କୁଏତରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ମୋଦି, କହିଲେ ଜୟ ଜଗନ୍ନାଥ

ଦୁଇ ଦିନିଆ କୁଏତ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ଶ୍ରମିକଙ୍କୁ ଭେଟିଛନ୍ତି। ମୋଦି ଗଲଫ୍ ସ୍ପିକ୍ ଲେବର କ୍ୟାମ୍ପକୁ ଯାଇ ସେଠାରେ ଥିବା ଭାରତୀୟ ଶ୍ରମିକଙ୍କ ସହ କଥା ହୋଇଥିଲେ। ଏହି ଅବସରରେ କୁଏତରେ କାମ କରୁଥିବା ଗଞ୍ଜାମ ଖଲ୍ଲିକୋଟର ଜଣେ ଶ୍ରମିକଙ୍କ ସହ କଥା ହୋଇଥିଲେ ମୋଦି। ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓଡ଼ିଆ ଯୁବକ। ଏହାଦ୍ୱାରା ଓଡ଼ିଶା ବିଶ୍ୱ…

Read More

ନୂଆବର୍ଷରୁ ମହାପ୍ରଭୁଙ୍କ ଧାଡି ଦର୍ଶନ

ପହିଲାରୁ ଅର୍ଥାତ ଜାନୁଆରୀ ୧ରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡି ଦର୍ଶନ। ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ହୋଇଯିବ । ଶନିବାର ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ। କାମ ସନ୍ତୋଷ ଜନକ ଭାବେ ଚାଲିଛି। ପରୀକ୍ଷା ମୂଳକ ଭାବେ ଡିସେମ୍ବର ୩୦ ଓ ୩୧ ତାରିଖରେ ଧାଡି…

Read More

ଏସ୍ଆଇ ସ୍ତରରେ ଅଦଳବଦଳ, ୨୧ଜଣଙ୍କୁ ବଦଳି

ରାଜ୍ୟ ପୁଲିସ୍ ବାହିନୀରେ କାର୍ଯ୍ୟରତ ୨୧ ଜଣ ସବ୍ଇନ୍ସପେକ୍ଟର(ଏସ୍ଆଇ) ଙ୍କର ବଦଳି ହୋଇଛି । ଏସ୍ଆଇ ବିଷ୍ଣୁ ପ୍ରସାଦ ଦାସ କୋରାପୁଟରୁ ବ୍ରହ୍ମପୁର ବଦଳି ହୋଇଛି । ଭଗବାନ ସାହୁଙ୍କର ରାଉରକେଲାରୁ ଅନୁଗୁଳ, ପ୍ରମୋଦ ସାହୁ ଯାଜପୁରରୁ ଜଗତସିଂହପୁର, ସୁରେନ୍ଦ୍ର ରଥଙ୍କର ଯାଜପୁରରୁ ବାଲେଶ୍ୱର, ନିତାଇ ଚରଣ ମହାନ୍ତିଙ୍କର ଭଦ୍ରକରୁ ସ୍ପେସାଲ୍ ବ୍ରାଞ୍ଚ, ଅଶୋକ ପହିଙ୍କର ମୟୂରଭଞ୍ଜରୁ କେନ୍ଦୁଝର, ନୃସିଂହ ପଟ୍ଟନାୟକଙ୍କର ବ୍ରହ୍ମପୁରରୁ କୋରାପୁଟ, ଗୋପାଳ ପାଢ଼ୀଙ୍କର ରାୟଗଡ଼ାରୁ ବ୍ରହ୍ମପୁର, ବିରଞ୍ଚି ନାୟକଙ୍କର ସୁନ୍ଦରଗଡ଼ରୁ ଝାରସୁଗୁଡ଼ା, ରାମଚନ୍ଦ୍ର…

Read More

ଭଦ୍ରକବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି; ନିର୍ମାଣ ହେବ ବୟନ ପାର୍କ

ଭଦ୍ରକବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା। ଭଦ୍ରକରେ ନିର୍ମାଣ ହେବ ବୟନ ପାର୍କ । ଯେଉଁଥିପାଇଁ ପାଇଁ ମୁଖ୍ୟମନ୍ତ୍ରୀ ଶନିବାର ୪୩୮୨ କୋଟି ଟଙ୍କା ମଞ୍ଜୁର କରିଥିବା ନେଇ ସୂଚନା ଦେଇଛନ୍ତି। ଆଇଓସିଏ୍‌ଲ ଏନେଇ ଅର୍ଥ ମଞ୍ଜୁର କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ଏମ୍‌ସିପିଏଲ୍‌ ସହଯୋଗରେ ଭଦ୍ରକରେ ବୟନ ପାର୍କ କରାଯିବ। ଏହି ମିଳିତ ଉଦ୍ୟମ ଓଡ଼ିଶାର ଅର୍ଥନୀତିକୁ ଯଥେଷ୍ଟ ବୃଦ୍ଧି କରିବା ସହ ନୂତନ ନିଯୁକ୍ତି…

Read More

ଜାନୁଆରୀରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା

ଆସନ୍ତା ଜାନୁଆରୀରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ପ୍ରଥମ ପର୍ୟ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପାଇବେ ବଣ୍ଡା ହିତାଧିକାରୀ । ଏନେଇ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ପର୍ୟ୍ୟାୟର ତିନୋଟି କିସ୍ତିରେ ୮୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି । ମାଲକାନଗିରି ଗସ୍ତରୁ ଫେରି ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ବଣ୍ଡାଘାଟି ଅପହଞ୍ଚ…

