ଫ୍ରିଫାୟାର ଗମେ ପାଇଁ ଚାଲିଗଲା ଆଉ ଏକ ଜୀବନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଧୀନ ଗୁହାଳିପଦା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅନଲାଇନ୍ ଗେମ୍‌ରେ ଅତ୍ୟଧିକ ଆସକ୍ତି ଯୋଗୁଁ ଅଷ୍ଟମ ଶ୍ରେଣୀର ନାବାଳକ ଛାତ୍ର ସନ୍ତୋଷ କୁମାର ଜେନା ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ, ସନ୍ତୋଷ ପ୍ରତିଦିନ ବିଦ୍ୟାଳୟରୁ ଫେରିବା ପରେ ଅନଲାଇନ୍ ଗେମ୍ ‘ଫ୍ରି ଫାୟାର’ ଖେଳିବାରେ ବ୍ୟସ୍ତ ରହୁଥିଲେ। ପରିବାର ଲୋକେ ତାଙ୍କୁ ବାରମ୍ବାର ଏହି ଗେମ୍ ଖେଳିବାରୁ ବାରଣ କରୁଥିଲେ, କିନ୍ତୁ ସେ ଲୁଚିଛପି ଖେଳ ଜାରି…

Read More

ଇଜ୍ଜତ ଲୁଟିନେଲେ ସମ୍ପର୍କୀୟ ପିଉସା!

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ପୀଡ଼ିତାଙ୍କ ସଂପର୍କୀୟ ପିଉସାଙ୍କ ସମେତ ୫ ଜଣଙ୍କୁ ଅଟକ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ଦିନ ପୀଡ଼ିତାଙ୍କୁ ତାଙ୍କ ସଂପର୍କୀୟ ପିଉସା ଥଣ୍ଡା ପିଆଇବା ଲାଗି ପାଖ ଦୋକାନକୁ ନେଇଥିଲେ। ଏହି ସମୟରେ ପୂର୍ବ ଯୋଜନା ଅନୁସାରେ ଅପେକ୍ଷା…

Read More

ଭୋଟ ଚୋରି ପ୍ରସଙ୍ଗକୁ ନେଇ କଂଗ୍ରେସ ସହ ସ୍ୱର ମିଶାଇଲା ବିଜେଡି

ନୂଆଦିଲ୍ଲୀ: ଭୋଟ ଚୋରି ପ୍ରସଙ୍ଗକୁ ନେଇ ଏବେ ରାଜନୀତି ସରଗରମ ହୋଇଥିବାବେଳେ ଏହାକୁ ନେଇ ବିଜେଡି ନିଜର ମତ ରଖିଛି | ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ କହିଛନ୍ତି ଯେ ଭୋଟ ଚୋରି ନୁହଁ ଭୁଲ ହୋଇଛି। ଭୋଟର ତାଲିକା, ଫର୍ମ ୧୭ସିରେ ଦିଆଯାଇଥିବା ତଥ୍ୟରେ ତାଳମେଳ ନଥିବା ସନ୍ଦେହ ଦେଖାଦେଉଛି। ଓଡ଼ିଶା ନିର୍ବାଚନ ଫଳକୁ ନେଇ ଏଭଳି ଆଶଙ୍କା ପ୍ରକାଶ ପାଇଛି। କଂଗ୍ରେସ ଯାହା ଦାବି କରୁଛି ଆମେ…

Read More

ରହସ୍ୟ ବଢ଼ାଉଛି ବାଣୀବିହାର ହଷ୍ଟେଲରେ ଯୁବକଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସ୍ ଭିତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି | ହଷ୍ଟେଲ ଛାତରୁ ପଡି ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି | ସେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ଛାତ୍ର ସଂସଦର ସଭାପତି ଚିନ୍ମୟ ସାହୁଙ୍କ ଗାଡି ଚାଳକ ଭାବେ କାର୍ଯ୍ୟ କରୁଥିଲେ | ଭୋର ସମୟରେ ଡ୍ରାଇଭର ବିଶ୍ଵ ରଞ୍ଜନ ଯାଦବଙ୍କ କ୍ଷତାକ୍ତ ମୃତଦେହ ହଷ୍ଟେଲ କଡରୁ ଉଦ୍ଧାର କରାଯାଇଥିବାବେଳେ ଛାତ୍ର ନ ହୋଇଥିବା ସତ୍ତ୍ୱେ ହଷ୍ଟେଲରେ ବିଶ୍ୱ…

Read More

ଜମି ହରାଇଥିଲେ ମିଳିବ ନୂଆ ଜମି!

ଭୁବନେଶ୍ୱର : ଓଡ଼ିଶା ସରକାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଜମି ହରାଇଥିବା ଲୋକଙ୍କୁ ସମର୍ଥନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନୀତି ଘୋଷଣା କରିଛନ୍ତି। “ଜମି ବଦଳରେ ଜମି” ନୀତି ଅନୁଯାୟୀ, ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଜମି ହରାଇଥିବା ବ୍ୟକ୍ତିଙ୍କୁ ସରକାର ବିକଳ୍ପ ଜମି ଯୋଗାଇ ଦେବେ। ଏହି ସମସ୍ୟା ନିଆଳି ଓ ବଡ଼ମ୍ବା ଅଞ୍ଚଳରେ ଦୀର୍ଘ ଦିନ ଧରି ଦେଖାଦେଇଛି, ଯେଉଁଠାରେ ନଦୀର ଗତିପଥ ପରିବର୍ତ୍ତନ ଯୋଗୁଁ ଅନେକ ଲୋକଙ୍କ ଜମି…

