ସୂର୍ଯ୍ୟ କୁମାରଙ୍କ ଉପରେ ଟିମ ଦାୟିତ୍ୱ
ମୁମ୍ବାଇ: ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ଏଥିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଭାବରେ ଓ ଶୁବମନ ଗିଲଙ୍କୁ ଉପ-ଅଧିନାୟକ ଭାବରେ ଦାୟିତ୍ୱ ଦିଆଯାଇଛି। ଦଳ ଘୋଷଣା ପୂର୍ବରୁ ଚୟନ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ନାମ ଉପରେ ଆଲୋଚନା କରି ଶେଷରେ ୧୫ ଜଣିଆ ଦଳକୁ ଚୂଡ଼ାନ୍ତ କରାଗଲା। ଓପେନିଂ ବିଭାଗରେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମାଙ୍କୁ ସ୍ଥାନ ମିଳିଛି।…
