ଜେଲ୍ରେ ୩୦ ଦିନ ରହିଲେ ନେତାଙ୍କୁ ପଦରୁ ହେବେ ବହିଷ୍କାର: କେନ୍ଦ୍ର ଆଣିବାକୁ ଯାଉଛି ନୂଆ ବିଲ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ୩୦ ଦିନରୁ ଅଧିକ ସମୟ ଜେଲ୍ରେ ରହିଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଅବା କୌଣସି ରାଜନେତାଙ୍କୁ ତାଙ୍କର ପଦରୁ ବହିଷ୍କାର କରିବାକୁ ଏକ ନୂଆ ବିଲ୍ ଆଣିବାକୁ ଯାଉଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ୩ଟି ବିଲ୍, ସୁଦ୍ଧା ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୫ ଉପସ୍ଥାପନ କରିବେ। ଏହି ବିଲ୍ରେ ପ୍ରାବଧାନ ରହିଛି ଯେ, ଯଦି କୌଣସି ନେତା…
