ଧର୍ମଶାଳାରେ ବିଜେପି ସଭାପତି ମନମୋହନ ସାମଲଙ୍କ ଜୋରଦାର ଅଭିଭାଷଣ: ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା

ଧର୍ମଶାଳା: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଧର୍ମଶାଳାରେ ଆୟୋଜିତ ଏକ ଧନ୍ୟବାଦ ସଭାରେ ପୂର୍ବତନ ସରକାର ଓ ପୂର୍ବ ଲୋକପ୍ରତିନିଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାକୁ ସେ ସମ୍ବର୍ଦ୍ଧନା ସଭା ନୁହେଁ, ବରଂ ଧନ୍ୟବାଦ ସଭା ବୋଲି ଅଭିହିତ କରି କହିଛନ୍ତି ଯେ, ଯାଜପୁର ସରକାର ପରିବର୍ତ୍ତନ ପ୍ରକ୍ରିୟାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ସାମଲ କହିଛନ୍ତି, “ଲୋକେ ଭାବିନଥିଲେ ଯେ ଯାଜପୁରରେ ପରିବର୍ତ୍ତନ ହେବ। କିନ୍ତୁ ଭଗବାନ ଓ ମାଆ ବିରଜା ଗର୍ବ ଓ…

Read More

ନୂଆ ବିଜେଡ଼ି ଗଠନର ଇଙ୍ଗିତ ଦେଲେ ଅମର ଶତପଥୀ, ବର୍ତ୍ତମାନର ଦଳରୁ ଦୂରେଇ ଯାଉଛନ୍ତି ନେତା-କର୍ମୀ

ଭୁବନେଶ୍ୱର: ଗତକାଲି ପୂର୍ବତନ ସାଂସଦ ତଥାଗତ ଶତପଥୀ ନୂଆ ବିଜେଡ଼ି ଗଠନର ଇଙ୍ଗିତ ଦେଇଥିବା ବେଳେ, ଆଜି ବରିଷ୍ଠ ନେତା ଅମର ଶତପଥୀ ସେହି କଥାକୁ ସମର୍ଥନ କରି ବର୍ତ୍ତମାନର ଦଳରୁ ନେତା-କର୍ମୀଙ୍କ ଦୂରୀକରଣର କାରଣ ବୁଝାଇଲେ।ଅମର ଶତପଥୀ କହିଲେ, “ଗଢ଼ି ଉଠିବ ନୂଆ ବିଜେଡ଼ି। ଏହାକୁ ବିଜେଡ଼ିର ଲୋକମାନେ ହିଁ ଗଠନ କରିବେ। ବର୍ତ୍ତମାନର ବିଜେଡ଼ି ଲୋକ ଓ କର୍ମୀଙ୍କ ଠାରୁ ସମସ୍ତେ ଦୂରେଇ ଯାଉଛନ୍ତି।” ସେ ଆହୁରି କହିଲେ ଯେ, ଏବେ ବିଜେଡ଼ିରେ ଯାହା…

Read More

ସି.ପି. ରାଧାକୃଷ୍ଣନ ନୂଆ ଉପରାଷ୍ଟ୍ରପତି ଭାବେ ହେଲେ ନିର୍ବାଚିତ

ନୂଆଦିଲ୍ଲୀ: ଭାରତର ୧୫ତମ ଉପରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ନିର୍ବାଚିତ ହୋଇଛନ୍ତି। ସେ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ପରାସ୍ତ କରିଛନ୍ତି। ରାଧାକୃଷ୍ଣନ ୪୫୨ ଭୋଟ ପାଇଥିବା ବେଳେ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଛି। ମୋଟ ୭୬୭ ଜଣ ସାଂସଦ ଭୋଟ ଦେଇଥିବା ବେଳେ ୧୫ଟି ଭୋଟ ଅବୈଧ ଘୋଷିତ ହୋଇଛି। ଏହି ନିର୍ବାଚନ ନୂଆ ସଂସଦ ଭବନରେ…

Read More

ଦକ୍ଷିଣ ଓଡ଼ିଶାରେ ବିଜେଡିକୁ ବଡ଼ ଝଟକା: ପ୍ରତିଷ୍ଠାତା ସଦସ୍ୟ ଏନ ଭାସ୍କର ରାଓ ଓ ଲାଲ ବିହାରୀ ହିମାରିକା ଛାଡ଼ିଲେ ଦଳ

