କର୍ପୋରେଟର୍‌ ଅମରେଶ ଜେନାଙ୍କୁ ଦଳରୁ ସସପେଣ୍ଡ କଲା ବିଜେଡି

ଭୁବନେଶ୍ୱର: ଜଣେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖି ତାଙ୍କୁ ପ୍ରତାରଣା କରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିରୋଧରେ ଆକ୍ସନ ନେଇଛି ବିଜେଡି | ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି | ମିଳିଥିବା ସୂଚନା ମୁତାବକ ଆଜି ନୀଳଗିରିରୁ ବିଜେଡି କର୍ପୋରେଟର୍‌ ଅମରେଶ ଜେନାଙ୍କୁ ଗିରଫ କରିଥିଲା କମିସନରେଟ୍ ପୁଲିସ୍। ଗତକାଲି ତାଙ୍କୁ ଫେରାର ହେବା‌ରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ ଲକ୍ଷ୍ମୀସାଗର…

Read More

ଗିରଫ ହେଲେ ବିଜେଡି କର୍ପୋରେଟର୍‌ ଅମରେଶ ଜେନା

ଭୁବନେଶ୍ୱର: ଅବଶେଷରେ ବିଜେଡି କର୍ପୋରେଟର୍‌ ଅମରେଶ ଜେନାଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ୍। ତାଙ୍କୁ ବାଲେଶ୍ବରରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଗତକାଲି ତାଙ୍କୁ ଫେରାର ହେବା‌ରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିଲା। କର୍ପୋରେଟର ଅମରେଶ ଜେନାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ୫ ଜଣ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବଡ଼ଗଡ଼ ଗୌତମନଗରର ବିବେକ କୁମାର ସ୍ୱାଇଁ (୨୯), ସନ୍ତୋଷୀବିହାର ଅଞ୍ଚଳର ବିକ୍ରମ…

Read More

ମୃତ ବ୍ୟକ୍ତି ବି ଭୋଟ ଦେବେ କି? ନିର୍ବାଚନ ଆୟୋଗ ବିହାରର ଭୋଟର ତାଲିକାକୁ ନେଇ ପ୍ରଶ୍ନ |

ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନକୁ ଭାରତୀୟ ନିର୍ବାଚନ ଆୟୋଗ ସମର୍ଥନ କରି କହିଛନ୍ତି ଯେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ଏହା ଏକ ସାମ୍ବିଧାନିକ ଦାୟିତ୍ୱ। ମୃତ, ସ୍ଥାନାନ୍ତରିତ କିମ୍ବା ନକଲି ଭୋଟରଙ୍କ ନାମରେ ନକଲି ଭୋଟ୍ ଦେବା ପାଇଁ ବାଟ ଖୋଲିବା ଉଚିତ କି ବୋଲି ସେ ପ୍ରଶ୍ନ କରିଛନ୍ତି | ବାସ୍ତବରେ ସଂଶୋଧନକୁ ବିରୋଧ କରି ସଂସଦ ଭବନ ପରିସରରେ ବିରୋଧୀ ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି…

Read More

କର୍ପୋରେଟର ଅମରେଶ ଜେନାଙ୍କ ବିରୋଧରେ ଗୁରୁତର ଅଭିଯୋଗ

ଭୁବନେଶ୍ୱର: ରାଜନୈତିକ କାର୍ଯ୍ୟକଳାପ ଓ ଦଳୀୟ ବିଶୃଙ୍ଖଳା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କର୍ପୋରେଟର ଅମରେଶ ଜେନାଙ୍କ ବିରୋଧରେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଜଣେ ଯୁବତୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ଯେ, ଅମରେଶ ଜେନା ତାଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଏବଂ ଗର୍ଭନଷ୍ଟ କରାଇଥିବା ସହ ହତ୍ୟା ଧମକ ଦେଇଛନ୍ତି। ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ କେସ୍ ନଂ-୩୯୪ରେ ବିଏନ୍‌ଏସ୍ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍ସୋ ଆକ୍ଟ-୨୦୧୨ର…

