ଏଣିକି ଏହି ମନ୍ଦିରକୁ ଗଲେ ଛୋଟ ଡ୍ରେସ ବା ଜିନ୍ସ ପିନ୍ଧିପାରିବେନି ମହିଳା ଭକ୍ତ

ବୃନ୍ଦାବନର ବାଙ୍କେବିହାରୀ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଜାରି ହେଲା ଡ୍ରେସ୍ କୋଡ୍। ଏହି ମାର୍ଗଦର୍ଶିକା ଅନୁସାରେ ମହିଳାମାନେ ଠାକୁରଙ୍କ ଦର୍ଶନ କରିବାକୁ ଆସିବା ବେଳେ ଛୋଟ ଡ୍ରେସ ଏବଂ ଜିନ୍ସ ପିନ୍ଧିଲେ ମିଳିବନି ପ୍ରବେଶ। ଏହିପରି ଡ୍ରେସ୍ ନ ପିନ୍ଧିବାକୁ ମନ୍ଦିର ପକ୍ଷରୁ ନିବେଦନ କରାଯାଇଛି।ନୂଆବର୍ଷ ପୂର୍ବରୁ ମନ୍ଦିରକୁ ଆସୁଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ଡ୍ରେସ୍ କୋଡ୍ ଲାଗୁ କରାଯାଇଛି। ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, ମହିଳାମାନେ ମିନି ସ୍କାର୍ଟ, ରିପ୍ଡ୍ ତଥା ଚିରା ଫଟା ଜିନ୍ସ,…

Read More

ଏଣିକି ନିର୍ବାଚନ ବେଳର ସମସ୍ତ ଫୁଟେଜ ଗୁପ୍ତ ରହିବ, ଯାଞ୍ଚ କରିପାରିବେନି ଜନସାଧାରଣ

ଏଣିକି ଜନସାଧାରଣ ଆଉ ଯାଞ୍ଚ କରିପାରିବେନି ନିର୍ବାଚନ ବେଳର ସମସ୍ତ ରେକର୍ଡ । ଏହାକୁ ନେଇ ବଦଳିଲା ନିୟମ। ଅର୍ଥାତ ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ୱେବ କାଷ୍ଟିଂ ଫୁଟେଜ ଆଉ ଦେଖି ହେବନି। ଏ ସମ୍ପର୍କିତ ନିୟମ ବଦଳାଇଲେ କେନ୍ଦ୍ର ସରକାର । ଏସବୁର ଅପବ୍ୟବହାର ହେଉଥିବା କହି ନିୟମ ପରିବର୍ତ୍ତନ କରାଯାଇଛି। ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ ଏହି ନିୟମ ବଦଳା ଯାଇଛି। ଭୋଟଗ୍ରହଣ କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବହାର ଦ୍ୱାରା ଭୋଟରଙ୍କ ଗୋପନୀୟତାର…

Read More

ମହିଳାଙ୍କୁ ଉଲଗ୍ନ କରି ମାଡ ମାରିବା ପରେ ଲୁହା ରଡ୍‌ରେ ଚେଙ୍କ ଦେବା ସହ ପ୍ରାଇଭେଟ୍‌ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କଲେ ଶାଶୁଘର ଲୋକ

ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଉଲଗ୍ନ କରି ନିର୍ଧୂମ ପିଟିବା ସହ ଲୁହା ରଡ୍‌ରେ ଚେଙ୍କ ଦେବା ପରେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଛନ୍ତି। ଏଭଳି ବର୍ବର କାଣ୍ଡ ଘଟିଛି ମଧ୍ୟପ୍ରଦେଶର ରାଜଗଡ଼ରେ। ଅଭିଯୋଗ ଅନୁଯାୟୀ, ରୋହିତ ରୁହେଲା ନାମକ ଜଣେ ଯୁବକ ମହିଳାଙ୍କ ଘରକୁ କୌଣସି ସାମଗ୍ରୀ ମାଗିବାକୁ ଆସିଥିଲେ। ଯେତେବେଳେ ପୀଡ଼ିତା ତାଙ୍କୁ ଫାଟକ ନିକଟରେ ଅପେକ୍ଷା କରିବାକୁ କହିଥିଲେ। ସେତେବେଳେ ସେ କବାଟ ବନ୍ଦ କରି ତାଙ୍କ କୋଠରିରେ…

Read More

ପୁଣି ବଢ଼ିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ

ପୁଣି ବଢ଼ିଲା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ ଲାଗି ଅନୁମତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଲେ ଲେଫଟନାଣ୍ଟ ଗଭର୍ଣ୍ଣର ଏଲଜି ଭି.କେ. ସକ୍ସେନା । ୫ ଡିସେମ୍ୱରରେ ଇଡି କେଜ୍ରେୱାଲଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ମାଗିଥିଲେ । ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ମାମଲାରେ ଗତ ମାର୍ଚ୍ଚ ୨୧ରେ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଥିଲେ। ଗତ ସେପ୍ଟେମ୍ବର…

Read More

ଥରିଲା ନେପାଳ

ନେପାଳରେ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ଆଜି ସକାଳୁ ଏହି କମ୍ପନ ଅନୁଭୂତ ହୋଇଛି । ଭାରତୀୟ ସମୟାନୁସାରେ ଶନିବାର ସକାଳ ପ୍ରାୟ ୩ଟା ୫୯ ମିନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ର ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ ଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ସୂଚନା ଦିଆଯାଇଛି । ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ…

