ତାମିଲନାଡ଼ୁରେ ଏନଡିଏକୁ ବଡ଼ ଝଟକା: ମେଣ୍ଟରୁ ଓହରିଲେ ଟିଟିଭି ଦିନାକରଣ

ତାମିଲନାଡ଼ୁ: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ପାଇଁ ବଡ଼ ଝଟକା। ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନ୍ନୀରସେଲଭମ ଏବଂ ଏବେ ଟିଟିଭି ଦିନାକରଣ ମେଣ୍ଟ ଛାଡ଼ି ଚାଲିଯାଇଛନ୍ତି। ଏହି ଦୁଇ ନେତାଙ୍କ ବିଚ୍ଛେଦ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ NDAକୁ ଶକ୍ତ ଧକ୍କା ଦେଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରାମର୍ଶ ଅନୁଯାୟୀ ସମସ୍ତ ଛୋଟ ଦଳକୁ ମେଣ୍ଟରେ ସାମିଲ କରିବାକୁ ଚେଷ୍ଟା ଚାଲିଥିଲା। କିଛି ମାସ ତଳେ ଶାହଙ୍କ ଉଦ୍ୟମରେ AIADMK ପୁଣି NDAରେ ସାମିଲ…

Read More

ଜିଏସଟି କାଉନସିଲର ଐତିହାସିକ ନିଷ୍ପତ୍ତି: ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ, ବିଳାସପୂର୍ଣ୍ଣ ଜିନିଷ ଉପରେ ୪୦% ଜିଏସଟି

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୫୬ତମ ବୈଠକରେ ଦେଶର ଅର୍ଥନୀତି ଓ ସାଧାରଣ ଜନତାଙ୍କୁ ଲାଭ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି। ଏହା ଅନୁସାରେ, ବର୍ତ୍ତମାନର ୧୨% ଓ ୨୮% ଜିଏସଟି ସ୍ଲାବକୁ ହଟାଇ ଏହା ବଦଳରେ ଦୁଇଟି ସ୍ଲାବ—୫% ଓ ୧୮%—ଲାଗୁ କରାଯିବ। ଏହି ନୂଆ ନିୟମ ଆସନ୍ତା ସେପ୍ଟେମ୍ବର ୨୨, ୨୦୨୫ ନବରାତ୍ରୀର…

Read More

ରାହୁଲ ଗାନ୍ଧୀଙ୍କ ‘ଭୋଟର ଅଧିକାର ଯାତ୍ରା’ ବିହାରରେ ସୃଷ୍ଟି କଲା ନୂଆ ରାଜନୈତିକ ସନ୍ଦେଶ: ଇରଫାନ ଅନସାରୀ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ମନ୍ତ୍ରୀ ଏବଂ କଂଗ୍ରେସ ନେତା ଇରଫାନ ଅନସାରୀ ଆଗାମୀ ବିହାର ବିଧାନସଭା ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ‘ଭୋଟର ଅଧିକାର ଯାତ୍ରା’ ବିହାରରେ ନୂଆ ଉତ୍ସାହ ସୃଷ୍ଟି କରିଛି ଏବଂ ଏହା ବିଜେପି-ଜେଡିୟୁ ଶାସନକୁ ସିଧାସଳଖ ପ୍ରଭାବିତ କରିବ। ଅନସାରୀଙ୍କ କହିବା ଅନୁସାରେ, ସେ ରାହୁଲ ଗାନ୍ଧୀଙ୍କ ରାଲିରେ ୬ ଦିନ ଧରି ଯୋଗ ଦେଇଥିଲେ ଏବଂ ଜନତାଙ୍କ ଉତ୍ସାହ ସ୍ପଷ୍ଟ କରୁଛି…

Read More

ଭାରତରେ ରହିବାକୁ ମିଳିବ ଅନୁମତି: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ୨୦୨୪ ପର୍ଯ୍ୟନ୍ତ ଆସିଥିବା ଅଳ୍ପସଂଖ୍ୟକଙ୍କୁ ବିନା ପାସପୋର୍ଟ-ଭିସାରେ ରହିବାର ଅନୁମତି

