେପିକୁ ମିଳିବ ନୂଆ ସଭାପତି, ମନମୋହନ ସାମଲଙ୍କ ନିଯୁକ୍ତିକୁ ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ୱର: ଖୁବଶୀଘ୍ର ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ଶାଖାର ନୂଆ ସଭାପତି ମିଳିବାକୁ ଯାଉଛି। ବର୍ତ୍ତମାନର ସଭାପତି ମନମୋହନ ସାମଲଙ୍କ କାର୍ଯ୍ୟକାଳକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ତାଙ୍କୁ ପୁଣିଥରେ ରାଜ୍ଯ ସଭାପତି ଭାବେ ନିଯୁକ୍ତି ମିଳିବ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ କିନ୍ତୁ ନୂଆ ଚେହେରାର ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟ ଅତୀତରେ ଦଳର ବିଭିନ୍ନ ଗୋଷ୍ଠୀ ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଲୋଡ଼ି ଦିଲ୍ଲୀରେ ନିଜର ଉପସ୍ଥିତି…
