ମହିଳାଙ୍କ ବିକାଶରେ ହିଁ ଦେଶର ବିକାଶ

ଶିକ୍ଷାର୍ଥୀଙ୍କୁ ଅନେକ ପରାମର୍ଶ ଦେଲେ ରାଷ୍ଟ୍ରପତି । କେବଳ ପାଠ ପଢ଼ି ଚାକିରି କରିବା ଉଦ୍ଦେଶ୍ୟ ଉଚିତ୍ ନୁହେଁ । ନିଜେ ସକ୍ଷମ ହେବା ସହ ଦେଶକୁ ଆଗକୁ ବଢ଼ାଇବା ପାଇଁ ସଭିଏଁ ସଙ୍କଳ୍ପ ନେବା ଦରକାର । ବର୍ତ୍ତମାନ ବିଜ୍ଞାନର ଯୁଗ, ମହିଳା ଚନ୍ଦ୍ରପୃଷ୍ଠରେ ପହଞ୍ଚିଲେଣି । ଏହି ମହାବିଦ୍ୟାଳୟ ଆଗକୁ ବଢ଼ିବା ସହ ଅଞ୍ଚଳ ବି ଆଗକୁ ବଢ଼ିବ । ଯେଉଁ ପରିବାରରେ ମହିଳା ଶିକ୍ଷିତ ସେ ପରିବାର ସେତେ ଆଗରେ । ମହିଳାଙ୍କ…

Read More

କେନ୍ଦ୍ର କ୍ୟାବନେଟରେ ବଡ଼ ନିଷ୍ପତ୍ତି

ଦେଶରେ ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ । ଏଥିସହିତ ୨୮ଟି ନୂଆ ନବୋଦୟ ଖୋଲିବ । କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । କ୍ୟାବିନେଟରେ ଏହି ନିଷ୍ପତ୍ତି ଫଳରେ ଆଗାମୀ ଦିନରେ ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସଂଖ୍ୟାରେ ବୃଦ୍ଧି ଘଟିବ । କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି (ଏନଇପି)-୨୦୨୦ ସାରା ଦେଶରେ ଲାଗୁ କରିବାକୁ ପଦକ୍ଷେପ ଗ୍ରହଣ କରିସାରିଥିବା ବେଳେ ଶିକ୍ଷାର…

Read More

ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ନୀତି

ଆସନ୍ତାକାଲି ଶନିବାର ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀ ।  ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଓଢ଼ଣଷଷ୍ଠୀ ପର୍ବ ।  ଶୀତବସ୍ତ୍ର ପରିଧାନ କରିବେ ଶ୍ରୀଜିଉ ।ଆଜି ମହାପ୍ରଭୁଙ୍କୁ ଲାଗି ହେବାକୁ ଥିବା ଘୋଡ଼ ଅଧିବାସ ନୀତି ସମ୍ପାଦନ ହେବ  ।  ଏଣୁ ଶ୍ରୀମନ୍ଦିରର ଦର୍ଜି ସେବକଙ୍କ ଦ୍ୱାରା ଶୀତବସ୍ତ୍ର ପ୍ରସ୍ତୁତ ସରିଛି ।  ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ୪ଟି ଘୋଡ଼ ସହ ଘୋଡ଼ଲାଗି ବେଶ ପାଇଁ ଖଟ ପାଛୋଡ଼ି, ତୁଳିପଟା, ଥୋଡ଼ ପାହାଡ଼ିଆ, ଫୁଲଛେଦା ଆଦି ତିଆରି କରାଯାଉଛି । …

Read More

ନାଚିଲେ ରାଷ୍ଟ୍ରପତି

ନିଜ ଜନ୍ମମାଟିରେ ଶୁକ୍ରବାର ଖୁସି ମନାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରର ଉପରବେଡ଼ା ନିଜ ଗାଁ ମହିଳାମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଛନ୍ତି ରାଷ୍ଟ୍ରପତି। ଏହା ସହ ପ୍ରୋଟକଲ ଭାଙ୍ଗି ମହାମହିମ ସାଧାରଣ ଲୋକଙ୍କୁ ମଧ୍ୟ ଭେଟିଥିଲେ। ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆଜି ନିଜ ଗାଁ ମୟୂରଭଞ୍ଜର ଉପରବେଡ଼ା ଗସ୍ତରେ ଆସିଛନ୍ତି। ଏହା ପୂର୍ବରୁ ସକାଳେ ଭୁବନେଶ୍ବରରେ କିଛି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ରାଷ୍ଟ୍ରପତି। ସକାଳ ୮ଟା ୫୫ରେ ରାଜଭବନରୁ ବାହାରି ଏଜି ଛକରେ ଥିବା…

