ନ୍ୟୁଜରେ ରହିବା ପାଇଁ ଏମିତି କରୁଛନ୍ତି ବିଜେଡି-କଂଗ୍ରେସ: ଅପରାଜିତା

ଭୁବନେଶ୍ୱର : ଆଜି କଂଗ୍ରେସର ବନ୍ଦ ପାଳନ ସହ ଗତକାଲି ବିଜେଡିର ବିରୋଧ ପ୍ରଦର୍ଶନକୁ ନେଇ ଆଜି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ସେ କହିଛନ୍ତି ଯେ ବିଜେଡ଼ି ସରକାର ଓଡିଶାକୁ 24 ବର୍ଷ ଶାସନ କରିଛି | ଯିଏ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ସମସ୍ତେ ଜାଣିଛନ୍ତି | ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି…

Read More

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବାଲେଶ୍ୱରରେ ତୀବ୍ର ଆନ୍ଦୋଳନ କଲା ବିଜେଡି

ଭୁବନେଶ୍ୱର : ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବାଲେଶ୍ଵର ଜିଲ୍ଲା ବନ୍ଦ ଡାକରା ଦେଇ ତୀବ୍ର ବିରୋଧ କରିଛି ବିଜେଡି | ଆଜି ବିଜୁଜନତା ଦଳ ପକ୍ଷରୁ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା । ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ…

Read More

ବାଲେଶ୍ୱର ଘଟଣାକୁ ନେଇ ଓଡିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ଅନ୍ୟାୟ ପାଇଁ ସ୍ୱର ଉଠାଇ ଶେଷରେ ଜୀବନ ହାରିଦେଇଥିବା ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ ଆଜି କଥା ହୋଇଛନ୍ତି ରାହୁଲ ଗାନ୍ଧୀ | ରାହୁଲ ଆଜି ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହୋଇ ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଛନ୍ତି | ସେହିପରି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବ ଶୀଘ୍ର କଂଗ୍ରେସ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିପାରନ୍ତି | ସେ ଓଡ଼ିଶା ଆସି ସୌମ୍ୟାଶ୍ରୀଙ୍କ ଘରକୁ…

Read More

ଏଥିପାଇଁ ଓଡ଼ିଶାରେ ୨୦ଲକ୍ଷ ଲୋକଙ୍କୁ ମିଳୁନି ଚାଉଳ

ଭୁବନେଶ୍ୱର: ତଥ୍ୟ ଦେଇନଥିବାରୁ ଓଡ଼ିଶାରେ 20 ଲକ୍ଷ ଲୋକଙ୍କୁ ମିଳୁନି ଚାଉଳ | ଇ କେୱାଇସି କରିନଥିବାରୁ 20 ଲକ୍ଷ 58 ହଜାର ଲୋକଙ୍କୁ ଏବେ ଚାଉଳ ମିଳୁନାହିଁ | ବିଭାଗୀୟ ମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି | ମନ୍ତ୍ରୀ କହିଛନ୍ତି ଯେ ସେମାନେ ଇ କେୱାଇସି କଲେ ସରକାର ସେମାନଙ୍କୁ ଚାଉଳ ଦେବେ | ଯେଉଁମାନେ ଇ କେୱାଇସି କରିନାହାନ୍ତି ସେମାନଙ୍କ ପାଇଁ 3 ମାସ ଅପେକ୍ଷା କରିବେ ସରକାର | କାର୍ଡଗୁଡ଼ିକ ସେହି ସମୟ…

Read More

ଛତିଶଗଡ଼ରେ ମାଓବାଦୀଙ୍କ ବର୍ବର କାଣ୍ଡ, ଦୁଇ ଶିକ୍ଷକଙ୍କୁ କଲେ ହତ୍ୟା

ବିଜାପୁର: ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବର କାଣ୍ଡ | ଦୁଇ ଶିକ୍ଷକଙ୍କୁ ମାଓବାଦୀ ଗଳା କାଟି ହତ୍ୟା କରିଛନ୍ତି | ଛତିଶଗଡ ବିଜାପୁର ରେ ମାଓବାଦୀଙ୍କ ବର୍ବରକାଣ୍ଡ । ଛତିଶଗଡ଼ର ପିଲୁର ଗାଁ ଜଙ୍ଗଲରେ ଶିକ୍ଷକ ବିନୋଦ ମାଡେଙ୍କୁ ହତ୍ୟା କରାଯାଇଛି । ଅନ୍ୟପଟେ ଟେକାମେଟା ଗାଁ ନିକଟରେ ଅନ୍ୟ ଜଣଙ୍କୁ ହତ୍ୟା ସୂଚନା ମିଳିଛି | ପୁଲିସ ଇନଫର୍ମର ସନ୍ଦେହରେ ହତ୍ଯା କରାଯାଇଥିବାର ସନ୍ଦେହ କରାଯାଉଛି|ଅନ୍ୟପଟେ ବର୍ଷକ ମଧ୍ୟରେ ୩୫୭ ମାଓବାଦୀ ମୃତ ହୋଇଥିବା ନେଇ…

