ପତ୍ନୀଙ୍କ ସେବା ପାଇଁ ସ୍ୱାମୀ ଛାଡିଲେ ଚାକିରୀ, ଅଧାରେ ରହିଗଲା ସ୍ୱାମୀଙ୍କ ସ୍ବପ୍ନ

ଅସୁସ୍ଥ ପତ୍ନୀର ସେବା କରିବା ପାଇଁ ଅବରର ୩ବର୍ଷ ପୂର୍ବରୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଲେ ସ୍ୱାମୀ । ମାତ୍ର ଅବସର ନେବା ଦିନ ପତ୍ନୀଙ୍କ ଚାଲିଗଲା ଜୀବନ । ସ୍ୱାମୀଙ୍କ ସେବା କରିବାର ଇଚ୍ଛା ଅଧାରେ ରହିଗଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କୋଟାର ଦାଦାବାଡି ଅଞ୍ଚଳରେ । ଖବର ଅନୁଯାଇ, ଦାଦାବାଡି ଅଞ୍ଚଳର ଦେବେନ୍ଦ୍ର କୁମାର ସେଣ୍ଟ୍ରାଲ ୱେୟାର ହାଉସ୍ ରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ…

Read More

ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା; ୪ମୃତ

ଉତ୍ତରାଖଣ୍ଡ ଭୀମତାଲ ନିକଟରେ ବଡ଼ ଧରଣର ବସ୍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ବସ୍ ରେ ପ୍ରାୟ ୨୭ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାର ସୂଚନା ପାଇ ଏଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଭୀମତାଲରୁ ହଲଦ୍ବାନୀ ଆଡ଼କୁ ଯାଉଥିବା ରୋଡଓ୍ବେଜ ବସ୍ ଦୁର୍ଘଟଣାର ଶିକାର ହୋଇଛି। ବସ୍ରେ ପ୍ରାୟ ୨୦ରୁ ୨୭ ଜଣ…

Read More

କେଜ୍ରିଓ୍ୱାଲଙ୍କ ଦାବି, ଖୁବଶୀଘ୍ର ଏକ ଫେକ୍ ମାମଲାରେ ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂଆ ନୂଆ ଯୋଜନାର ଶୁଭାରମ୍ଭ ଓ ରାଜନୈତିକ ବୟାନବାଜି ଜୋରସୋରରେ ଚାଲିଛି। ମହିଳା ସମ୍ମାନ ଯୋଜନା ଓ ସଞ୍ଜୀବନୀ ଯୋଜନା ଭଳି କଲ୍ୟାଣକାରୀ ଯୋଜନା ଘୋଷଣାକୁ ନେଇ କିଛି ଲୋକ ଅସନ୍ତୁଷ୍ଟ ଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଖୁବ୍ ଶୀଘ୍ର ଏକ ଫେକ୍ ମାମଲାରେ ଗିରଫ କରାଯିବ ବୋଲି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ କେଜ୍ରିୱାଲ ଏହା…

Read More

୭୦୦ ଫୁଟ୍ ତଳେ ୩ ବର୍ଷର ଝିଅ, ୪୦ ଘଣ୍ଟା ହେବ ଜୀବନ ସହ କରୁଛି ସଂଘର୍ଷ

ଜୟପୁର: ରାଜସ୍ଥାନର କୋଟପୁଟଲି-ବେହରୋର ଜିଲ୍ଲାରେ ୭୦୦ ଫୁଟ ବୋରୱେଲ୍ ଭିତରକୁ ଖସି ପଡ଼ିଥିବା ଜଣେ ୩ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିବା ପାଇଁ ବୁଧବାର ସକାଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୋମବାର ଝିଅର ବାପା କ୍ଷେତରେ କାମ କରୁଥିବା ବେଳେ ଝିଅ ଚେତନା ବୋରୱେଲଭିତରକୁ ଖସି ପଡ଼ିଥିଲା। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସଡିଆରଏଫ), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ଏବଂ ଅନ୍ୟ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ନଳକୂପର ଓସାର…

Read More

ଗୁପଚୁପ ଖାଇବାକୁ ଆସି ଚାଲିଗଲା ଜୀବନ, ଖବର ଶୁଣି ଚାରିଆଡ଼େ ଶୋକର ଛାୟା

ମୁମ୍ୱାଇ: ଏମିତି ଦୁର୍ଘଟଣା ହେବ ବୋଲି କେହି କେବି ଭାବିନଥିବେ । ଯେଉଁଠି ଅନ୍ୟ ଏକ ଗାଡ଼ି ଦୁର୍ଘଟଣାର ଶିକାର ହୋଇ ଛିଟକି ପଡ଼ିବାରୁ ଅନ୍ୟ ଏକ କାର ଦୁର୍ଘଟଣାରର ଶିକାର ହୋଇଛି । ଆଉ କାର ଭିତରେ ବସିଥିବା ଯାତ୍ରୀଙ୍କର ମୃତ୍ୟୁ ଘଟିଛି । କାର ଭିତରେ ବସିଥିବା ଛୋଟ ଛୁଆଟି ଦୁଇ ସମ୍ପର୍କୀୟ ଓ ବାପା ସହ ଗୁପଚୁପ ଖାଇବାକୁ ଆସିଥିଲା । କିନ୍ତୁ ବିଧିର ବିଧାନ କିଛି ଅଲଗା ଲେଖାଥିଲା । ରବିବାର…

Read More

ରାଜ୍ୟପାଳ ପଦରୁ ଇସ୍ତଫା, ଏବେ ରଘୁବର ଦାସ କରିବେ କ’ଣ, ମିଳିଲା ବଡ଼ ଆଭାସ!