Read More

ଚାଷୀଙ୍କୁ ମିଳିବ ସ୍ବତନ୍ତ୍ର ଆଇଡି ନମ୍ବର ଓ କାର୍ଡ

ଖୁବ ଶୀଘ୍ର ରାଜ୍ୟର ସମସ୍ତ ଚାଷୀଙ୍କ ହେବ ଚାଷୀ ପଞ୍ଜିକା। ଯେଉଁଥିରେ ରାଜ୍ୟର ସମସ୍ତ ଚାଷୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ। ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଚାଷୀ ପଞ୍ଜିକା ପ୍ରସ୍ତୁତି ନିମନ୍ତେ ଜାନୁଆରୀ ପହିଲାରୁ ପ୍ରତି ପଞ୍ଚାୟତରେ ଶିବିର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ୧୪ ଟିକିିଆ ନମ୍ବର ବିଶିଷ୍ଟ ସ୍ବତନ୍ତ୍ର ଆଇଡି ନମ୍ବର ଓ କାର୍ଡ ମିଳିବ। ଏହାଦ୍ୱାରା ଚାଷୀଙ୍କ ଚିହ୍ନଟ ହେବା ସହ ସେମାନଙ୍କୁ ସିଧାସଳଖ ସରକାରଙ୍କ ସମସ୍ତ…

Read More

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; KG ରୁ PG ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ପାଠ ପଢି ପାରିବେ

ସାନ୍ତାଳୀ ସଂପ୍ରଦାୟ ପାଇଁ ନିଜ ମାତୃଭାଷାରେ ପାଠପଢ଼ା ଆରମ୍ଭ ସୁଯୋଗ ଆସିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଆଉ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ କେନ୍ଦୁଝର ଗସ୍ତରେ ଆସି ସାନ୍ତାଳୀ ସଂପ୍ରଦାୟ ପାଇଁ ନୂଆ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି । ସେଥିରୁ ଅନ୍ୟତମ ପ୍ରମୁଖ ଜନଜାତି ହେଉଛି ‘ସାନ୍ତାଳୀ ସଂପ୍ରଦାୟ’ । ସାନ୍ତାଳୀ ସେମାନଙ୍କ ମାତୃଭାଷା ହୋଇଥିବା ବେଳେ,…

Read More

ବିନା ଅନୁମତିରେ ଜିରୋ ନାଇଟ୍ ସେଲିବ୍ରେସନ୍ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ବିନା ଅନୁମତିରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା। ବିନା ଅନୁମତିରେ ସେଲିବ୍ରେସନ୍ ହେଉଥିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏଭଳି ନିୟମ ଅବକାରୀ ବିଭାଗ ପକ୍ଷରୁ ନିଆଯାଇଥିବା ସୂଚନା ମିଳିଛି । ଡିସେମ୍ବର ୩୧ ତାରିଖରେ ଜରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର । ଅବକାରୀ ବିଭାଗର ଅନୁମତି ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅବକାରୀ କମିଶନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି । ବିନା ଅନୁମତିରେ କିଛି ଜାଗାରେ ଜିରୋ…

Read More

ଏଣିକି ସ୍ୱୟଂଚାଳିତ ହେବ ନରାଜ ଓ ଯୋବ୍ରା ବ୍ୟାରେଜ୍ ଗେଟ୍; ସୁଇଚ୍ ବଟନ ଦ୍ଵାରା ହେବ କାମ

ଏଣିକି ସ୍ୱୟଂଚାଳିତ ଉପାୟରେ ଚେନ୍ ଟାଣି ନରାଜ ଓ ଯୋବ୍ରା ବ୍ୟାରେଜ୍ ଗେଟ୍ ଉଠାଯିବ । ଏଥିପାଇଁ କୌଣସି କର୍ମଚାରୀର ଆବଶ୍ୟକତା ରହିବ ନାହିଁ । କାର୍ଯ୍ୟାଳୟରେ ବସି ସୁଇଚ୍ ବଟନ ଦ୍ୱାରା ଏହି ଦୁଇଟି ବ୍ୟାରେଜ୍ ଗେଟ୍ ପରିଚାଳନା କରାଯିବ । କେତୋଟି ଗେଟ୍ କେତେ ଫୁଟ୍ ଲେଖାଏଁ ଉଠିବ ତାହା କାର୍ଯ୍ୟାଳୟ କଣ୍ଟ୍ରୋଲ୍ ରୁମରୁ କରାଯାଇପାରିବ ।ଏଥିପାଇଁ ଉଭୟ ବ୍ୟାରେଜ୍ରେ ୧୪୫ଟି ହାଇଫ୍ରିକ୍ୟୁଏନ୍ସି କ୍ୟାମେରା ଲଗାଯାଉଛି । ଏହି କାମ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା…

Read More

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ାଉ

ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରାଯାଇଛି। ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି। କେଉଁ କାରଣ ଯୋଗୁ ଇଡି ନିରଞ୍ଜନଙ୍କ ଘରେ ରେଡ୍ କରିଛି ତାହା ଜଣାପଡ଼ି ନାହିଁ। ବେଆଇନ ଅର୍ଥ କାରବାର ନେଇ ନିରଞ୍ଜନଙ୍କ ଘରେ ଇଡି ରେଡ୍ କରିଥିବା ଅନୁମାନ କରାଯାଉଛି। ନିରଞ୍ଜନଙ୍କ ନୟାପଲ୍ଲୀ ଘର ସମେତ ତାଙ୍କ ଭାଇ ଓ ଜଣେ ସମ୍ପର୍କୀୟଙ୍କ ଘରେ ଇଡି…

Read More