ଜାନୁଆରୀ ୧୬ ରାତିରେ କଣ ହୋଇଥିଲା, ସବୁ କହିଦେଲେ ସୈଫ୍ ଅଲ୍ଲୀ ଖାନ୍!
ମୁମ୍ବାଇ: ଜାନୁଆରୀ ୧୬ରେ ନିଜ ଘରେ ଦୁର୍ବୃତ୍ତଙ୍କ ଦ୍ୱାରା ଏକାଧିକ ଥର ଛୁରାମାଡ଼ର ଶିକାର ହୋଇଥିବା ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଗୁରୁବାର ସନ୍ଧ୍ୟାରେ ବାନ୍ଦ୍ରା ପୁଲିସକୁ ଘଟଣା ବିଷୟରେ ଜଣାଇଛନ୍ତି। ସୂଚନା ଅନୁଯାୟୀ, ସୈଫ୍ ଅଲ୍ଲୀ ଖାନ୍ ପୁଲିସକୁ କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ କରୀନା କପୁର ଖାନ୍ ୧୧ ମହଲାରେ ଥିବା ନିଜ ବେଡ ରୁମରେ ଥିଲେ । ଏହି ସମୟରେ ଘରର ସହାୟକ ଏଲାୟାମା ଫିଲିପ୍ସଙ୍କ ଚିତ୍କାର…
