ରାଜଧାନୀର ରାଜରାସ୍ତାରୁ ହଟିବ ଉଠା ଦୋକାନ

ରାଜଧାନୀ ଭୁବନେଶ୍ବରରୁ ହଟିବ ରାଜରାସ୍ତାରେ ଥିବା ସମସ୍ତ ଉଠା ଦୋକାନ । ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ଉଠା ଦୋକାନୀକୁ ହଟାଯିବ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ଉଠା ଦୋକାନୀଙ୍କୁ ହଟାଯାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ । ଏନେଇ ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡ଼ରେ ମନ ଇଚ୍ଛା ଚାଲିଥିବା ଦୋକାନ ଦେଖି ମେୟର ଅସନ୍ତୋଷ ପ୍ରକାଶ କରିବା ସହିତ ରାସ୍ତା…

Read More

ସରକାରୀ କ୍ୱାର୍ଟର୍ସରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର ହେଲା ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ। ମୃତ କର୍ମଚାରୀ ଜଣଙ୍କ ହେଲେ ସେରଙ୍ଗ ଥାନା ଗୁମା ଗାଁର ଗଣେଶ ବେହେରା। ଏପରି ଘଟଣା ଘଟିଛି ଗଜପତି ଜିଲ୍ଲାରେ। ଗଣେଶ ସେରଙ୍ଗ ଥାନା ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ। ଗତକାଲି ଗଣେଶ ରାତି ପ୍ରାୟ ୯ଟା ସମୟରେ ଡ୍ୟୁଟି ସାରି ରହୁଥିବା ସରକାରୀ ବାସଭବନକୁ ଆସିଥିଲେ। ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ସାଙ୍ଗମାନେ…

Read More

କୁକୁର ଆତଙ୍କରୁ ରାଜଧାନୀବାସୀଙ୍କୁ ମିଳିବ ନିସ୍ତାର; ଖୁବଶୀଘ୍ର ଆରମ୍ଭ ହେବ ବନ୍ଧ୍ୟାକରଣ

ଏଣିକି କୁକୁର ଆତଙ୍କରୁ ରାଜଧାନୀବାସୀଙ୍କୁ ମିଳିବ ନିସ୍ତାର। ମେନକା ଗାନ୍ଧୀ ବିଏମସି ଉପରେ କରିଥିବା କେସ ପାଇଁ ଅଟକି ରହିଥିଲା ବନ୍ଧ୍ୟା କରଣ ପକ୍ରିୟା। ଯାହା ଫଳରେ ରାଜଧାନୀର ଗଳି କନ୍ଦିରେ କୁକୁରଙ୍କ ସଂଖ୍ୟା ବଢ଼ିଥିବା ନେଇ ସ୍ବୀକାର କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଦୀର୍ଘ ଦିନ ହେବ କୁକୁର ବନ୍ଧ୍ୟାକରଣ ବନ୍ଦ ଥିବାରୁ ଗଳି ଗଳିରେ କୁକୁରଙ୍କ ସଂଖ୍ୟା ବଢିଚାଲିଛି । ଯାହା ଫଳରେ ବିଏମସି ହସ୍ପିଟାଲରେ ଦିଆଯାଇଥିବା କୁକୁର କାମୁଡ଼ା ଟୀକା…

Read More

ଓଡ଼ିଶାରେ ଗଡ଼ିବ ଗ୍ରୀନ ହାଇଡ୍ରୋଜେନ୍ ବସ୍, କମିବ ଭଡ଼ା

ଓଡ଼ିଶାରେ ଗଡ଼ିବ ଗ୍ରୀନ ହାଇଡ୍ରୋଜେନ୍ ବସ୍। ଡିଜେଲ ବ୍ୟବହାର କମିବା ସହ ପାସେଞ୍ଜରକୁ କମ୍ ଭଡ଼ା ଲାଗିବ। ତେବେ ଏହି ବସ୍ ୨୦୨୫ ଅଗଷ୍ଟ ୧୫ ସୁଦ୍ଧା ବସ୍ ଚଲାଇବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଲୋକସେବା ଭବନ ତୃତୀୟ ମହଲା କରଫରେନ୍ସ ହଲରେ ଗ୍ରୀନ ହାଇଡ୍ରୋଜେନ୍ ମୋବୋଲିଟି ପ୍ରୋଜେକ୍ଟର ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ଶେଷ ହୋଇଛି। ଏନଟିପିସି, ଗ୍ରୀଡକୋ ଲିମିଟେଡ ଓ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର…