ରାୟଗଡ଼ା: ଦକ୍ଷିଣ ଓଡ଼ିଶାରେ ବିଜୁ ଜନତା ଦଳ ପାଇଁ ଏକ ବଡ଼ ଝଟକା ଲାଗିଛି। ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଏବଂ ରାୟଗଡ଼ାର ତିନି ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମାରିକା ବିଜେଡି ଛାଡ଼ିଛନ୍ତି। ଏହା ସହିତ ଏନ ଭାସ୍କର ରାଓଙ୍କ ସମର୍ଥକମାନେ ଦଳ ବିରୋଧରେ ଅସନ୍ତୋଷ ପ୍ରକାଶ କରି ବିନା ବ୍ୟାନରରେ ଏକ ସଭା କରିଛନ୍ତି। ଏନ ଭାସ୍କର ରାଓ ରାୟଗଡ଼ା ଜିଲ୍ଲା…

Read More

ଭାରତରେ ଉପରାଷ୍ଟ୍ରପତି ନିର୍ବାଚନ ୨୦୨୫: ଆଜି ଆସିବ ଭୋଟଗଣନା ଫଳାଫଳ

ନୂଆଦିଲ୍ଲୀ: ଆଜି ଭାରତରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେଉଛି। ସଂସଦ ଭବନ ପରିସରରେ ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟଗ୍ରହଣ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା କରାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଭୋଟ୍ ଦେବେ ଏବଂ ଭୋଟଗଣନା ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ଏନ୍ଡିଏର ପ୍ରାର୍ଥୀ ଏବଂ ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଏବଂ ପୂର୍ବତନ ସୁପ୍ରିମ୍ ନ୍ୟାୟାଧୀଶ ବି. ସୁଦର୍ଶନ୍ ରେଡ୍ଡି ମଧ୍ୟରେ…

Read More

ବିଜେଡି ବିଜେପିରୁ ଅଲଗା ନୁହେଁ: ଭକ୍ତ

ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନରେ ଆଜି ବିଜେଡି ଭାଗ ନେଉ ନାହିଁ। ଦଳର ୭ ରାଜ୍ୟସଭା ସାଂସଦ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁନାହାଁନ୍ତି । ଏନ୍‌ଡିଏ ଓ ୟୁପିଏ ଠାରୁ ସମଦୂରତାର ଦ୍ବାହି ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି। ବିଜେପିକୁ କୌଣସି ପରିସ୍ଥିତିରେ ଅସନ୍ତୁଷ୍ଟ କରିବାକୁ ନବୀନ ଚାହୁ ନାହାନ୍ତି, ତାହା ଏକପ୍ରକାର ସ୍ପଷ୍ଟ ହୋଇଛି। ଏହାକୁ ନେଇ ଦଳ ଭିତରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଛି। ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ…

Read More

ଆଦିବାସୀଙ୍କ ପୈତୃକ ଭୂମି ଓ ସ୍ୱପ୍ନ ବିପଦରେ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମୋଦି ସରକାରଙ୍କ ଗ୍ରେଟ୍ ନିକୋବର ମେଗା-ଇନଫ୍ରାଷ୍ଟକ୍ଚର ପ୍ରକଳ୍ପକୁ ତୀବ୍ର ସମାଲୋଚନା କରିଛନ୍ତି, ଏହାକୁ ଆଦିବାସୀ ଅଧିକାରର ଉଲ୍ଲଂଘନ ଏବଂ ପରିବେଶଗତ ବିପଦ ବୋଲି ଅଭିହିତ କରି। ଦି ହିନ୍ଦୁରେ ପ୍ରକାଶିତ ଏକ ଲେଖାରେ ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ନିକୋବାରୀ ଏବଂ ଶୋମ୍ପେନ ଆଦିବାସୀ ସମ୍ପ୍ରଦାୟର ଅସ୍ତିତ୍ୱକୁ ବିପଦରେ ପକାଇଛି। ଗ୍ରେଟ୍ ନିକୋବର ଦ୍ୱୀପରେ ବସବାସ କରୁଥିବା ଏହି ଦୁଇ ମୁଖ୍ୟ ଆଦିବାସୀ ସମ୍ପ୍ରଦାୟ ଏହି ପ୍ରକଳ୍ପ ଯୋଗୁଁ…