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ରାଷ୍ଟ୍ରପତି ଭବନରୁ ମିଳିଥିବା ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ରଘୁବର ଦାସଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ମିଜୋରାମର ବର୍ତ୍ତମାନର ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତିଙ୍କୁ ଓଡ଼ିଶାରେ ତାଙ୍କର ଉତ୍ତରାଧିକାରୀ ଭାବେ ନିଯୁକ୍ତ କରାଯାଇଛି। ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ରାଜ୍ୟପାଳ ପଦରେ ରଘୁବର ଦାସ ରହିବା ପରେ ତାଙ୍କ ରାଜନୈତିକ କ୍ୟାରିୟର ସହ…

Read More

ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଦୁର୍ଘଟଣା, ଖାଲକୁ ଖସିଲା ସେନା ଟ୍ରକ୍, ୫ ଯବାନ ସହିଦ; ଅନେକ ଆହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ବାଲନୋଇ ସେକ୍ଟରରେ ମଙ୍ଗଳବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସେନାର ଏକ ଗାଡ଼ି ୩୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଥିଲା। ହ୍ଵାଇଟ୍ ନାଇଟ୍ କର୍ପସ୍ ଏକ୍ସରେ ପୋଷ୍ଟ କରିଛି ଯେ ପୁଞ୍ଚ ସେକ୍ଟରରେ ଅପରେସନ୍ ଡ୍ୟୁଟି ସମୟରେ ସେନାର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ମୃତ୍ୟୁକୁ ନେଇ ହ୍ୱାଇଟ୍ ନାଇଟ୍ କର୍ପସ୍ ଗଭୀର…

Read More

ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ଫେଲ୍

ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ଆଉ ଉପର ଶ୍ରେଣୀକୁ ଉନ୍ନିତ ହେବେନି ଛାତ୍ରଛାତ୍ରୀ । ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ବାର୍ଷିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପାସ୍ କରିବାକୁ ଏକ ମାର୍କ ନିର୍ଦ୍ଧାରଣ କରାଯିବ । ଏହି ମାର୍କ ଛାତ୍ରଛାତ୍ରୀ ନରଖି ପାରିଲେ ସେମାନେ ଫେଲ୍‌ ବୋଲି ଗଣା ହେବେ । ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀ ପୁଣି ଦୁଇ ମାସ ମଧ୍ୟରେ ପରୀକ୍ଷା ଦେବାର ସୁଯୋଗ…

Read More

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ମିଳୁଛି ଭତ୍ତା !

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଛତିଶଗଡ଼ର ମହତାରି ବନ୍ଦନ ଯୋଜନାର ଲାଭ ନେଉଛନ୍ତି। କେବଳ ସେତିକି ନୁହେଁ ମାସିକ ଭତ୍ତା ବାବଦକୁ ତାଙ୍କୁ ମିଳୁଛି ୧୦୦୦ ଟଙ୍କା। କଥାଟା ଶୁଣି ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ। ସନ୍ନି ଲିଓନିଙ୍କ ନାଁରେ ପ୍ରତି ମାସରେ ଟଙ୍କା ଉଠାଉଥିଲେ ଠକ। ଆର୍ଟିଓ ଜରିଆରେ ଏହି ମାମଲାର ଖୁଲାସା ହୋଇଛି। ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ଏବେ ଫ୍ରିଜ୍ କରାଯାଇଛି।ପ୍ରକୃତରେ ଛତିଶଗଡ଼ ସରକାର ବିବାହିତ ମହିଳାଙ୍କୁ ମହତାରି ବନ୍ଦନ ଯୋଜନାରେ…

Read More

ଏନକାଉଣ୍ଟରରେ ଟଳିଲେ ୩ ଖଲିସ୍ଥାନୀ ଆତଙ୍କବାଦୀ

ଉତ୍ତରପ୍ରଦେଶ ପିଲଭିଟରେ ପୋଲିସକୁ ବଡ ସଫଳତା । ପୋଲିସର ଏନକାଉଣ୍ଟରରେ ଟଳିଲେ ୩ ଖଲିସ୍ଥାନୀ ଆତଙ୍କବାଦୀ । ପଞ୍ଜାବ ଓ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ମିଳିତ ଅଭିଯାନ ଜରିଆରେ ଏହି ଏନକାଉଣ୍ଟର କରାଯାଇଛି। ମୃତ ୩ ଆତଙ୍କବାଦୀ ଖଲିସ୍ଥାନୀ କମାଣ୍ଡୋ ଫୋର୍ସର ସଦସ୍ୟ ଗୁରବିନ୍ଦର ସିଂ, ରବି ଓ ଯଶପ୍ରୀତ। ଏହି ୩ଜଣ ଆତଙ୍କବାଦୀ ପଞ୍ଜାବ ଗୁରୁଦାସପୁରର ଏକ ପୋଲିସ ଷ୍ଟେସନ ଉପରେ ଗ୍ରେନେଡ ଆକ୍ରମଣ କରି ଫେରାର ହୋଇଯାଇଥିଲେ।ଉତ୍ତରପ୍ରଦେଶ ପୋଲିସ ଏବଂ ପଞ୍ଜାବ ପୋଲିସ ମିଳିତ…

Read More