Read More

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଏମିତି କହିଲେ ନବୀନ-ରାହୁଲ-ମୋହନ

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ସମବେଦନା ସହ ରାଜନୀତିର ସୁଅ ଛୁଟିଛି | ରାହୁଲ ଗାନ୍ଧୀ ନିଜ ପ୍ରତିକ୍ରିୟା ପ୍ରକାଶ କରି ଏକ୍ସରେ କହିଛନ୍ତି ଯେ ଓଡ଼ିଶାରେ ନ୍ୟାୟ ପାଇଁ ଲଢୁଥିବା ଜଣେ ଝିଅର ମୃତ୍ୟୁ ହୋଇଛି |ଏହା ସିଧାସଳଖ ବିଜେପିର ବ୍ୟବସ୍ଥା ଦ୍ୱାରା ହୋଇଥିବା ହତ୍ୟା ।ଯେଉଁମାନଙ୍କୁ ତାଙ୍କୁ ରକ୍ଷା କରିବାର ଥିଲା, ସେମାନେ ତାଙ୍କୁ ଭାଙ୍ଗି ଦେଲେ। ପ୍ରତିଥର ଭଳି BJP ବ୍ୟବସ୍ଥା ଅଭିଯୁକ୍ତକୁ ରକ୍ଷା କଲା…

Read More

ଯେଉଁଠି ଯେଉଁଠି ପାଦ ଦେଲେ, ସେଠି ହାରିଲେ… ଦିଲ୍ଲୀରେ ୫୮ ରାଲି କିନ୍ତୁ ଫଳ ଶୂନ୍ୟ

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ୱାୟାନାଡରୁ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଜୋରଦାର ପ୍ରଚାର କରିଥିଲେ। ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି । ଦିଲ୍ଲୀ ନିର୍ବାଚନରେ ବିଜେପି ଏକ ବଡ଼ ବିଜୟ ହାସଲ କରୁଛି । ଆମ ଆଦମୀ ପାର୍ଟିର ଶୋଚନୀୟ ପରାଜୟ ହୋଇଛି ଯେତେବେଳେ କଂଗ୍ରେସ ତାର ଖାତା ଖୋଲିପାରିନାହିଁ । ଫଳାଫଳ ପରେ, ଏବେ ପ୍ରଶ୍ନ ଉଠୁଛି ଯେ କଂଗ୍ରେସ ନିର୍ବାଚନ…

Read More

ଦିଲ୍ଲୀ ମହାଲଢେଇ : ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ, ଆପର ତିନି ବଡ ନେତା ପଛରେ

ଦିଲ୍ଲୀ ମହା ଲଢେଇ । ବର୍ତ୍ତମାନ ସୁଦ୍ଧା ଆଗରେ ରହିଛି ବିଜେପି । ଦିଲ୍ଲୀରେ କିଏ ଗଢିବ ସରକାର? କାହା ହାତକୁ ଯିବ ଦିଲ୍ଲୀ ଆସନ? କାହାର ଫିଟିବ ଭାଗ୍ୟ ? ଏହି ସବୁ ପ୍ରଶ୍ନର ଉତ୍ତର ଆଜି ସ୍ପଷ୍ଟ ହୋଇଯିବ । ଚାଲିଛି ଭୋଟ ଗଣତି, ଆସିବାରେ ଲାଗିଛି ଦିଲ୍ଲୀ ବିଧାନସଭା ନିର୍ବାଚନର ଟ୍ରେଣ୍ଡ । ଦି ଲ୍ଲୀରେ ବିଜେପି ପାରିକରିସାରିଛି ବହୁମତ । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ବିଜେପି । ୭୦ ଅସନରୁ ୪୪…

Read More

ରାଷ୍ଟ୍ରପତିଙ୍କୁ ନେଇ ସୋନିଆ ଗାନ୍ଧୀଙ୍କ ବିବାଦୀୟ ବୟାନ, କଡ଼ା ଭାଷାରେ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଗ୍ରହଣୀୟ ନୁହଁ । ଏହା ଆପତ୍ତିଜନକ ଓ ଅସମ୍ମାନଜନକ ବୋଲି କହି କ୍ଷମା ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାବି କରିଛନ୍ତି। ଓଡ଼ିଶାବାସୀଙ୍କ ତରଫରୁ ମୁଁ ଏଭଳି ଆପତ୍ତିଜନକ ଓ ଅପମାନଜନକ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରୁଛି। ଆମ ସାମ୍ବିଧାନିକ ମୁଖ୍ୟଙ୍କ ପ୍ରତି ଏଭଳି ଅପମାନ ପାଇଁ ଭାରତବାସୀ ସମର୍ଥନ କରିବେ…

Read More

ଯମୁନା ନଦୀ ପାଣିକୁ ବିଜେପି ଶାସିତ ରାଜ୍ୟ ବିଷାକ୍ତ କରୁଛି ବୟାନ, କେଜ୍ରିଓ୍ୱାଲଙ୍କୁ ସମନ କଲା ହରିଆଣା କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଜଳ ଯୋଗାଣରେ ବାଧା ସୃଷ୍ଟି କରିବା ପାଇଁ ବିଜେପି ଶାସିତ ରାଜ୍ୟ ଯମୁନା ନଦୀକୁ ବିଷାକ୍ତ କରୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ହରିୟାଣାର ଏକ ଅଦାଲତ ସମନ କରିଛନ୍ତି। ଫେବ୍ରୁଆରି ୧୭ ରେ କୋର୍ଟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେ ଏଥିରେ ବିଫଳ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଆଇନର ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜାରି କରାଯାଇଥିବା…

Read More