ଗିରଫ ହେବେ ସୋନୁ ସୁଦ୍ ! ଆରେଷ୍ଟ ୱାରେଣ୍ଟଜାରି କରିଛନ୍ତି କୋର୍ଟ

ବଢିଲା ବଲିଉଡ୍ ସୁପରଷ୍ଟାର ତଥା ଗରିବଙ୍କ ମସିହା ଭାବେ ପରିଚିତ ସୋନୁ ସୁଦଙ୍କ ଅଡୁଆ । ଏକ ଠକେଇ ମାମଲାରେ ସାକ୍ଷ୍ୟ ଦେବାକୁ ହାତର ନହେବା ପରେ ଆଜି ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ଘଟଣା କ’ଣ? ଏହି ମାମଲାଟି ଲୁଧିଆନାର ଓକିଲ ରାଜେଶ ଖାନ୍ନା ଦାୟର କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ମୋହିତ ଶୁକ୍ଳା ନାମକ ଜଣେ ବ୍ୟକ୍ତି ତାଙ୍କୁ ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି…

Read More

ଖସିଲା ରେପୋ ରେଟ୍, ସାଧାରଣ ଲୋକଙ୍କ ପାଇଁ ବଡ ଆଶ୍ୱସ୍ତି

ଖସିଲା ରେପୋ ରେଟ୍ । ଉପକୃତ ହେବେ ମଧ୍ୟବିତ୍ତ । ୫ ବର୍ଷରେ ପ୍ରଥମ ଥର ଖସିଲା ରେପୋ ରେଟ୍ । ଆରବିଆଇ ମନିଟାରୀ ପଲିସି ବୈଠକରେ ବଡ଼ ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା । ୫ ବର୍ଷ ପରେ ରେପୋ ରେଟ୍ ୦.୨୫ ପ୍ରତିଶତ ହ୍ରାସ ହୋଇଛି । ୬.୫ ପ୍ରତିଶତରୁ ୬.୨୫ ପ୍ରତିଶତକୁ ଖସିଛି । ପୂର୍ବରୁ ୨୦୨୦ ମେ ମାସରେ ଆରବିଆଇ ରେପୋ ରେଟ୍ କମାଇଥିଲା…

Read More

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ପିନ୍ଧିଥିବା ଶାଢୀର ବିହାର କନେକ୍ସନ

ନୂଆଦିଲ୍ଲୀ: କ୍ରମାଗତ ଅଷ୍ଟମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବା ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାରର ଜଣେ କଳାକାର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦୁଲାରୀ ଦେବୀଙ୍କ ଦ୍ୱାରା ଉପହାରରେ ଦିଆଯାଇଥିବା ଧଳା ରଙ୍ଗର ଏକ ହସ୍ତତନ୍ତ ରେଶମ ଶାଢ଼ି ପିନ୍ଧିଛନ୍ତି। ମଧୁବନୀ କଳା ଓ ଏହାର କାରିଗରଙ୍କ ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇ ଏହି ଶାଢୀରେ ଧଡିରେ ମାଛ ଥିମ ବିଶିଷ୍ଟ ଏମ୍ବ୍ରୋଇଡରି ମଧ୍ୟ ସ୍ଥାନ ପାଇଛି। ମଧୁବନୀ କଳାରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀ…

Read More

ଯମୁନା ନଦୀ ପାଣିକୁ ବିଜେପି ଶାସିତ ରାଜ୍ୟ ବିଷାକ୍ତ କରୁଛି ବୟାନ, କେଜ୍ରିଓ୍ୱାଲଙ୍କୁ ସମନ କଲା ହରିଆଣା କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଜଳ ଯୋଗାଣରେ ବାଧା ସୃଷ୍ଟି କରିବା ପାଇଁ ବିଜେପି ଶାସିତ ରାଜ୍ୟ ଯମୁନା ନଦୀକୁ ବିଷାକ୍ତ କରୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ହରିୟାଣାର ଏକ ଅଦାଲତ ସମନ କରିଛନ୍ତି। ଫେବ୍ରୁଆରି ୧୭ ରେ କୋର୍ଟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେ ଏଥିରେ ବିଫଳ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଆଇନର ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜାରି କରାଯାଇଥିବା…

Read More

ପାଣି, ବିଷ ଓ ମଦ… ଶେଷ ପର୍ଯ୍ୟାୟରେ କେମିତି ଚାଲିଛି ଦିଲ୍ଲୀ ନିର୍ବାଚନ ପ୍ରଚାର?

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶେଷ ପର୍ଯ୍ୟାୟ ପ୍ରଚାରରେ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ସପୂର୍ଣ୍ଣ ଶକ୍ତି ଦେଖାଉଛନ୍ତି। କେତେକ ଆସନରେ ସ୍ୱାଧୀନ ଓ ଅନ୍ୟ ଦଳର ପ୍ରାର୍ଥୀ ମଧ୍ୟ ଶକ୍ତିଶାଳୀ ଅଛନ୍ତି। ନିର୍ବାଚନର ମୁଡରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଶେଷ ପର୍ଯ୍ୟାୟ ପ୍ରଚାରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହି କାରଣରୁ କୌଣସି ଦଳ ଓ ନେତା ରାଜନୈତିକ ପ୍ରସଙ୍ଗରୁ ବଞ୍ଚିତ…