Read More

ବିଜେଡି ଅନାସ୍ଥା ଆଣୁ, ଆମେ ସମର୍ଥନ କରିବୁ: ଭକ୍ତ ଦାସ

ଭୁବନେଶ୍ବର: ନାରୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ନେଇ ପିସିସି ସଭାପତି ଭକ୍ତଚରଣ ଦାସ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡିକୁ ମୁଖ୍ୟ ବିରୋଧୀ ଦଳ ଭାବେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଆହ୍ବାନ ଦେଇଛନ୍ତି। ନଚେତ୍, କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେଡି ଏହାକୁ ସମର୍ଥନ କରୁ ବୋଲି କହିଛନ୍ତି। ଶ୍ରୀ ଦାସ କହିଛନ୍ତି, “ଓଡ଼ିଶାରେ କଂଗ୍ରେସର ୫୧ ବିଧାୟକ ଥିଲେ ଆମେ ସରକାର ଭାଙ୍ଗି…

Read More

ପିସିସି ସଭାପତିଙ୍କ ଇସ୍ତଫା ଦାବି କଲା ବିଜେପି, ଜବାବ ରଖିଲେ ଭକ୍ତ

ଭୁବନେଶ୍ୱର: ଏକା ଦୁଷ୍କର୍ମ ମାମଲାରେ ଫସିଥିବା ଛାତ୍ର ନେତା ଉଦିତ ପ୍ରଧାନଙ୍କୁ ନେଇ ଆଜି ବିଜେପି କଡା ଟାର୍ଗେଟ କରିଛି | ଭକ୍ତ ଦାସ ଇସ୍ତଫା ଦିଅନ୍ତୁ ବୋଲି ଲେଖାଥିବା ପୋଷ୍ଟର ରାଜଧାନୀର ବିଭିନ୍ନ ଛକରେ ଲାଗିଥିବାର ଦେଖିବାକୁ ମିଳିଛି | ପୋଷ୍ଟରରେ ରାହୁଲ ଗାନ୍ଧୀ ଓ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଫଟୋ ଥିବାବେଳେ ଜଣେ ଦେଶଦ୍ରୋହୀ ଓ ଅନ୍ୟ ଜଣେ ଦୁଷ୍କର୍ମକାରୀ ବୋଲି ଲେଖା ଯାଇଛି | ତେବେ ଏହି ପୋଷ୍ଟର…

Read More

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ବଢିଲା ଚର୍ଚ୍ଚା

ଭୁବନେଶ୍ବର: ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ବଢିଛି | ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବାବେଳେ କରିବାକୁ ସନ୍ଧ୍ୟାରେ ରାଜ୍ୟପାଳ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନକୁ ଯାଇ ତାଙ୍କ ସହ କ‌ଥାବାର୍ତ୍ତା କରିଛନ୍ତି। ଏହି ଦୁଇଟି ଭେଟଘାଟ ଗତକାଲି ହୋଇଥିବାବେଳେ ଆଜି ଦିଲ୍ଲୀ ଯାଇଛନ୍ତି ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ । ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଥିବା ସୂଚନା ମିଳିଛି…

Read More

ଗିରଫ ପରେ କଂଗ୍ରେସରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ|

ଭୁବନେଶ୍ୱର: ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଶେଷରେ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ଛାତ୍ରନେତା ଉଦିତ ପ୍ରଧାନ | ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍‌ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଥିଲା । ମଞ୍ଚେଶ୍ବର ଥାନା ପୁଲିସ ଗତକାଲି ରାତିରେ ଉଦିତଙ୍କୁ ଉଠାଇ ନେଇଥିଲା । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ଣରେ ସେ, ତାଙ୍କର ଜଣେ ବାନ୍ଧବୀ ଓ ଜଣେ…

Read More

ନିର୍ଯାତନା ହେଲେ ଏହି ନମ୍ବରରେ ଜଣାଅ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।ଏଥିସହ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ (POSH Act, 2013) ଏବଂ ଏହି ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ…

Read More

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ବରିଷ୍ଟ ନେତା ବିଜୟମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଓଡ଼ିଶାରେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ସମ୍ପର୍କରେ ବରିଷ୍ଠ ନେତା ବିଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ଘଟଣାକୁ ଆରମ୍ଭରୁ ହାଲୁକା ଭାବେ ନେବା ଉଚିତ୍ ହୋଇନାହିଁ।ଏହି ଘଟଣାର ତଦନ୍ତ କୋର୍ଟର ହେବା ଉଚିତ, ଯାହା ଦ୍ୱାରା ସତ ବାହାରକୁ ଆସିବ ଓ ଦୋଷୀମାନଙ୍କୁ ଦଣ୍ଡ ମିଳିବ। ସେ ସରକାରଙ୍କ ଉପରେ ଅପବାଦ ଲଗାଇଛନ୍ତି ଯେ ସରକାର…

Read More