ବିଜେଡିରେ ଅସନ୍ତୋଷର ସୁଅ: ପ୍ରଫୁଲ୍ଲ ମଲ୍ଲିକଙ୍କ ବିସ୍ଫୋରକ ମନ୍ତବ୍ୟ, ଦଳରୁ ଦୂରେଇବା ନେଇ ଘୋଷଣା

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ରେ ଅସନ୍ତୋଷର ସ୍ୱର ପୁଣି ଥରେ ଶୁଣାଯାଇଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଦଳ ଓ ଏହାର ନୀତିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି। ଅଶୋକ ପଣ୍ଡାଙ୍କ ପରେ ଏବେ ପ୍ରଫୁଲ୍ଲ ମଲ୍ଲିକଙ୍କ ଏହି ବୟାନ ବିଜେଡି ନେତୃତ୍ୱ ପାଇଁ ନୂଆ ଚିନ୍ତାର କାରଣ ହୋଇପାରେ। ଶ୍ରୀ ମଲ୍ଲିକ କହିଛନ୍ତି, “ବିଜେଡିରେ ଆଦର୍ଶ ଓ ନୀତିର ଅଭାବ ଦେଖାଦେଇଛି। ଦଳ ତା’ର ମୂଳ ଆଦର୍ଶରୁ ଦୂରେଇ…

Read More

ଏସ୍‌ସି/ଏସ୍‌ଟି ଜାତୀୟ ସମ୍ମିଳନୀରେ ଆଦିବାସୀଙ୍କ ବିକାଶ ପାଇଁ ସରକାରଙ୍କ ବାର୍ତ୍ତା

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଦିବାସୀ ସମ୍ପ୍ରଦାୟର ବିକାଶ ଏବଂ ସରକାରର ପ୍ରୟାସକୁ ହାଇଲାଇଟ୍ କରିଛନ୍ତି। ସମ୍ମିଳନୀରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଆଦିବାସୀଙ୍କ ଘରକୁ ଯିବା ଏକ ଫ୍ୟାଶନ୍‌ ହୋଇଯାଇଛି, କିନ୍ତୁ ମୁଁ ନିଜେ ଆଦିବାସୀ ପରିବାରରୁ ଜନ୍ମ ନେଇଥିବାରୁ ମୋତେ କିଛି ଶିଖିବାର ଆବଶ୍ୟକତା ନାହିଁ। ସେହି ବର୍ଗରୁ…

Read More

ମାତୃଭାଷାରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ଜାତୀୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏକ ପ୍ରେରଣାଦାୟକ ଅଭିଭାଷଣ ଦେଇଛନ୍ତି। ସମ୍ମିଳନୀରେ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ପ୍ରଧାନ ଓଡ଼ିଶାର ଗଣପର୍ବ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ ଐତିହାସିକ କଳିଙ୍ଗ ଯୁଦ୍ଧର ଉଦାହରଣ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସେ ସମୟରେ କଳିଙ୍ଗରେ ଗଣରାଜ୍ୟ ବ୍ୟବସ୍ଥା ତଥା ପ୍ରଜାତନ୍ତ୍ରର ଅସ୍ତିତ୍ୱ ଥିଲା, ଯାହା ଆମ ସମାଜର ପ୍ରାଚୀନ…

Read More

କୁହୁଳୁଛି ଅସନ୍ତୋଷ, ହବ କି ବିସ୍ଫୋରଣ?

ଭୁବନେଶ୍ୱର-ବିଜେଡିରେ ବରିଷ୍ଠ ଅସନ୍ତୁଷ୍ଟ। ଲଗାତାର ଜଣେ ପରେ ଜଣେ ନେତା ଅସନ୍ତୋଷ ଝାଡ଼ିବା ପରେ ବିଜେଡିରେ ଅଲ୍‌ ଇଜ୍‌ ନଟ୍‌ ୱେଲ୍‌ ତାହା ସ୍ପଷ୍ଟ ଜଣା ପଡ଼ୁଛି। ରାତି ପାହିଲେ ବରିଷ୍ଠ ଅସନ୍ତୋଷ ଉଗାରୁଛନ୍ତି। ପରୋକ୍ଷରେ କାର୍ପଟଦାର ଗୋଷ୍ଠୀକୁ ଚେତାବନୀ ବି ଦେଉଛନ୍ତି। ପ୍ରଥମେ ଦେବାଶିଷ ସାମନ୍ତରାୟ, ପରେ ରାଜା ସ୍ବାଇଁ, ବୁଧବାର ବଦ୍ରି ପାତ୍ର ଓ ଗୁରୁବାର ଅଶୋକ ପଣ୍ଡା ସିଧାସଳଖ କହିଛନ୍ତି, ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ନୁହେଁ। ଏହା…

Read More

ଅଶୋକ ପଣ୍ଡାଙ୍କ ତୀକ୍ଷ୍ଣ ବୟାନ: କହିଲେ “ଆମେ ଡାଉନ୍‌ ହୋଇଛୁ, କିନ୍ତୁ ଆଉଟ୍‌ ହୋଇନାହୁଁ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ଅଶୋକ ପଣ୍ଡା  ଏକ ତୀକ୍ଷ୍ଣ ବୟାନ ଦେଇ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଗତକାଲି ବଦ୍ରି ପାତ୍ରଙ୍କ ପରେ ଆଜି ଅଶୋକ ପଣ୍ଡା ତାଙ୍କ ତେର୍ଚ୍ଛା ବାଣରେ ଦଳୀୟ ଅନୁଶାସନ ଓ ନବୀନ ପଟ୍ଟନାୟକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଅଶୋକ ପଣ୍ଡା କହିଛନ୍ତି, “ଆମେ ଡାଉନ୍‌ ହୋଇଛୁ, କିନ୍ତୁ ଆଉଟ୍‌ ହୋଇନାହୁଁ। ୪୧ ପ୍ରତିଶତ ଜନାଦେଶ ଆମ ସହିତ ଅଛି, ତେଣୁ ଆଉଟ୍‌ ହେବାର ପ୍ରଶ୍ନ ଉଠୁନାହିଁ।” ସେ…

