ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଚାପୁଡା ଆକ୍ରମଣ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଗୋଟିଏ ଚାପୁଡା ଆକ୍ରମଣର ଘଟଣା ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚାରେ ଆସିଛି। ଏକ କାର୍ଯ୍ୟକ୍ରମ ସମୟରେ ଜଣେ ୩୫ ବର୍ଷୀୟ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ମାରିବାର ଘଟଣା ସର୍ବସାଧାରଣ ସ୍ଥାନରେ ଘଟିଛି, ଯାହା ରାଜନୈତିକ ଓ ସାମାଜିକ ମହଲରେ ବହୁ ଆଲୋଚନାର ବିଷୟ ପାଲଟିଛି। ସୂଚନା ମୁତାବକ, ଅଭିଯୁକ୍ତ ଯୁବକ କିଛି କାଗଜପତ୍ର ସହ ରେଖା ଗୁପ୍ତାଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ଅଭିଯୋଗ ପତ୍ର ଦେବା ସମୟରେ ଏହି ଆକ୍ରମଣ…

Read More

ଓଡିଶାରେ ‘ଭୋଟ୍ ଚୋରି’ ଷଡଯନ୍ତ୍ର ଆଶଙ୍କା: ବିଜେପିକୁ କଂଗ୍ରେସର ଚେତାବନୀ

ଭୁବନେଶ୍ୱର: ଆକ୍ସନ ମୋଡରେ କଂଗ୍ରେସ, ବିହାର ପରି ଓଡିଶାରେ ମଧ୍ୟ ସ୍ବତନ୍ତ୍ର ସଂଶୋଧନ ସଙ୍ଘନ(ଏସଆଇଆର)କୁ ଅସ୍ତ୍ର କରି ବିଜେପି ବ୍ୟାପକ ‘ଭୋଟ୍ ଚୋରି’ କରିବାକୁ ମସୁଧା କରୁଥିବା ଆଶଙ୍କା ପ୍ରକାଶ କରିଛି ପିସିସି। ବିହାରରେ ଏସଆଇଆରରେ ବାଦ ପଡିଥିବା ଭୋଟରଙ୍କ ତାଲିକା ପ୍ରକାଶ ନ କରିବାକୁ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରି ତାଲିକା ପ୍ରକାଶ ପାଇଁ ନିର୍ଦ୍ଦେଶ ଦେବା ପରେ ସରକାରଙ୍କ ଉଦ୍ଦେଶ୍ୟ ପଦାରେ ପଡିଛି। ପିସିସି ସଭାପତି ଭକ୍ତଚରଣ ଦାସ ଅଭିଯୋଗ କରିଛନ୍ତି…

Read More

ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପାର୍ଥୀ କିଏ ଜାଣିଛନ୍ତି କି?

ନୂଆଦିଲ୍ଲୀ: ବିରୋଧୀ ଦଳ ଇଣ୍ଡିଆ ଆଲାଏନ୍ସ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କ ନାମ ଘୋଷଣା କରିଛନ୍ତି। କଂଗ୍ରେସ ମୁଖପାତ୍ର ଜୟରାମ ରମେଶ କହିଛନ୍ତି ଯେ ତାଙ୍କ ନାମ ସର୍ବସମ୍ମତିକ୍ରମେ ସ୍ଥିର ହୋଇଛି। ସୁଦର୍ଶନ ରେଡ୍ଡୀ ଏବେ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କ ସହ ମୁକାବିଲା କରିବେ। ବି. ସୁଦର୍ଶନ ରେଡ୍ଡୀ ୮ ଜୁଲାଇ ୧୯୪୬ ରେ ଆନ୍ଧ୍ର…

