ବିଜେଡିର ଗଡ଼ ଭାଙ୍ଗୁଛି ବିଜେପି, କଂଗ୍ରେସ କଣ କରିବ?

ଭୁବନେଶ୍ୱର: ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳୁଛି। ତୃଣମୂଳ ସ୍ତରରେ ଜୋରଦାର ମାଡ଼ି ଚାଲିଛି ବିଜେପି, ଯାହା ବିଜେଡି ପାଇଁ ବଡ଼ ଚିନ୍ତାର କାରଣ ହେଉଛି। କେନ୍ଦ୍ରାପଡାରୁ କଳାହାଣ୍ଡି, ଗଞ୍ଜାମରୁ ଯାଜପୁର ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ବିଜେପି ନିଜର ପ୍ରଭାବ ବଢ଼ାଇବାରେ ଲାଗିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ପୂର୍ବତନ ଗଡ଼ଗୁଡ଼ିକ ପରେ ଗୋଟିକ ଭାଙ୍ଗୁଛି। ବୁଧବାର ଧର୍ମଶାଳାରେ ବିଜେଡିର ଗଡ଼ ଭୁଷୁଡ଼ିଛି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଭାଇ ତଥା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ଅନାସ୍ଥା…

Read More

ଦମ୍ପତିଙ୍କୁ ଚାପିଦେଲା କୋଇଲା ବୋଝେଇ ଟ୍ରକ!

କଟକ : ବିଲମ୍ବିତରାତିରେ କୁଆଡେ ଯାଉଥିଲେ ଦମ୍ପତି ?କିପରି ଘଟିଲା ଦୁର୍ଘଟଣା ? ବାଇକରେ ଯାଉଥିବା ଏକ ଦମ୍ପତିଙ୍କୁ ଗୋପାଳପୁର ନିକଟସ୍ଥ କାଠଯୋଡ଼ି ବ୍ରିଜ ଶେଷ ଭାଗରେ ଏକ ଟ୍ରକ ଚାପି ଦେବାରୁ ଘଟଣାସ୍ଥଳରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି | ସୂଚନା ଅନୁସାରେ, ଭୁବନେଶ୍ୱର ଧଉଳିଥାନ ଡେ଼ଲ୍ଟା କଲୋନୀ ଉତ୍ତରା ଛକ ଅଞ୍ଚଳରେ ରହୁଥିବା ଜଗତସିଂହପୁର ଅଞ୍ଚଳର ମୂଳ ବାସିନ୍ଦା ଦେବୀ ପ୍ରସାଦ ପାଲ ଓ ତାଙ୍କ ପତ୍ନୀ ସସ୍ମିତା ବିଶ୍ବାଳ ଗୁରୁବାର ଦିନ କଟକରେ ଡାକ୍ତରଙ୍କ…

Read More

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ଓ ସାମାଜିକ ପରିବେଶ ଏବେ ଉତ୍ତେଜନାରେ ଭରି ରହିଛି। ଆସନ୍ତା 18 ରୁ 25 ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ଉଭୟ ଦଳ। ବିଜେଡି ପକ୍ଷରୁ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମୌସୁମୀ ଅଧିବେଶନରେ ସରକାରଙ୍କୁ…

Read More

ଜାତୀୟ ରାଜପଥରେ ଅଗ୍ନିକାଣ୍ଡ:ହୁତୁହୁତୁ ହୋଇ ଜଳିଗଲା ଆମ ବସ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଏକ ମୋ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ୩୦ରୁ ଅଧିକ ଯାତ୍ରୀ। ସୂଚନା ଅନୁଯାୟୀ, ବସ୍‌ଟି କଟକରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ଚଳନ୍ତା ଅବସ୍ଥାରେ ନିଆଁ ଲାଗିଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ସର୍ଟ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ, ଯଦିଓ ନିଆଁ ଲାଗିବାର…

Read More

ଭେଟେରାନଙ୍କ ଭେଟଘାଟ: ନୂଆ ଫ୍ରଣ୍ଟର ମୂଳ ଦୁଆ ପଡ଼ିବାକୁ ନେଇ ହେଲାକି ଚର୍ଚ୍ଚା?

ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ମହଲରେ ନୂଆ ଫ୍ରଣ୍ଟ ଗଠନର ଚର୍ଚ୍ଚା ହେଉଛି। ଯାଜପୁର ଜିଲ୍ଲାର ଓଳାଶୁଣି ଗୁମ୍ଫା ପୀଠରେ ପୂର୍ବତନ ବିଜେଡି ନେତାମାନଙ୍କର ଏକ ବନ୍ଧୁମିଳନ ସଭା ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସଙ୍କେତ ଆଣିଛି। ଏହି ସଭାରେ ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ରବି ପାଣି ଏବଂ ରାମଚନ୍ଦ୍ର ହାଁସଦା ପରି ବିଜେଡିର ପୂର୍ବତନ ହେଭିୱେଟ ନେତାମାନେ ଉପସ୍ଥିତ ଥିଲେ। ତେବେ, ଏହି ସଭାକୁ ‘ବନ୍ଧୁମିଳନ’ ନାମ ଦିଆଯାଇଥିଲେ…