Read More

କଂଗ୍ରେସ ସୃଜନ ବୈଠକରେ ବିବାଦ, ଦଳ ମଧ୍ୟରେ ଦ୍ୱନ୍ଦ୍ୱ

ଭୁବନେଶ୍ୱର :ସାରା ରାଜ୍ୟରେ ଏବେ କଂଗ୍ରେସ ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଚାଲିଛି। ପର୍ଯ୍ୟବେକ୍ଷକ ମାନେ ସୃଜନ ବୈଠକ ମାଧ୍ୟମରେ ଖୋଜୁଛନ୍ତି ଜିଲ୍ଲା ସଭାପତି। ହେଲେ ସବୁ ଜିଲ୍ଲାରେ ମାଳମାଳ ନେତା ଆଶାୟୀ ଅଛନ୍ତି। ଫଳରେ ସୃଜନ ବୈଠକରେ ଗୋଷ୍ଠୀ ବିବାଦ ପଦାରେ ପଡିଛି। କୋରାପୁଟ, ଖଲ୍ଲିକୋଟ, ପାରାଦୀପ ଏଇ ତିନିଟି ସ୍ଥାନରେ କଂଗ୍ରେସ କଳି ପଦାରେ ପଡିଛି। ପର୍ଯ୍ୟବେକ୍ଷକ ସଭାପତି କଣ ବାଛିବେ, ବସିକି ଗୋଷ୍ଠୀ କନ୍ଦଳ ଦେଖୁଛନ୍ତି। କୋରାପୁଟ ଜ଼ିଲ୍ଲାରେ ସୃଜନ ସଂଗଠନ ଅଭିଯାନ କାର୍ଯ୍ୟକ୍ରମ…

Read More

ନିର୍ବାଚନ କମିସନ୍‌ର ବଡ଼ ପଦକ୍ଷେପ: ଦେଶବ୍ୟାପୀ ଭୋଟର ତାଲିକା ସଂଶୋଧନ ପ୍ରସ୍ତୁତି

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ପରେ ସାରା ଦେଶରେ ସ୍ୱତନ୍ତ୍ର ବିସ୍ତୃତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଭାରତର ନିର୍ବାଚନ କମିସନ୍‌ ବିଚାର କରୁଛନ୍ତି। ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ପାଇଁ ସେପ୍ଟେମ୍ବର ୧୦ ତାରିଖରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କର ଏକ ସମ୍ମିଳନୀ ଡକାଯାଇଛି। ନିର୍ବାଚନ କମିସନ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ସମ୍ମିଳନୀରେ ଏସ୍‌ଏସ୍‌ଆର୍‌ର ପ୍ରସ୍ତୁତିର ସମୀକ୍ଷା କରାଯିବ। ପୂର୍ବରୁ ନିର୍ଧାରିତ ଅନୁସାରେ,…

Read More

ସମ୍ବଲପୁରରେ ନୂଆଁଖାଇ ଭେଟଘାଟ: ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଶାସକ ଓ ବିରୋଧୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଝଲସିବ ପଶ୍ଚିମ ଓଡ଼ିଶା

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମ୍ବଲପୁରରେ ଆୟୋଜିତ ହେଉଛି ଏକ ଭବ୍ୟ ଭେଟଘାଟ କାର୍ୟ୍ୟକ୍ରମ। ଏହି ଅବସରରେ ରାଜନୀତିର ସମସ୍ତ ସୀମା ଅତିକ୍ରମ କରି ଗୋଟିଏ ମଞ୍ଚରେ ଏକାଠି ହେବେ ମୁଖ୍ୟମନ୍ତ୍ରୀଙ୍କ ସହ ଶାସକ ଓ ବିରୋଧୀ ଦଳର ନେତାମାନେ। ଏହି କାର୍ୟ୍ୟକ୍ରମରେ ପୂରା ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ପ୍ରଶାସନିକ ସ୍ତରରେ ଏହି କାର୍ୟ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସନ୍ଧ୍ୟା ୫ଟାରୁ ରାତି ୧୦ଟା…

Read More