Read More

କଂଗ୍ରେସର ପୁନରାଗମନ ସମ୍ଭାବନା: AICC ନେବ ଜିଲ୍ଲା ସଭାପତି ଚୟନ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସ ପାର୍ଟି ନିଜର ରାଜନୈତିକ ସ୍ଥିତି ମଜବୁତ କରିବା ପାଇଁ ନୂଆ ରଣନୀତି ଆପଣାଇଛି। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଏବେ ରାଜ୍ୟର ଜିଲ୍ଲା ସଭାପତିମାନଙ୍କ ଚୟନ ନିଜ ନିୟନ୍ତ୍ରଣକୁ ନେଇଛି। ପୂର୍ବରୁ ପିସିସି ଜିଲ୍ଲା ସଭାପତି ଘୋଷଣା କରିଥିଲା, କିନ୍ତୁ ଏଆଇସିସି ଏହାକୁ ଅଟକାଇ ଦେଇଛି। ଏହା ସହିତ କଂଗ୍ରେସ ନିଜର ‘ପକେଟ୍ ଭୋଟ୍’ ସଂରକ୍ଷଣ ଓ ସୁଦୃଢ଼ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ଏଆଇସିସି ଦ୍ୱାରା ଜାରି…

Read More

କାହା କଥାରେ ଚାଲିଛି ବିଜେଡି? ରାଜା ସ୍ୱାଇଁଙ୍କୁ ଏମିତି କଣ କହିଲେ ପାଣ୍ଡିଆନ, ଯାହାକୁ ନେଇ ଉଠିଛି ଝଡ

ଭୁବନେଶ୍ୱର: ବିଜେଡି କାହା କଥାରେ ଚାଲିଛି? ବିଜେଡିର ସର୍ବେସର୍ବା କିଏ? କିଏ ନେଉଛି ବିଜେଡିର ସବୁ ନିଷ୍ପତ୍ତି? ଦଳ ପାଇଁ କିଏ ଗୁରୁତ୍ୱପୂର୍ଣ୍ଣ? ସଭାପତିଙ୍କୁ ଦଳୀୟ ନେତା ଭେଟିପାରିବେ ନା ନାହିଁ? ଏସବୁ ପ୍ରଶ୍ନ ଏବେ ବିଜେଡି ଦଳୀୟ ଶିବିରରେ ପ୍ରାୟ ସମସ୍ତଙ୍କ ମନରେ ଅଛି | ଦୁଇଦିନ ତଳେ ଏକ ଘରୋଇ ହସ୍ପିଟାଲରେ ଘଟିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା-ଆଲୋଚନା ଜୋର ଧରିଛି | କଥାଟି କିଛି ଏମିତି | ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି…

Read More

ଓଡ଼ିଶାରେ ଶୀଘ୍ର ଆରମ୍ଭ ହେବ ଏସଆଇଆର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶାରେ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସଆଇଆର) ଶୀଘ୍ର ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଗୋପାଳନ ଘୋଷଣା କରିଛନ୍ତି। ରାଜ୍ୟରେ ୭,୦୦୦ ଏପିକ ନମ୍ବର ଥିବା ଭୋଟର କାର୍ଡ ପରିବର୍ତ୍ତନ କରାଯାଇ ନୂଆ ଭୋଟର କାର୍ଡ ଜାରି କରାଯାଇଛି। ଏଥିରୁ ୫,୦୦୦ ଏପିକ ନମ୍ବର ବାଙ୍କୀ ଅଞ୍ଚଳର ଥିଲା। ଏହି ଏପିକ ନମ୍ବରଗୁଡ଼ିକ କେବଳ ଭୋଟର ପରିଚୟ ପତ୍ର ପାଇଁ ବ୍ୟବହୃତ ହୋଇଛି ଏବଂ ଏହାଦ୍ୱାରା କେହି ଭୋଟ ଦେଇପାରିବେ ନାହିଁ।…

Read More

କଲେଜମାନଙ୍କରେ ଧୀମା ପଡିଯାଇଛି ନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ୱର: ଏବେ ଚର୍ଚ୍ଚାରେ କଲେଜ କ୍ୟାମ୍ପସ |ବର୍ତ୍ତମାନ କ୍ୟାମ୍ପସରେ ରାଜନୀତି ସରଗରମ ରହିଛି | ମାତ୍ର ପିଲାମାନଙ୍କ ମଧ୍ୟରେ ଛାତ୍ର ନିର୍ବାଚନକୁ ନେଇ ଏ ଯାଏଁ କୌଣସି ସ୍ପଷ୍ଟତା ପରିଲକ୍ଷିତ ହୋଇନାହିଁ | ଏହି ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟର ଅନେକ କଲେଜ୍‌ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା, ଅସନ୍ତୋଷ, ଗୋଳମାଳ, ହିଂସା ଘଟଣା ବଢିଥିବାରୁ ଛାତ୍ର ସଂଗଠନଗୁଡ଼ିକ ଠିକଭାବେ ପ୍ରସ୍ତୁତ ହୋଇପାରୁନାହାନ୍ତି | ଭୁବନେଶ୍ୱରର ବିଭିନ୍ନ କ୍ୟାମ୍ପସରେ ବିଜୁ ଛାତ୍ର ଜନତା ଦଳ, ଏବିଭିପି ଓ…