Read More

ଶିକ୍ଷକ ହେଲେ ଜିଲ୍ଲାପାଳ : ବଣ୍ଡା ପିଲାଙ୍କୁ ପଢ଼ାଇଲେ ପାଠ

ମାଲକାନଗିରି: କେମିତି ଚାଲିଛି ପାଠପଢା? କୁନି ପିଲା ପାଠକୁ କେତେ ବୁଝିପାରୁଛନ୍ତି? ଶିକ୍ଷକ-ଛାତ୍ରଙ୍କ ସମ୍ପର୍କ କେମିତି ରହିଛି? କିଛି ଏଭଳି ପ୍ରଶ୍ନର ଉତ୍ତର ଖୋଜିବାକୁ ବିଦ୍ୟାଳୟରେ ପହଂଚିଗଲେ ଜିଲ୍ଲାପାଳ | ପିଲାଙ୍କୁ ପାଠ ପଢାଇଲେ ଆଉ ପ୍ରଶ୍ନ ବି ପଚାରିଲେ | ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମଲକନାଗିରି ଜିଲ୍ଲାର କିଛି ସ୍କୁଲକୁ ଯାଇ ପାଠ ପଢ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ମାଲକାନଗିରି ଜିଲ୍ଲପାଳ ବଣ୍ଡା ପାହାଡ଼ର ମୁଦୁଲିପଡ଼ାକୁ ଆକସ୍ମିକ ପରିଦର୍ଶନ କରିଥିଲେ। ସେଠାରେ ଥିବା…

Read More

ଦେଶରେ ବନ୍ଦ ହେବ ଅନଲାଇନ୍ ଗ୍ୟାମ୍ବଲିଂ ଖେଳ

ଭୁବନେଶ୍ୱର : ଭାରତ ସରକାର ଅନଲାଇନ୍ ଜୁଆ ଓ ବାଜି ଖେଳକୁ ନିୟନ୍ତ୍ରଣ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଲୋକସଭାରେ ଅନଲାଇନ୍ ଗେମିଂ ବିଧେୟକ ୨୦୨୫ ପାସ୍ ହୋଇଛି, ଯାହା ଅନଲାଇନ୍ ଜୁଆ ଓ ବାଜି ଉପରେ କଡ଼ା ନିୟମ ଲଗାଇବ। ଏହି ବିଧେୟକ ଅନଲାଇନ୍ ଫ୍ୟାନ୍ଟାସି ସ୍ପୋର୍ଟସ୍, ପୋକର, ରମି, ଅନ୍ୟାନ୍ୟ କାର୍ଡ ଖେଳ ଏବଂ ଅନଲାଇନ୍ ଲଟେରୀ ଆଦି ସମସ୍ତ ଟଙ୍କା ଆଧାରିତ ଅନଲାଇନ୍ ଖେଳକୁ ବେଆଇନ ଘୋଷଣା କରିଛି। ଏହାର…

Read More

‘ବିଲକୁଲ ଠିକଠାକ’: ଦେଖିବାକୁ ମିଳିଲା ନବୀନଙ୍କ ଭିନ୍ନ ଅନ୍ଦାଜ

ଭୁବନେଶ୍ୱର: ମୁଁ ପୁରା ଠିକଠାକ ଅଛି, ପୁରା ସୁସ୍ଥ ଅଛି, ହସି ହସି ନିଜ ସ୍ୱାସ୍ଥ୍ୟ କେମିତି ଅଛି ପ୍ରଶ୍ନରେ ଏଭଳି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ସେ କହିଛନ୍ତି ଯେ, ଅସୁସ୍ଥ ଥିବା ସମୟରେ ରାଜ୍ୟବାସୀଙ୍କ ପ୍ରାର୍ଥନା ଓ ଆଶୀର୍ବାଦ ଯୋଗୁଁ ସେ ଏବେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।…

Read More

ବିଜେଡିକୁ ବଡ଼ ଝଟକା: ଅନାସ୍ଥା ଆଗରୁ ଦେଲେ ଇସ୍ତଫା ଦେଲେ ପ୍ରଣବଙ୍କ ଭାଇ

ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳାରେ ବିଜୁ ଜନତା ଦଳ (ବିଜେଡି) ପାଇଁ ଏକ ବଡ଼ ଝଟକା ଲାଗିଛି। ଧର୍ମଶାଳା ପଞ୍ଚାୟତ ସମିତିର ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ସ୍ବେଛାକୃତ ଭାବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ନିଷ୍ପତ୍ତି ଆଗାମୀ ୨୨ ତାରିଖରେ ତାଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ ପୂର୍ବରୁ ନେଇଛନ୍ତି । ପ୍ରଭାତ ଧର୍ମଶାଳା ବିଡିଓଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାଯାଇଛି। ପ୍ରଭାତ ବଳବନ୍ତରାୟ ନିଜ ବାର୍ତ୍ତାରେ କହିଛନ୍ତି, “ଧର୍ମଶାଳାର…

Read More

ଛାତ୍ରଛାତ୍ରୀଙ୍କ ଅଧିକାର ନେଇ ଚାଲିଛି ଖେଳ: ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଛାତ୍ର କଂଗ୍ରେସ୍ ରାଜ୍ୟ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ କରିଛି ଯେ, ସରକାର ଛାତ୍ର- ଛାତ୍ରୀଙ୍କ ଅଧିକାରକୁ ନେଇ ଖେଳା କରୁଛନ୍ତି। ଏହି ଅଭିଯୋଗ କଂଗ୍ରେସ୍ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର ନେତାମାନେ ଉଠାଇଛନ୍ତି। ଛାତ୍ର ନେତାମାନେ କହିଛନ୍ତି ଯେ, ସରକାର କାହିଁକି ଛାତ୍ର ସଂସଦ ନିର୍ବାଚନ ପାଇଁ ଇସ୍ତିହାର ଘୋଷଣା କରୁନାହାନ୍ତି। ସେମାନେ ଦାବି କରିଛନ୍ତି ଯେ, ଛାତ୍ର କଂଗ୍ରେସ୍ ପୂର୍ଣ୍ଣ ପ୍ରସ୍ତୁତ ଅଛି, କିନ୍ତୁ ସରକାର ଏଥିନେଇ ଭୟ କରୁଛନ୍ତି।…

Read More