Read More

ଜିଲ୍ଲାପାଳଙ୍କୁ ବାଇକରେ ଗାଁ ବୁଲାଇଲେ ଧର୍ମେନ୍ଦ୍ର

ଅନୁଗୁଳ: ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଆସିଥିଲେ | ଯେଉଁଠାରେ କଣିହାଁ ବ୍ଲକରେ ଏକାଧିକ ଶିଳାନ୍ୟାସ ଉଦ୍ଘାଟନ କରିଥିଲେ | ଟିକିରା ନଦୀ ଉପରେ କଣିହାଁ-ପାଟଖମଣ ପୋଲର ଉଦ୍ଘାଟନ କରିଥିଲେ |ଜିଲ୍ଲା ଖଣିଜ ଫାଣ୍ଡିରୁ ଏହି ପୋଲ ର ନିର୍ମାଣ କର ଯାଇ ଥିଲେ ମଧ୍ୟ ପାଟଖମଣ ପଟୁ ରାସ୍ତାର ନିର୍ମାଣରେ ରେ ବାଧା ପ୍ରାପ୍ତ ହୋଇଛି | ରାସ୍ତାଟି ଏକ ଘରୋଇ ମାଲିକାନା ଅଧୀନରେ ଥିବାରୁ ରାସ୍ତା ନିର୍ମାଣରେ ବାଧା ସୃଷ୍ଟି ହେଉଥିଲା…

Read More

ଓଡ଼ିଶାରେ ଆରମ୍ଭ ହେବ ଅନୁସୂଚିତ ଜାତି-ଜନଜାତି ସଂସଦୀୟ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହେବ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଅଗଷ୍ଟ ୨୯ ଏବଂ ୩୦ ତାରିଖରେ ଏହି ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ। ୧୯୯୪ ମସିହା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ଆୟୋଜିତ ହେବାକୁ ଯାଉଛି, ଯାହା ରାଜ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଏହି ସମ୍ମିଳନୀରେ ସାରା ଦେଶରୁ ଅଧିକରୁ ଅଧିକ ୨୪୦ ଜଣ ପ୍ରତିନିଧି ଯୋଗ ଦେବେ। ସମସ୍ତ…

Read More

ରେଲୱେ ଷ୍ଟେସନରେ ଅଘଟଣ: ଛାତ ଭୁଶୁଡ଼ିଲା, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

କଟକ:କଟକ ରେଲୱେ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣ ହେଉଥିବା ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଥିବାରୁ ପ୍ଲାଟଫର୍ମ ୧ ଓ ୨ରେ ଆତଙ୍କ ଖେଳିଯାଇଛି ଏବଂ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଭାଙ୍ଗିଯାଇଥିବା ଛାତ ଟ୍ରାକ୍ ଉପରେ ପଡ଼ିଥିବାରୁ ଅନେକ ଟ୍ରେନ୍ ଯାତ୍ରା ବିଳମ୍ବିତ ହୋଇଛି। ରେଳ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଷ୍ଟେସନ୍ ପୁନଃନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏହା ପ୍ଲାଟଫର୍ମ ୧ ଓ ୨ରେ ପ୍ରଭାବ ପକାଇଥିଲା ଏବଂ ଟ୍ରେନ୍…

Read More

ଶ୍ରୀମନ୍ଦିରରେ ପୁଣି ଜବତ ହେଲା ସ୍ପାଏ କ୍ୟାମେରା

ପୁରୀ: ଶ୍ରୀମନ୍ଦିରରେ ବାରମ୍ବାର ସ୍ପାଏ କ୍ୟାମେରା ଜବତ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଆଜି ପୂର୍ବାହ୍ନ ୧୧:୪୫ରେ ପଶ୍ଚିମବଙ୍ଗର ୩୧ ବର୍ଷୀୟ ଅରୂପ ରୟ ସ୍ପାଏ କ୍ୟାମେରା ସଂଯୁକ୍ତ ଚଷମା ସହ ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛନ୍ତି। ସିଂହଦ୍ଵାର ଥାନା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ଏବଂ କ୍ୟାମେରା ସହ ମୋବାଇଲ ଫୋନ୍ ଜବତ କରିଛି। ଏହା ପୂର୍ବରୁ ଗୁଜରାଟର ବିପୁଲ ପଟେଲ ,ଜୁଲାଇ…

Read More

ନୂଆ ସରକାର ଆସିଲା ପରେ ବଢିଛି ଚାଷୀଙ୍କ ଆୟ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଗଠିତ ହେବା ପରେ ଚାଷୀଙ୍କ ଆୟରେ ବୃଦ୍ଧି ହୋଇଥିବା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ବିଜେଡି ସରକାରକୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, “ବିଜେଡି ସରକାର ବେଳେ ଓଡ଼ିଶା ଚାଷୀଙ୍କ ଆୟ ଦେଶରେ ତଳରୁ ଦ୍ୱିତୀୟ ସ୍ଥାନରେ ଥିଲା। 14 ମାସ ପୂର୍ବରୁ ରିପୋର୍ଟ ସ୍ପଷ୍ଟ କରିଥିଲା ଯେ ଚାଷୀମାନେ ଲାଭ କରୁନଥିଲେ, ବରଂ ବେଶି କ୍ଷତିରେ ପଡ଼ୁଥିଲେ।” ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଆମ ସରକାର…

Read More