Read More

ମଧୁର ଜଳରେ ପରିଣତ ହେବ ସମୁଦ୍ରର ଲୁଣି ପାଣି, ଜଳ ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ

ଛତ୍ରପୁର: ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଛତ୍ରପୁରର ମାଟିଖାଲରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ୍ ପରିସରରେ ସମୁଦ୍ରର ଲୁଣି ପାଣିକୁ ମଧୁର ଜଳରେ ବିଶୋଧନ କରିବା ଦିଗରେ ଏକ ଡିସାଲାଇନେସନ୍ ଏସଡବ୍ଲୁଆରଓ ଜଳ ବିତରଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଶ୍ରୀ ପ୍ରଧାନ ଏହି ଓ୍ୱାଟର୍ ୟୁନିଟ ପରିଦର୍ଶନ କରିବା ସହ ପାଣି ବିଶୋଧନ ପରେ ତା’ର ସ୍ୱାଦ ମଧ୍ୟ ଚାଖିଥିଲେ । ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା…

Read More

ପୋଲିସ୍ ମନୋବଳକୁ ନେଇ ପରସ୍ପର ଉପରେ ଦୋଷ ଲଦିଲେ ବିଜେପି-ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ପୋଲିସ୍ ମନୋବଳ ଭାଙ୍ଗିବା ଏବଂ ନାରୀ ନିର୍ଯ୍ୟାତନା ବଢ଼ିବା ପ୍ରସଙ୍ଗକୁ ନେଇ ରାଜନୀତି ଉତ୍ତପ୍ତ ହୋଇଉଠିଛି। ବିରୋଧୀ ବିଜୁ ଜନତା ଦଳ (ବିଜେଡି)ର ପ୍ରତିକ୍ରିୟାର ଜବାବରେ ଶାସକ ବିଜେପି କଡ଼ା ପ୍ରତ୍ୟୁତ୍ତର ଦେଇଛି। ଉଭୟ ପାର୍ଟି ପରସ୍ପରକୁ ଅଭିଯୋଗ କରି ପୂର୍ବତନ ଏବଂ ବର୍ତ୍ତମାନର ସରକାରର ନୀତିକୁ ଟାର୍ଗେଟ୍ କରିଛନ୍ତି। ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ କହିଛନ୍ତି ଯେ, ବିଜେଡି ଗତ ୨୪ ବର୍ଷର ଶାସନକାଳରେ ପୋଲିସର ମନୋବଳ ଭାଙ୍ଗିବା ପାଇଁ କିଛି ବାକି…

Read More

ଭୟଙ୍କର ଗ୍ୟାସ ବିସ୍ଫୋରଣରେ ଭସ୍ମୀଭୂତ ହେଲା ଘର

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନାଲକୋ ଥାନା ଅଧୀନ କୁଲାଡ଼ ବ୍ରାହ୍ମଣୀଦେବୀ ପୀଠରେ ଏକ ଭୟଙ୍କର ଘଟଣା ଘଟିଛି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏକ ଘର ସମ୍ପୂର୍ଣ୍ଣ ଜଳି ପୋଡ଼ିଗଲା, ଏବଂ ଏଥିରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ପ୍ରାପ୍ତ ସୂଚନା ଅନୁଯାୟୀ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଆହତ ତିନିଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବା ଜଣାପଡ଼ିଛି। ସେମାନଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି,…

Read More

ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଆଜି ରାକ୍ଷୀ ପୂର୍ଣ୍ଣିମାରେ ଜୟପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ବାଣ୍ଟିଛନ୍ତି ସୁଭଦ୍ରାର ତୃତୀୟ କିସ୍ତି। ସମଗ୍ର ରାଜ୍ୟରେ କୋଟିଏରୁ ଅଧିକ ହିତାଧିକାରୀ ତୃତୀୟ କିସ୍ତି ଟଙ୍କା ପାଇବେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ରୁ ଊର୍ଦ୍ଧ୍ବ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଟଙ୍କା ବାଣ୍ଟିଛନ୍ତି। ପରେ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଏହି କାର୍ଯ୍ୟକ୍ରମରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ମନ୍ତ୍ରୀ…

Read More

ଜୀବନ ସହ ସଂଘର୍ଷ କରି ଆଗକୁ ବଢିବାର ଅନେକ ଅନୁଭବ ମୋ ପାଖରେ ଅଛି: ମୋହନ ମାଝୀ

ଭୁବନେଶ୍ୱର: ଆଜି ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମା-ଭଉଣୀଙ୍କ ପାଇଁ ସ୍ୱତନ୍ତ୍ର ଆଲେଖ୍ୟ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ | ସେ ଲେଖିଛନ୍ତି ଯେ ବିଗତ କିଛିଦିନରେ ରାଜ୍ୟରେ କିଛି ଭଉଣୀଙ୍କର ଆତ୍ମଦାହର କରୁଣ ଘଟଣା ଜଣେ ଦରଦୀ ମଣିଷ ଭାବରେ ମୋତେ ଅନେକ ଦୁଃଖ ଓ ଯନ୍ତ୍ରଣା ଦେଇଛି। ମାତ୍ର ଦୋଷୀକୁ ଖୋଜି ଦଣ୍ଡ ଦେବା ପାଇଁ ଉଦ୍ୟମରେ ତିଳେମାତ୍ର ଅବହେଳା ମୋ ସରକାର କରିନାହିଁ। ଗତ ୨୫ ବର୍ଷର ଇତିହାସ ଓଡ଼ିଶାବାସୀଙ୍କ ସାମ୍ନାରେ ଅଛି ।…

Read More