Read More

ହାଇକୋର୍ଟଙ୍କ ନିର୍ଦ୍ଦେଶ; ରାଜ୍ୟରେ ନିଯୁକ୍ତ ହେବେ ୬ ହଜାର ଶିକ୍ଷକ

ରାଜ୍ୟରେ ନିଯୁକ୍ତ ହେବେ ୬ ହଜାର ଶିକ୍ଷକ । ହାଇକୋର୍ଟରେ ଜୁନିୟର ଟିଚର ନିଯୁକ୍ତି ମାମଲାର ଆଜି ଶୁଣାଣି ହୋଇଛି । ଖାଲି ପଡିଥିବା ୬ ହଜାର ଶିକ୍ଷକ ପଦଵୀରେ ଖୁବଶୀଘ୍ର ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ମେରିଟ ଆଧାରରେ ତୁରନ୍ତ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର କରିଥିଲେ ବିଜ୍ଞପ୍ତି ।ପରୀକ୍ଷା ପରେ ୧୬ ହଜାର ଚୂଡାନ୍ତ ତାଲିକା କରିଥିଲେ…

Read More

୩ ଦିନରେ ଆସିବ ଚାଷ କ୍ଷୟକ୍ଷତି ରିପୋର୍ଟ, ୫ ଦିନରେ କ୍ଷତି ପୂରଣ

୩ ଦିନରେ ଆସିବ ରାଜ୍ୟରେ ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ରିପୋର୍ଟ। ୫ ଦିନରେ କ୍ଷତି ପୂରଣ ରାଶି ମିଳିବ । ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଅଦିନିଆ ବର୍ଷା ଯୋଗୁ ଚାଷୀ କ୍ଷତି ସହିଛନ୍ତି। ଏହାର ଆକଳନ ଚାଲିଛି ।ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷତି ହୋଇଛି। ଯେଉଁ ଜିଲ୍ଲାରେ ଅଧିକ ଚାଷ କ୍ଷୟକ୍ଷତି ହୋଇଛି ସେହି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ବ ବିଭାଗର ଅଧିକାରୀ ମାନେ…

Read More

କୋର୍ଟରେ ଅରୁଣ ବୋଥ୍ରା

ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାର ଦ୍ଵିତୀୟ ଥର ସାକ୍ଷ୍ୟ ଦେବା ପାଇଁ କୋର୍ଟରେ ପହଞ୍ଚିଲେ ଅରୁଣ ବୋଥ୍ରା । ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ନିକଟରେ ହାଜର ହୋଇଛନ୍ତି ସେ। ପ୍ରତିପକ୍ଷ ଓକିଲଙ୍କ ଆବେଦନ ଆଧାରରେ ଦ୍ଵିତୀୟ ଥର ପାଇଁ କୋର୍ଟରେ ହାଜର ହୋଇଥିବା ସୂଚନା । ସୂଚନା ଥାଉକି, ବର୍ଷକ ତଳେ ଏହି ମାମଲାରେ କୋର୍ଟରେ ହାଜର ହୋଇଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବ୍ରୋଥା । ହାଜର ହୋଇ ନିଜର ପକ୍ଷ…

Read More

‘ଭାରତ ପର୍ବ-୨୦୨୫’ରେ ପ୍ରଦର୍ଶିତ ହେବ ଓଡିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ‘ଭାରତ ପର୍ବ-୨୦୨୫’ରେ ଓଡ଼ିଶାର ବର୍ଣ୍ଣାଢ଼୍ୟ ପ୍ରଜ୍ଞାପନ ମେଢ଼ ସାମିଲ ହେବ । ଏନେଇ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି । “ସ୍ୱର୍ଣ୍ଣିମ ଭାରତରେ ହସ୍ତତନ୍ତ ଓ ବୟନର ଐତିହ୍ୟ ଓ ବିକାଶ’ ବିଷୟବସ୍ତୁ ଉପରେ ଆଧାରିତ ଓଡ଼ିଶାର ମେଢ଼ ଆମ ରାଜ୍ୟର ପ୍ରାଚୀନ ଐତିହ୍ୟକୁ ପ୍ରତିପାଦନ କରୁଛି । ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟ ସାଧାରଣତନ୍ତ୍ର ଦିବସ-୨୦୨୪ରେ “ବିକଶିତ ଭାରତ’କୁ ନେଇ…

Read More

ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିର ଆକଳନର ମିଳିବ ଉଚିତ୍ କ୍ଷତିପୂରଣ

ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିର ଆକଳନ ହେବ । କ୍ଷୟକ୍ଷତି ପାଇଁ ମନ୍ତ୍ରୀ ବିଭୂତି ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ଅନେପଟେ ଜିଲ୍ଲାପାଳ ତଥା ଆରସିଡିଙ୍କୁ ମଧ୍ୟ କ୍ଷୟକ୍ଷତିର ତଦାରଖ ଲାଗି ଦାୟିତ୍ୱ ଦିଆଯାଇଛି । କ୍ଷୟକ୍ଷତି ଆକଳନ ପରେ ଚାଷୀଙ୍କୁ ମିଳିବ ଉଚିତ୍ କ୍ଷତିପୂରଣ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

Read More

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର ରବିବାର ପରଲୋକ ଘଟିଛି। ତାଙ୍କୁ ୬୦ ବର୍ଷ ହୋଇଥିଲା। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ରବିବାର ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ବିଜୟ ହୃଦରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି। ଡାକ୍ତରଖାନାରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ୨୦୦୯ ଏବଂ ୨୦୧୪ ମସିହାରେ ସେ…

Read More