Read More

ଅନୁଗୁଳ ସବୁଠୁ ପ୍ରଦୂଷିତ ସହର

ଅନୁଗୁଳରେ AQI 323 ରହିଥିବା ବେଳେ ଦେଶର ଚତୁର୍ଥ ପ୍ରଦୂଷିତ ସହର ବୋଲି ଜଣାପଡିଛି । ଦୁଇ ସହରରେ ବାୟୁର ମାନ ଅତି ଖରାପ ସ୍ତରରେ ରହିଥିବା କୁହାଯାଉଛି ।  କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏଭଳି ଚିନ୍ତାଜନକ ତଥ୍ୟ ପ୍ରଦାନ କରାଯାଇଛି । ଯଦି ଦେଖିବା ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ରହିଛି ଅନୁଗୁଳ । ଏଠାକାର ବାୟୁ ଗୁଣାବତ୍ତା 332 ରେକର୍ଡ କରାଯାଇଛି । ସେହିପରି ଅଗରତାଲାରେ 315, ଅମ୍ରିତସରରେ 270, ଆସାନସୋଲରେ…

Read More

ଜାଡରେ ଥରିବ ଓଡିଶା

ଭୁବନେଶ୍ବର : ରାଜ୍ୟରେ ଶୀତର ଲହରି ଆରମ୍ଭ ହୋଇଥିବା ବେଳେ ଅନ୍ୟ 2 ଦିନ ହେବ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ବରେ ସର୍ବୋଚ୍ଚ ତାପମାତ୍ରା 31 ଡିଗ୍ରୀ ରହୁଥିବା ବେଳେ ସର୍ବନିମ୍ନ ତାପମାତ୍ରା 20 ଡିଗ୍ରୀ ରହୁଛି । ଏହାରି ଭିତରେ ପାଣିପାଗ ବିଭାଗ ପକ୍ଷରୁ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଆସନ୍ତା 5 ଦିନ ପରେ ପୁଣି ରାଜ୍ୟରେ କମିବ ତାପମାତ୍ରା । ଅର୍ଥାତ୍ ଆସନ୍ତା 10 ତାରିଖରେୁ…

Read More

ଦେବଗଡ଼ କେନ୍ଦୁଝରରେ ସୁନା ଖଣି

ଓଡିଶା ମାଟି ଖଣିଜ ସମ୍ପଦ ଭରା ହୋଇଥିବା ବେଳେ ରାଜ୍ୟର ଦୁଇଟି ଜିଲାରେ ସୁନାର ସନ୍ଧାନ ମିଳିଛି। ଏନେଇ ଇସ୍ପାତ ଏବଂ ଖଣିଜ ସମ୍ପଦ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି।ଜଳେଶ୍ୱର ବିଧାୟକ ଅଶ୍ବିନୀ କୁମାର ପାତ୍ର ଏବଂ ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଗୃହରେ ଏହି ଖୁଲାସା କରିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଦେଓଗଡ଼ ଜିଲାର ଆଡସା-ରାମପାଲି ଅଞ୍ଚଳରେ ଏବଂ କେନ୍ଦୁଝର ଜିଲାର ଗପୁର-ଗାଜିପୁର ଅଞ୍ଚଳରେ ଏହି…

Read More

ଓୟୁଏଟିରେ ଅଭିଭାଷଣ ଦେଲେ ରାଷ୍ଟ୍ରପତି

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ-ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କୃଷି ଉତ୍ପାଦନରେ ଅନୁଷ୍ଠାନର ଯଥେଷ୍ଟ ଅବଦାନ ରହିଛି ବୋଲି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି। ଆମ ସଂସ୍କୃତି , ପରମ୍ପରା ଓ ଜୀବିକାର ଆଧାର କୃଷି କାର୍ଯ୍ୟ । ଦଶନ୍ଧିରେ ଭାରତ କୃଷି ଉତ୍ପାଦନର ଅଭୂତପୂର୍ବ ସଫଳତା ପାଇଛି ।ଏବେ ଭାରତ ଅନ୍ୟ ଦେଶକୁ କୃଷି ଦ୍ରବ୍ୟ ରପ୍ତାନୀ କରୁଛି ।…

Read More

ବଢ଼ିବ ଶୀତ

ରାଜ୍ୟରେ ପରବର୍ତ୍ତୀ ୩ ଦିନରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ହ୍ରାସ ସମ୍ଭାବନା ରହିଛି ।  ଦୁଇ ଦିନ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବ ।   ୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗଡ଼ା, ବରଗଡ଼ ଏବଂ ୯ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ସମେତ ଗଜପତି ଜିଲ୍ଲାର କିଛି ସ୍ଥାନରେ…

Read More

ରାଷ୍ଟ୍ରପତିଙ୍କ ଗସ୍ତର ୩ୟ ଦିନ

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ-ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏଥିପାଇଁ ସଜେଇ ହୋଇଛି କ୍ୟାମ୍ପସ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ । ଆଜି ଦିନ ତମାମ ଭୁବନେଶ୍ବରରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ ।ଗତକାଲି ପୁରୀରେ ନୌସେନା ଦିବସରେ ସାମିଲ ହେବା ପରେ ଏବେ ପୁରୀ ରାଜଭବନରେ ଅଛନ୍ତି ମହାମହିମ । ସକାଳ ୯ଟା ୩୫ରେ ଭୁବନେଶ୍ବର ଅଭିମୁଖେ ଆସିବେ…

Read More