Read More

କାରରୁ ୫୨ କିଲୋ ସୁନା ସହ ୧୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ

ମଧ୍ୟପ୍ରଦେଶ ଭୋପାଳର ମନ୍ଦୋରା ଗାଁରେ ଥିବା ଏକ ପରିତ୍ୟକ୍ତ କାରରୁ ୫୨ କିଲୋ ସୁନା ସହ ୧୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି ଆୟକର ବିଭାଗ। ପୂର୍ବତନ ଆରଟିଓ କନଷ୍ଟେବଳ ସୋରଭ ଶର୍ମା ଏବଂ ତାଙ୍କ ସହଯୋଗୀ ଚନ୍ଦନ ସିଂ ଗୌରଙ୍କ ଘରେ ଲୋକାୟୁକ୍ତ ରେଡ ଲିଙ୍କ୍ ମାମଲାରେ ଆଇଟି ଚଢାଉ କରିଛି। ଗୁରୁବାର ଲୋକାୟୁକ୍ତ ରେଡ୍ କରି ଅଢେଇ କୋଟିର ନଗଦ ଟଙ୍କା ସହ ସୁନା ଓ ରୁପା ଜବତ କରିଥିଲା। ବର୍ଷେ…

Read More

ଏହି କାରଣରୁ ହୋଇଥିଲା ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ, ୩ ବର୍ଷ ପରେ ସାମ୍ନାକୁ ଆସିଲା ସତ

୨୦୨୧ ଡିସେମ୍ବର ୮ରେ ତାମିଲନାଡୁର ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ଦୁର୍ଘଟଣାର କାରଣ ସାମ୍ନାକୁ ଆସଛି । ଦୁର୍ଘଟଣାର ଦୀର୍ଘ ୩ ବର୍ଷ ପରେ ସାମ୍ନାକୁ ଆସିଥିବା ସଂସଦୀୟ କମିଟି ରିପୋର୍ଟରେ କୁହାଯାଇଛି ଯେ, ଦୁର୍ଘଟଣାର କାରଣ ମାନବିକ ତ୍ରୁଟି ଥିଲା ।ଜେନେରାଲ ରାୱତଙ୍କ ବ୍ୟତୀତ ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ଅନେକ ସଶସ୍ତ୍ର ବାହିନୀ ଯବାନ ମଧ୍ୟ ଏହି…

Read More

ଏଲ୍‌ପିଜି ଓ ସିଏନ୍‌ଜି ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା; ଜଳିଗଲେ ୫ଜଣ

ରାଜସ୍ଥାନ ଜୟପୁରର ଭାନ୍‌କ୍ରୋଟା ଅଞ୍ଚଳରେ ଏଲ୍‌ପିଜି ଓ ସିଏନ୍‌ଜି ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଯୋଗୁ ଏକ ବଡ଼ ବିସ୍ଫୋରଣ ହୋଇଛି । ଏହି ଘଟଣାରେ ୫ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୩୦ରୁ ଲୋକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମେଡିକାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଜାତୀୟ ରାଜପଥରେ ଟ୍ରକ୍ ୟୁଟର୍ଣ୍ଣ ନେବା ବେଳେ ଦୁର୍ଘଟଣା ଘଟିଥିଲା । ଫଳରେ ଟ୍ରକ୍…

Read More

୨୨ ବର୍ଷ ପରେ ସ୍ବଦେଶ ଫେରିଲେ ହମିଦା ବାନୋ, ବଖାଣିଲେ ପାକିସ୍ତାନରେ ବିତିଥିବା ଲୋମଟାଙ୍କୁରା କାହାଣୀ

ଭୁଲ ବଶତଃ ଭାରତରୁ ପଡୋଶୀ ଶତ୍ରୁ ଦେଶ ପାକିସ୍ତାନରେ ପହଞ୍ଚି ବହୁତ ବର୍ଷ ଧରି କଷ୍ଟରେ ଜୀବନ ଅତିବାହିତ କରିଥିବା କାହାଣୀ ଆମେ ଶୁଣିଆସୁଛେ । ଯାହା ଖୁବ କଷ୍ଟଦାୟକ । ଏଭଳି ଘଟଣା ଆମେ ସିନେମାରେ ମଧ୍ୟ ଦେଖିଚେ । ଏଭଳି ଏକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେ କି ପଡୋଶୀ ଶତ୍ରୁ ଦେଶରେ ୨୨ ବର୍ଷ କାଳ ଜୀବନ କାଟି ଏବେ ଭାରତ ଫେରିଛନ୍ତି । ମୁମ୍ବାଇରେ…

Read More

ଲୋକସଭାରେ ଆଗତ ହେଲା ୱାନ ନେସନ ୱାନ ଇଲେକ୍ସନ ବିଲ୍

ଲୋକସଭାରେ ଆଗତ ହେଲା ବହୁ ଚର୍ଚ୍ଚିତ ୱାନ ନେସନ ୱାନ ଇଲେକ୍ସନ ବିଲ୍ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ ଦେଶ ଏକ ନିର୍ବାଚନ ବିଲ୍ ଉପସ୍ଥାପିତ କରିଛନ୍ତି । କିଛି ଦଳ ଏହି ବିଲକୁ ସମର୍ଥନ କରିଥିବା ବେଳେ କିଛି ବିରୋଧ କରିଛନ୍ତି। କଂଗ୍ରେସ, ସପା. ଟିଏମସି, ଏଆଇଏମଆଇଏମ ବିଲର ଦୃଢ ବିରୋଧ କରିଛନ୍ତି । ଗୃହରେ ହୋ ହାଲ୍ଲା ପରିସ୍ଥିିତି ଉପୁଜିଛି । ୧୫ ରାଜନୈତିକ ଦଳ ଏହାକୁ ବିରୋଧ…

Read More