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଘୋଷଣା କରିଛି ଯେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଧାର୍ମିକ ନିର୍ଯାତନା କାରଣରୁ ୩୧ ଡିସେମ୍ବର ୨୦୨୪ ପୂର୍ବରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅଳ୍ପସଂଖ୍ୟକ ବ୍ୟକ୍ତିମାନେ ବିନା ପାସପୋର୍ଟ କିମ୍ବା ଭିସାରେ ଭାରତରେ ରହିପାରିବେ। ପିଟିଆଇର ସୂଚନା ଅନୁଯାୟୀ, ଗତ ବର୍ଷ ଲାଗୁ ହୋଇଥିବା ନାଗରିକତା ସଂଶୋଧନ ଅଧିନିୟମ (CAA) ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ କିମ୍ବା…

Read More

2 ବର୍ଷରେ 6 ଗୁଣା ବୃଦ୍ଧି: ଜୋମାଟ ପ୍ଲାଟଫର୍ମ ଫିସ ଏବେ ₹12, ଗ୍ରାହକଙ୍କ ପକେଟ୍ ଉପରେ ଅଧିକ ଭାର

ନୂଆଦିଲ୍ଲୀ: ଅନଲାଇନ୍‌ ଖାଦ୍ୟ ଡିଲିଭେରି ପ୍ଲାଟଫର୍ମ ଜୋମଟୋ ପୁଣିଥରେ ପ୍ଲାଟଫର୍ମ ଫିସ ବୃଦ୍ଧି କରିଛି। ପୂର୍ବରୁ ପ୍ରତ୍ୟେକ ଅର୍ଡର ପାଇଁ 10 ଟଙ୍କା ଦେବାକୁ ପଡୁଥିଲା, କିନ୍ତୁ ଏବେ ସେହି ଶୁଳ୍କ 12 ଟଙ୍କା କରାଯାଇଛି। 2023 ଅଗଷ୍ଟରେ ପ୍ଲାଟଫର୍ମ ଫିସ ପ୍ରଥମେ ପରିଚୟ ହୋଇଥିଲା, ସେଥିବେଳେ ମାତ୍ର 2 ଟଙ୍କା ନିଆଯାଉଥିଲା। କିନ୍ତୁ କେବଳ 2 ବର୍ଷରେ ସେହି 2 ଟଙ୍କାରୁ 12 ଟଙ୍କାକୁ ପହଞ୍ଚିଗଲା, ଯାହା 600% ବୃଦ୍ଧି। ଏହି ବୃଦ୍ଧି ଦେଖିବାକୁ ଛୋଟ…

Read More

ଓଡ଼ିଶାରେ ଆରମ୍ଭ ହେଲା କଂଗ୍ରେସର ସଂଗଠନ ସୃଜନ ଅଭିଯାନ: ନୂତନ ଜିଲ୍ଲା ସଭାପତି ଚୟନ ପାଇଁ ପ୍ରକ୍ରିୟା ଜୋରଦାର

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ନିର୍ଦ୍ଦେଶରେ ଓଡ଼ିଶାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ରାଜ୍ୟର ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ନୂତନ ସଭାପତି ଚୟନ ପ୍ରକ୍ରିୟା ଚାଲିଛି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ରାଜ୍ୟବ୍ୟାପୀ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶ୍ରୀ ଦାସ କହିଛନ୍ତି, ଗତକାଲି ବାଲେଶ୍ୱର…