Read More

ତିନି ତଲାକ୍ ଦେବା ଅଭିଯୋଗରେ ମୁସଲମାନ ପୁରୁଷଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଥ୍ୟ ଦେବାକୁ କେନ୍ଦ୍ରକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମୁସଲିମ ପୁରୁଷଙ୍କ ଦ୍ୱାରା ତିନି ତଲାକ୍ ଘୋଷଣାକୁ ଅପରାଧ ଘୋଷଣା କରୁଥିବା ୨୦୧୯ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ଆଇନ ଅଧୀନରେ ରୁଜୁ ହୋଇଥିବା ଅପରାଧିକ ମାମଲାର ତଥ୍ୟ ଦାଖଲ କରିବାକୁ ସୁପ୍ରିମ୍ କୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସଂସଦ ଦ୍ୱାରା ପ୍ରଣୟନ କରାଯାଇଥିବା ୨୦୧୯ ଆଇନର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ଅନେକ ମୁସଲମାନ ସଂଗଠନ ଦ୍ୱାରା ଦାୟର ହୋଇଥିବା ଆବେଦନର…

Read More

ମୋଦୀ ଯିବେ ଆମେରିକା, ପ୍ରବାସୀଙ୍କୁ ନେଇ କଣ ନେବେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀରେ ଆମେରିକା ଗସ୍ତରେ ଆସିବେ । ସେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି ଏବଂ ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ବୋଲି କହିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଟ୍ରମ୍ପ୍ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି ଏବଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଯାହା ଠିକ୍…

Read More

ପ୍ରୟାଗରାଜ ମହାକୁମ୍ଭ: ସଙ୍ଗମରେ ସ୍ନାନ କଲେ ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ଯୋଗୀ

ପ୍ରୟାଗରାଜ: ଗୃହମନ୍ତ୍ରୀ ଅମିତ ଶାହ ସୋମବାର ପ୍ରୟାଗରାଜରେ ପହଞ୍ଚିଛନ୍ତି। ଅମିତ ଶାହ ଆଜି ମହାକୁମ୍ଭରେ ସାମିଲ ହୋଇ ବୁଡ ପକାଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗୃହମନ୍ତ୍ରୀ ସଙ୍ଗମରେ ସ୍ନାନ କରିଛନ୍ତି। ମହାକୁମ୍ଭ ସନାତନ ସଂସ୍କୃତିର ଏକ ଅନନ୍ୟ ପ୍ରତୀକ। ଅମିତ ଶାହ ତାଙ୍କ ପରିବାର ସହ ଧର୍ମା ସହରରେ ପହଞ୍ଚିଛନ୍ତି। ଅମିତ ଶାହ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “କୁମ୍ଭ ଆମର ସୌହାର୍ଦ୍ଦ୍ୟ ଉପରେ ଆଧାରିତ ଜୀବନ ଦର୍ଶନକୁ ପ୍ରତିଫଳିତ…

Read More

୯୦ କୋଟି ଟଙ୍କାରେ ଜେଟ୍ କିଣିଲେ ଏହି ବ୍ୟବସାୟୀ

ରାଞ୍ଚି: ଦେଶର ଅନ୍ୟତମ ଧନୀ ବ୍ୟବସାୟୀ ସୁରେଶ ଜଲାନ ୧୦ ସିଟ୍ ବିଶିଷ୍ଟ ଏକ ଘରୋଇ ଜେଟ୍ କିଣିଛନ୍ତି। ଏହି ଘରୋଇ ଜେଟର ମୂଲ୍ୟ ୯୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସୁରେଶ ଜାଲାନ ଆଦିବାସୀ ଅଧ୍ୟୁଷିତ ରାଜ୍ୟ ଝାଡ଼ଖଣ୍ଡର ଗିରିଡିହର ବାସିନ୍ଦା ଏବଂ ରାଜ୍ୟର ସବୁଠାରୁ ବଡ଼ କାର୍ବନ ରିସୋର୍ସ କମ୍ପାନିର ମାଲିକ। ଦେଶର ସବୁଠାରୁ ଧନୀ ବ୍ୟବସାୟୀଙ୍କ ମଧ୍ୟରେ ସେ ୨୯୯ତମ ସ୍ଥାନରେ ଅଛନ୍ତି। ସୁରେଶ ଜଲାନ ସ୍ୱିଜରଲ୍ୟାଣ୍ଡରୁ ୯୦ କୋଟି ଟଙ୍କାର…

Read More

ଇଣ୍ଡୋନେସିଆ-ଇଣ୍ଡିଆ ମଧ୍ଯରେ ଏମଓୟୁ, ଚର୍ଚ୍ଚାରେ କଟକ ବାଲିଯାତ୍ରା ପ୍ରସଙ୍ଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଭୋ ସୁବିଆଣ୍ଟୋ ଶନିବାର ରାଜଧାନୀର ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ସହଯୋଗ, ଡିଜିଟାଲ ଭିତ୍ତିଭୂମି ଏବଂ ପ୍ରତିରକ୍ଷା ସହଯୋଗ ଭଳି କ୍ଷେତ୍ରରେ ଅନେକ ବୁଝାମଣାପତ୍ର (ଏମଓୟୁ) ଆଦାନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏସିଆନ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଂଶୀଦାର ଭାବରେ ଇଣ୍ଡୋନେସିଆର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏବଂ ଏହାର ‘ଆକ୍ଟ ଇଷ୍ଟ’ ନୀତି ଅଧୀନରେ ଏସିଆନର କେନ୍ଦ୍ରୀୟତା…

Read More