ଚୋରି ନା ହତ୍ୟା, କେଉଁ ଉଦ୍ଦେଶ୍ୟରେ ସୈଫ୍ ଅଲ୍ଲୀ ଖାନଙ୍କ ଘରେ ପଶିଥିଲା ଆକ୍ରମଣକାରୀ?
ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ କରିଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ବାନ୍ଦ୍ରାର ହିରାନନ୍ଦାନୀରୁ ଗିରଫ କରି ପଚରାଉଚରା କରୁଛି । ଏବେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଏହି ମାମଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆକ୍ରମଣକାରୀକୁ ପଚରାଉଚରା କରିବା ପରେ ସାମ୍ନାକୁ ଆସିଥିବା କିଛି ତଥ୍ଯ ପ୍ରକାଶ କରିଛି । ଅଭିଯୁକ୍ତର ମୁଖ୍ୟ ନାମ ମହମ୍ମଦ ସରିଫୁଲ ଇସଲାମ ଶେହଜାଦ, ବୟସ ୩୦…
