ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

୫ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି। ମଙ୍ଗଳବାର ଅପରାହ୍ନ ୪.୫୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚତ୍ବେ। ସେଠୁ ସିଧାସଳଖ ଚନ୍ଦ୍ରଶେଖରପୁରସ୍ଥିତ ନୀଳାଦ୍ରି ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରିବେ। ପରେ ରାଜଭବନରେ ରାତ୍ରି ଯାପନ କରିବେ। ବୁଧବାର ରାଷ୍ଟ୍ରପତି ପୁରୀ ଗସ୍ତ କରିବେ। ପୂର୍ବାହ୍ନ ୯ଟା ୪୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚତ୍ବା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ଅପରାହ୍ନରେ ପୁରୀ ବେଳାଭୂମିରେ ଆୟୋଜିତ ନୌସେନା…

Read More

ଶିବଙ୍କୁ କିପରି କରିବେ ପ୍ରସନ୍ନ !

ସୋମବାରରେ ଶିବଙ୍କ ଉପାସନା କରାଯାଏ। ତେବେ ଆଜିର ଦିନରେ ଶିବକୁ ପୂଜା କରି ସମସ୍ତେ ଶୁଭଫଳ ପାଇଥାନ୍ତି। ତେବେ ଏହି ପୂଜାର୍ଚ୍ଚନା ସହ ଯଦି ଆପଣ ଶିବ ପଞ୍ଚାକ୍ଷର ମନ୍ତ୍ର ଜପ କରନ୍ତି ତେବେ। ଆପଣଙ୍କର ସମସ୍ତ ମନସ୍କାମନ ପୂର୍ଣ୍ଣ ହେବ, ତେବେ ଆସନ୍ତୁ ଜାଣିବା ସେହି ମନ୍ତ୍ର ବିଷୟରେ..“ନମଃ ଶିବାୟ” ଏହି ମନ୍ତ୍ରଟି ହେଉଛି ଶିବ ପଞ୍ଚାକ୍ଷର ମନ୍ତ୍ର ଏବଂ “ଓଁ ନମଃ ଶିବାୟ” ଏହି ମନ୍ତ୍ରଟି ହେଉଛି ଷଡ଼କ୍ଷାର ମନ୍ତ୍ର । ପ୍ରତ୍ୟେକ ଶିବ ଭକ୍ତ ଏହି ମନ୍ତ୍ରର…

Read More

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଆସନ୍ତା ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ରାଷ୍ଟ୍ରପତିଙ୍କର ଏହି ପାଞ୍ଚଦିନିଆ ଗସ୍ତ ଅବସରରେ ସେ ଭୁବନେଶ୍ୱର, ପୁରୀ ଓ ମୟୂରଭଞ୍ଜରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମଙ୍ଗଳବାର ଅପରାହ୍ଣ ୨.୩୦ରେ ରାଷ୍ଟ୍ରପତି ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ବାହାରିବେ ଓ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ ୫ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

Read More

ମାଓବାଦୀଙ୍କ ପିଏଲଜିଏ ସପ୍ତାହ

ଡିସେମ୍ବର ୮ ପର୍ଯ୍ୟନ୍ତ ମାଓବାଦୀଙ୍କ ତରଫରୁ ପିଏଲଜିଏ ସପ୍ତାହ ପାଳନ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଓଡ଼ିଶା- ଆନ୍ଧ୍ର ସୀମାରେ କୌଣସି ମାଓ ପୋଷ୍ଟର ଦେଖିବାକୁ ମିଳିନଥିବା ବେଳେ ଛତିଶଗଡ଼ର ବିଭିନ୍ନ ଗାଁରେ ଲାଗିଛି ମାଓ ପୋଷ୍ଟର । ଛତିଶଗଡ଼ ସରକାରଙ୍କ ତରଫରୁ ଜାରି କରାଯାଇଥିବା ମାଓ ବିରୋଧୀ ଅପରେସନକୁ ବିରୋଧ କରିବା ପାଇଁ ମାଓ ସଂଗଠନ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି । ଛତିଶଗଡ଼ ଜୋନାଲ ସବ୍ ବ୍ୟୁରୋ ମାଓ ସଂଗଠନ ଏହି…

Read More

ମାଡି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

ଆସନ୍ତା ୫ ତାରିଖରେ ସୁମାତ୍ରା ନିକଟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସହ ଘନୀଭୂତ ହେବ। ଏହା ଶ୍ରୀଲଙ୍କା କିମ୍ବା ଦକ୍ଷିଣ ତାମିଲନାଡ଼ୁ ମୁହାଁଇବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ପ୍ରଫେସର ପଶୁପାଳକ କହିଛନ୍ତି ଯେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ। ସମ୍ଭବତଃ ତାପମାତ୍ରା ଅଧିକ ରହିବ। ତେବେ ଦକ୍ଷିଣ ଆଭ୍ୟନ୍ତରରେ ଆସନ୍ତା ୪ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪…

