ଏଣିକି ରୁଷ ଯିବାକୁ ଲାଗିବନି ଭିସା

ଏଣିକି ରୁଷ ଯିବାକୁ ହେଲେ ଲାଗିବନି ଭିସା । ଆସନ୍ତାବର୍ଷ ଠାରୁ ଭାରତୀୟ ନାଗରିକଙ୍କ ପାଇଁ ରୁଷକୁ ଭିସା-ଫ୍ରି ଟ୍ରାଭେଲ୍ ବା ବିନା ଭିସାରେ ଯାତ୍ରା ସୁବିଧା ମିଳିପାରେ। ଏନେଇ ଭାରତ ଓ ରୁଷ ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ମିଳିପାରେ ବୋଲି ଖବର ପ୍ରକାଶ ପାଇଛି । ଅଗଷ୍ଟ ୨୦୨୩ ଠାରୁ ଭାରତୀୟ ମାନେ ଇ-ଭିସା ଜରିଆରେ ରୁଷ ଯାଇପାରୁଛନ୍ତି, ଯାହାକି ଆବେଦନର ମାତ୍ର…

Read More

ଅମୃତସରର ଏକ ପୋଲିସ ଷ୍ଟେସନ ନିକଟରେ ଭୟଙ୍କର ବିସ୍ଫୋରଣ, ଗ୍ୟାଙ୍ଗଷ୍ଟର ଜୀୱାନ୍ ଫାଉଜି ନିଜକୁ କଲା ଦାୟୀ

ପଞ୍ଜାବର ଅମୃତସରର ଇସଲାମାବାଦ ପୋଲିସ ଷ୍ଟେସନ ନିକଟରେ ଭୟଙ୍କର ବିସ୍ଫୋରଣ । ସକାଳ ପ୍ରାୟ ୩ ଟା ସମୟରେ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ଲୋକ ବିସ୍ଫୋରଣ ଶବ୍ଦ ଶୁଣି ଲୋକମାନେ ଭୟଭୀତ ହୋଇପଡିଛନ୍ତି ।ଇସଲାମାବାଦ ପୋଲିସ ଷ୍ଟେସନ ଅଧିକାରୀ ଜସବୀର ସିଂ କହିଛନ୍ତି ଯେ, ଆମେ ମଧ୍ୟ ଏହି ଶବ୍ଦ ଶୁଣିଛୁ, କିନ୍ତୁ ପୋଲିସ ଷ୍ଟେସନରେ କୌଣସି ବିସ୍ଫୋରଣ ହୋଇ ନାହିଁ । କେଉଁଠାରେ ବିସ୍ଫୋରଣ ଘଟିଛି ତାହା ଅନୁସନ୍ଧାନ କରାଯାଉଛି ? ତେବେ ଗ୍ୟାଙ୍ଗଷ୍ଟର…

Read More

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଖାଦ୍ୟରେ ପୋକ, ଜରିମାନା ଲଗାଇଲା ଆଇଆରସିଟିସି

ପୁଣିଥରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ପରସା ଯାଇଥିବା ଖାଦ୍ୟରେ ବାହାରିଲା ପୋକ। ଏନେଇ ଯାତ୍ରୀ ଜଣକ ଅଭିଯୋଗ ପରେ କ୍ୟାଟରିଂ ସର୍ଭିସ ଉପରେ ଜରିମାନା ଲଗାଇଲା ଆଇଆରସିଟିସି । ରିପୋର୍ଟ ଅନୁଯାୟୀ, ବିକାଶ କୁମାର ନାମକ ଜଣେ ଯାତ୍ରୀ ବାରାଣାସୀରୁ ନୂଆଦିଲ୍ଲୀ ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା କରୁଥିଲେ।ଆଉ ସେହି ସମୟରେ ସେ ଖାଦ୍ୟ ଅର୍ଡର କରିଥିବା ବେଳେ ଟ୍ରେନର କ୍ୟାଟରିଂ ସେବା ତାଙ୍କୁ ଖାଦ୍ୟ ଦେଇଥିଲା । ହେଲେ ଦିଆଯାଇଥିବା ଖାଦ୍ୟରେ ପୋକ…

Read More

ବେଙ୍ଗାଲୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷଙ୍କ ଆତ୍ମହତ୍ୟା ମାମଲା; ବନ୍ଧା ହେଲେ ପତ୍ନୀ ନିକିତା

ବେଙ୍ଗାଲୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷଙ୍କ ଆତ୍ମହତ୍ୟା ମାମଲାରେ ଶେଷରେ ବନ୍ଧା ହେଲେ ଅତୁଲଙ୍କ ସ୍ତ୍ରୀ ନିକିତା । ନିକିତାଙ୍କ ସହ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି । ନିକିତାଙ୍କୁ ଗୁରୁଗ୍ରାମ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ମାଆ ଏବଂ ଭାଇଙ୍କୁ ଗିରଫ କରିଛି ପ୍ରୟାଗରାଜ ପୋଲିସ୍ । ଗିରଫ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ପ୍ରକାଶ ଯେ, ଗତ ୯ ତାରିଖରେ ଜୀବନ ହାରିଥିଲେ ବେଙ୍ଗାଲୁରୁ ଏଆଇ…

