କନ୍ଦେଇବ ଆଳୁ
ପୁଣି କନ୍ଦେଇବ ଆଳୁ । ହାଟ ବଜାର ବ୍ୟବସାୟୀ ମନଇଚ୍ଛା ଦରଦାମ୍ ବଢ଼େଇ ଆଳୁ ବିକିବେ । କାରଣ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ କରାଯାଇଛି । ବୁଧବାର ରାତିରୁ ମୌଳିକ ନିର୍ଦ୍ଦେଶକ୍ରମେ ଆଳୁ ଟ୍ରକ ସୀମା ପାର୍ ନ କରିବାକୁ କଟକଣା ଲଗେଇଛନ୍ତି ପଶ୍ଚିମବଙ୍ଗ ସରକାର । ଗତକାଲି ନବନ୍ନାରେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବୈଠକ ଡାକିଥିଲେ । ଯେଉଁଥିରେ ସେ ରାଜ୍ୟ ବାହାରକୁ ଆଳୁ ରପ୍ତାନୀ ବନ୍ଦ କରିବାକୁ…