Read More

ଓଡ଼ିଶାରୁ ବିଦାୟ ନେଲେ ମୋଦି,ଶାହା

ଡିଜିପି-ଆଇଜିପି ସମ୍ମିଳନୀ ଶେଷ ହେବା ପରେ ଦୁଇ ହେଭିଓ୍ବେଟ୍‌ ଓଡ଼ିଶାରୁ ବିଦାୟ ନେଇଛନ୍ତି। ଲୋକସେବା ଭବନରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦୁଇ କାର୍‌ରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ବିମାନବନ୍ଦର ଯାଇ ସେଠାରୁ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଯାଇଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଆୟୋଜିତ ପୋଲିସ ମହାନିର୍ଦ୍ଦେଶକ (ଡିଜିିପି) ଏବଂ ପୋଲିସ ମହାନିରୀକ୍ଷକ (ଆଇଜିପି)ସ୍ତରୀୟ ୫୯ତମ ସମ୍ମିଳନୀରେ ପ୍ରାୟ ୨୫୦ ଅଧିକାରୀ ଉପସ୍ଥିତ ରହିଥିବାବେଳେ ୨୦୦ରୁ…

Read More

ବରଗଡ଼ ଧନୁଯାତ୍ରାର ନୂଆ କଂସ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଚୟନକୁ ନେଇ ଲାଗି ରହିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି । କଂସ ଚୟନ ପ୍ରକ୍ରିୟାରେ ୪ ଜଣ କଳାକାର ଅଂଶଗ୍ରହଣ କରିଥିବା ବେଳେ ୩ ଜଣ ବିଚାରକ ରହିଥିଲେ । କଂସ କଳାକାର ଭାବେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ, ସୁନୀଲ କୁମର ମେହେର ଅଂଶଗ୍ରହଣ କରି ନିଜ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ । ତେବେ ଏହା ମଧ୍ୟରେ ଆସିଛି ଫାଇନାଲ ଫଳାଫଳ । ୪…

Read More

ଆରମ୍ଭ ହେଲା କୋଣାର୍କ ଉତ୍ସବ

୩୫ତମ କୋଣାର୍କ ଉତ୍ସବ ଆଜିଠାରୁ ହୋଇଛି। ଏଥିପାଇଁ ଆରମ୍ଭ ହୋଇସାରିଛି ସାଜସଜା। ଏହି ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ପାଇଁ କୋଣାର୍କ ଉତ୍ସବମୁଖର ହୋଇଉଠିଛି। ତେବେ ଦେଶର କଳା ସଂସ୍କୃତିର ପ୍ରଚାର ଏବଂ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ଏହି ଆନ୍ତର୍ଜାତୀୟ ବାଲୁକା କଳା ଆରମ୍ଭ ହୋଇଥିଲା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ସାଙ୍ଗକୁ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ।…

Read More

କଳାହାଣ୍ଡି ରେ ଧାନ କିଣା ବ୍ୟବସ୍ଥା

କଳାହାଣ୍ଡି : ପ୍ରଶାସନ ପକ୍ଷରୁ ୨୯ ତାରିଖ ଦିନ ଧାନ କିଣା ଆରମ୍ଭ କରାଯିବାକୁ ଯୋଜନା କରାଯାଉଥିବା ବେଳେ ମିଲର୍ସ ଚୁକ୍ତି ନ କଲେ ଧାନ ମଣ୍ଡି ପ୍ରଭାବିତ ହେବାର ଏକ ଅହେତୁକ ପରିକଳ୍ପନା ସୃଷ୍ଟି ହୋଇଯାଇଛି । ମିଲର୍ସ ମାନେ ନିଜ ଜିଦ ରେ ଆଦି ବସି ପ୍ରଶାସନ କୁ ଚାପ ପକାଇବାର ଚେଷ୍ଟା କରୁଥିବା ଆଲୋଚନା ହେଉଛି । କଳାହାଣ୍ଡି ଜିଲ୍ଲାରେ ମାତ୍ର ୭୪ ଜଣ ମିଲର୍ସ କଷ୍ଟମ ମିଲିଙ୍ଗ ପାଇଁ ଜିଲ୍ଲା ପ୍ରଶାସନ…

Read More

ଆଜି ଡିଜି-ଆଇଜି ସମ୍ମିଳନୀର ଅନ୍ତିମ ଦିନ

ଡିଜି-ଆଇଜି ସମ୍ମିଳନୀର ଆଜି ତୃତୀୟ ତଥା ଅନ୍ତିମ ଦିନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ କେଉଁ ପ୍ରସଙ୍ଗ ଉତଥାପନ କରିବେ ତା ଉପରେ ନଜର ରହିଛି ।  ରାଜସ୍ଥାନ ଜୟପୁରରେ ହୋଇଥିବା ୨୦୨୩ ମସିହାର ଡିଜିପି ସମ୍ମିଳନୀରେ ୫ଟି ପ୍ରସଙ୍ଗ ଉପରେ ଫୋକସ କରିଥିଲେ ମୋଦି । ଏଥର କେଉଁ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବେ ତା ଉପରେ ନଜର ରହିଛି  ।  ଆଜି ସମ୍ମିଳନୀରେ ଉଦଯାପନୀ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ।ଗତକାଲି ଆତଙ୍କବାଦ…

Read More