Read More

ପୁଟିନଙ୍କ ସହ ମୋଦିଙ୍କ ଗୁପ୍ତ ବୈଠକ: SCO ସମ୍ମିଳନୀରେ ଏକ ଘଣ୍ଟା ଧରି କାରରେ ଆଲୋଚନା

ନୂଆଦିଲ୍ଲୀ: ଚୀନର ତିଆନଜିନରେ ଅନୁଷ୍ଠିତ SCO (ସାଙ୍ଘାଇ ସହଯୋଗ ସଂଗଠନ) ସମ୍ମିଳନୀ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଉଷ୍ମ ଏବଂ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ଦୁଇ ନେତାଙ୍କ ମଧ୍ୟରେ ଥିବା ଗଭୀର ବନ୍ଧୁତ୍ୱର ପ୍ରମାଣ ଦେଇଛି। ସମ୍ମିଳନୀ ସ୍ଥାନରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ, ପୁଟିନ ଏବଂ ମୋଦି ଏକାଠି ଦ୍ୱିପାକ୍ଷିକ ବୈଠକ ସ୍ଥାନକୁ ଯାତ୍ରା କରିଥିଲେ। ଏହି ସମୟରେ ପୁଟିନ…

Read More

“ସଙ୍ଗଠନ ସୃଜନ ଅଭିଯାନ” ଆରମ୍ଭ: ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶାରେ ପହଞ୍ଚିଲେ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହୋଇଛି “ସଙ୍ଗଠନ ସୃଜନ ଅଭିଯାନ” । ଏହି ଅଭିଯାନ ଅଧୀନରେ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାରେ କଂଗ୍ରେସ ସଭାପତି ଚୟନ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏହି ଦୁଇ ପର୍ଯ୍ୟବେକ୍ଷକ, ସାଂସଦ ଶ୍ରେୟାଶ ଏମ୍ ପଟେଲ ଏବଂ ଏଆଇସିସି ସମ୍ପାଦକ ଗୋପୀନାଥ ପାଲାନୀୟାପନ,ଭୁବନେଶ୍ୱରରେ ଉପସ୍ଥିତ ହୋଇଛନ୍ତି। ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସଭାପତି ଚୟନ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏହି…

Read More

ଦେଶରେ ବର୍ଷାର ଡବଲ ମାଡ୍‌, ତାୱୀ ନଦୀରେ ୧୨ ଘଣ୍ଟାରେ ବ୍ରିଜ୍ ପୁନଃନିର୍ମାଣ କଲା ସେନା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବର୍ଷାର ଡବଲ ମାଡ୍‌ରେ ଲୋକମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି। ମୌସୁମୀ ବର୍ଷା ସହିତ ଲଘୁଚାପର ପ୍ରଭାବରେ ଦେଶର ଅଧିକାଂଶ ରାଜ୍ୟର ସ୍ଥିତି ବେହାଲ ହୋଇପଡ଼ିଛି। ବିଶେଷତଃ ଉତ୍ତର ଓ ଉତ୍ତରପୂର୍ବ ଭାରତର ଅବସ୍ଥା ଅଧିକ ସଂଗୀନ ହେବାରେ ଲାଗିଛି। ଜମ୍ମୁକାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ସହିତ ମୁମ୍ବାଇ ପର୍ଯ୍ୟନ୍ତ ଲଗାତାର ବର୍ଷାରେ ଜୀବନ ଯାପନ କଷ୍ଟକର ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ସାଧାରଣ ଜୀବନରୁ ଆରମ୍ଭ କରି ଯାତାୟାତ ପର୍ଯ୍ୟନ୍ତ…

Read More

ମନ୍ କୀ ବାତ୍‌ରେ ଓଡିଆ କାନୋଇଂ ଖେଳାଳି ରଶ୍ମିତା ସାହୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୨୫ ତମ ଏପିସୋଡ୍ ରେ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କୁ ସମ୍ମାନିତ କରାଯାଇଛି। ଜାତୀୟ କାନୋଇଂ ଖେଳାଳି ରଶ୍ମିତାଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କର ସଫଳତା ଓ ସଂଘର୍ଷକୁ ପ୍ରଶଂସା କରିଛନ୍ତି। ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଖେଳ କ୍ଷେତ୍ରରେ ଦେଶର ନାମ ଉଜ୍ଜ୍ୱଳ କରିଥିବାରୁ ପ୍ରଧାନମନ୍ତ୍ରୀ ରଶ୍ମିତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିଛନ୍ତି। ରଶ୍ମିତା କଟକ…

Read More