Read More

ହସ୍ପିଟାଲରେ ଲାଲକୃଷ୍ଣ ଆଡ଼ଭାନୀ

ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ। ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ ୯୭ ବର୍ଷୀୟ ଆଡ଼ଭାନୀଙ୍କୁ ଦୁଇ ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନ୍ୟୁରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ବିନୀତ ସୂରୀଙ୍କ ତତ୍ତ୍ୱାବଧାନରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହା ଏକ ରୁଟିନ୍ ଚେକ୍ ଅପ୍ ବୋଲି କୁହାଯାଉଛି।

Read More

ସ୍କୁଲ ଏବେ RBIକୁ ବୋମା ଧମକ

ବିମାନବନ୍ଦର ଓ ସ୍କୁଲ ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI)କୁ ମିଳିଛି ବୋମା ଧମକ। ଗତକାଲି ଆରବିଆଇର ଅଫିସିଆଲ୍ ୱେବସାଇଟକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଇ-ମେଲରେ ଋଷୀୟ ଭାଷାରେ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାର ଧମକ ଲେଖାଯାଇଥିଲା। ଏହି ମାମଲାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି। ଗତ ମାସରେ ମଧ୍ୟ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ରିଜର୍ଭ…

Read More

ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏକକ ନିର୍ବାଚନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର। କେନ୍ଦ୍ର ସରକାର ‘ଏକ ଦେଶ, ଏକ ନିର୍ବାଚନ’ ନିୟମ ପାଇଁ ଜୋରଦାର ଉଦ୍ୟମ କରିଛନ୍ତି। ପୂର୍ବରୁ ସେପ୍ଟେମ୍ବରରେ କେନ୍ଦ୍ର କ୍ୟାବିନେଟ ବୈଠକରେ ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିଲା। ତେବେ ଏନେଇ ସଂସଦର ଶୀତ ଅଧିବେଶନରେ ସରକାର ବିଲ ଆଣିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।ଗୋଟିଏ ଦେଶ, ଗୋଟିଏ…

Read More

ସଞ୍ଜୟ ମଲହୋତ୍ରା ହେଲେ RBIର ନୂଆ ଗଭର୍ଣ୍ଣର

ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI)ର ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କଲେ ସଞ୍ଜୟ ମଲହୋତ୍ରା । ଆରବିଆର ୨୬ତମ ଗଭର୍ଣ୍ଣର ଭାବେ ଆସନ୍ତା ୩ ବର୍ଷ ପାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମଲହୋତ୍ରା । ପ୍ରକାଶ ଯେ, ଗତ ଡିସେମ୍ବର ୯ ତାରିଖରେ ସଞ୍ଜୟ ମଲହୋତ୍ରଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନାମ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଦୀର୍ଘ ୬ ବର୍ଷ ପରେ ଶକ୍ତିକାନ୍ତଙ୍କ ପରେ ସଞ୍ଜୟ ମଲହୋତ୍ରା ଆରବିଆଇ ଗଭର୍ଣ୍ଣର…

Read More

ପତ୍ନୀଙ୍କ ନିର୍ଯାତନା ସହି ନପାରି ଜୀବନ ହାରିଲେ ଯୁବ ଏଆଇ ଇଞ୍ଜିନିୟର

ପତ୍ନୀ ଓ ଶାଶୂଙ୍କ ଅକଥନୀୟ ନିର୍ଯାତନା ସହି ନ ସହି ନ ପାରି ଶେଷରେ ଜୀବନ ହାରିଲେ ଯୁବ ଏଆଇ ଇଞ୍ଜିନିୟର। ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁରେ । ଏହି ଯୁବ ଇଞ୍ଜିନିୟର ଅତୁଲ ସୁଭାଷ(୩୪)ଙ୍କ ଘର ଉତ୍ତର ପ୍ରଦେଶର ଜୌନପୁରରେ । ଆତ୍ମହତ୍ୟା ପୂର୍ବରୁ ୨୪ ପୃଷ୍ଠାର ଚିଠି ଏବଂ ୧.୨୦ ଘଣ୍ଟାର ଭିଡିଓ ମେସେଜରେ ସେ ନିଜ ଦୁଃଖ କାହାଣୀ ବଖାଣିଛନ୍ତି । ଖବର ଅନୁଯାଇ, ଡିସେମ୍ବର ୯ରେ ଇଣ୍ଟରନେଟ୍ ରେ ୧.୨୦ ଘଣ୍ଟାର…

Read More

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ଜାନୁଆରୀ ୮ରୁ ୧୦ ତାରିଖ ତିନିଦିନ ଧରି ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱରକୁ ଆକର୍ଷଣୀୟ ରୂପ ଦେବାକୁ ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସଫଳ କରିବା ନିମନ୍ତେ ରାଜ୍ୟ ସରକାର ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି।ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୦୩ରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି।…

Read More