Read More

ଉପରାଷ୍ଟ୍ରପତି ନିର୍ବାଚନରେ କଣ କରିବ ବିଜେଡି?

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି | ଆଉ ଏହାକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି | କେନ୍ଦ୍ରରେ ଏନଡିଏ ପକ୍ଷରୁ ସିପି ରାଧାକୃଷ୍ଣନଙ୍କ ନାମ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି | ସିପି ରାଧାକୃଷ୍ଣନ ଗୁଜୁରାଟର ରାଜ୍ୟପାଳ ଥିବାବେଳେ ସେ ବାସ୍ତବରେ ତାମିଲନାଡୁର ଅଧିବାସୀ | ତେବେ ଏହି ନିର୍ବାଚନରେ ବିଜେଡି ବା ବିଜୁ ଜନତା ଦଳ କଣ କରିବ? ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଗଲାଣି…

Read More

ଟ୍ରମ୍ପ ଓ ପୁଟିନ୍‌ଙ୍କ ବୈଠକ ଶେଷ: ୟୁକ୍ରେନ ଯୁଦ୍ଧବିରତି ପାଇଁ ହେଲାନାହିଁ ସହମତି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲାସ୍କାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି। ଏହି ବୈଠକରେ ୟୁକ୍ରେନ ଯୁଦ୍ଧ, ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ ଏବଂ ସହଯୋଗ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଯଦିଓ ଆଲୋଚନା ସକାରାତ୍ମକ ଥିଲା ବୋଲି ଉଭୟ ନେତା ଦାବି କରିଛନ୍ତି, ତଥାପି ୟୁକ୍ରେନରେ ଚାଲିଥିବା ଯୁଦ୍ଧବିରତି ପାଇଁ କୌଣସି ସହମତି ହାସଲ ହୋଇପାରିନାହିଁ। ବୈଠକଟି ଆଲାସ୍କାର ଜଏଣ୍ଟ ବେସ୍ ଏଲମେଣ୍ଡୋର୍ଫ-ରିଚାର୍ଡସନରେ…

Read More

ସ୍ୱାଧୀନତା ଦିବସ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକ ବୟାନ ଦୁର୍ଭାଗ୍ୟଜନକ: ଦେବୀ ମିଶ୍ର

ଭୁବନେଶ୍ୱର: ସ୍ୱାଧୀନତା ଦିବସ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ବୟାନକୁ “ଦୁର୍ଭାଗ୍ୟଜନକ” ବୋଲି କହିଛନ୍ତି ବିଜେପି ବରିଷ୍ଠ ଉପସଭାପତି ଦେବୀ ମିଶ୍ର। ସେ କହିଛନ୍ତି, ଏହି ପବିତ୍ର ଦିନରେ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଦେଶର ସାର୍ବଭୌମତ୍ୱ ଓ ରାଜ୍ୟର ବିକାଶର କଥା କହିବା ଉଚିତ। ପୂର୍ବତନ ସରକାରକୁ “ଇଭେଣ୍ଟ ମ୍ୟାନେଜମେଣ୍ଟ” କୁହିବା ଅନୁଚିତ, କାରଣ ନୀତି ଆୟୋଗଠାରୁ ଆରମ୍ଭ କରି କେନ୍ଦ୍ରର ଏନଡିଏ ଓ ୟୁପିଏ ସରକାର ମଧ୍ୟ ଓଡିଶାର ବିକାଶକୁ ସ୍ୱୀକାର କରି ପୁରସ୍କୃତ କରିଛନ୍ତି। ସେ…

Read More