ଭୁଶୁଡ଼ିଲା ସୁଡ଼ଙ୍ଗ
ବିଳମ୍ବିତ ରାତିରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମୁକୁନ୍ଦରା ହିଲ୍ସ ନିକଟରେ ନିର୍ମାଣ କରାଯାଉଥିବା ୮ ଲେନ୍ ବିଶିଷ୍ଟ ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଫଳରେ ମାଟି ଓ କାଦୁଅ ମଧ୍ୟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୪ ଜଣ ଆହତ ହୋଇଛନ୍ତି। ରାତି ୧ଟାରୁ ୨ଟା ମଧ୍ୟରେ ଏହି ଘଟଣା ଘଟିଛି । ଖବର ପାଇ ପୁଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଭଗ୍ନାବଶେଷ ତଳେ ଫସି ରହିଥିବା ୪ ଜଣ ଶ୍ରମିକଙ୍କୁ…
