୩୫ରେ ୫ ୱିକେଟ୍ ପତନ, ତଥାପି ବାଂଲାଦେଶ କରିଛି ୨୨୮ ରନ୍ , ତୌହିଦଙ୍କ ଦମଦାର୍ ବ୍ୟାଟିଂ ଦଳର ସମ୍ମାନ ରଖିଦେଇଛି ।

ବାଂଲାଦେଶ ଇନିଂସ ୨୨୮ ରନରେ ସୀମିତ ରହିଥିଲା । ଭାରତ ପକ୍ଷରୁ ମହମ୍ମଦ ଶାମି ପାଞ୍ଚଟି ୱିକେଟ ନେଇଥିଲେ । ଯେତେବେଳେ ହର୍ଷିତ ରାଣା ତିନୋଟି ୱିକେଟ ନେଇଥିଲେ । ଗୋଟିଏ ପର‌୍ୟ୍ୟାୟରେ ବାଂଲାଦେଶ ମାତ୍ର ୩୫ ରନରେ ୫ ୱିକେଟ ହରାଇଥିଲା କିନ୍ତୁ ପରେ, ତୌହିଦଙ୍କ ଶତକ ଏବଂ ଜାକିର ଅଲିଙ୍କ ଅର୍ଦ୍ଧଶତକ ଦଳର ସମ୍ମାନ ରକ୍ଷା କରିଥିଲା । ତୌହିଦ ୧୦୦ ରନ ଏବଂ ଜାକିର ୬୮ ରନ କରିଥିଲେ । ତୌହିଦ  ୧୧୪…

Read More

ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ୍ । ସୀମାରେ ରଚୁଛି ନୂଆ ନୂଆ ଷଡଯନ୍ତ୍ର

ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ୍ । ସୀମାରେ ନୂଆ ନୂଆ ଷଡଯନ୍ତ୍ର ରଚୁଛି । ଜମ୍ମୁ-କାଶ୍ମୀରକୁ ନିଜ ଅଧିନକୁ ନେବାର ସ୍ୱପ୍ନ ଯେତେବେଳେ ମଉଳିବାରେ ଲାଗିଛି, ସେତେବେଳେ ପାକିସ୍ତାନ ତାର ନାପାକ୍ ହରକତ ଆରମ୍ଭ କରିଛି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଗଲା, ଘାଟିରେ ଶାନ୍ତି ପ୍ରତିଷ୍ଠା ହୋଇ ରହିଛି… ଲୋକସଭା ନର୍ବାଚନ ଏବଂ ବିଧାନସଭା ନିର୍ବାଚନରେ ଲୋକେ ବହୁମାତ୍ରାରେ ଭୋଟ୍ ଦେଲେ । ନୂଆ ସରକାର ବନିଲା, ସରକାର ବନିବା ପରେ କାମବି ଆଗକୁ ବଢି…

Read More

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । ଆସନ୍ତାକାଲି ନେବେ ଶପଥ

ଦୀର୍ଘଦିନର ଚର୍ଚ୍ଚା ଆଲୋଚନା ଉପରେ ପଡିଲା ପୂର୍ଣ୍ଣଛେଦ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପାଇଁ ରେଖା ଗୁପ୍ତାଙ୍କ ନାଁରେ ମୋହର ମାରିଲା ବିଜେପି । ବିଜେପି ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ନାଁ ଘୋଷଣା କରିଛନ୍ତି ପର୍ଯ୍ୟବେକ୍ଷକ । ସେପଟେ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ରେଖା । କହିଛନ୍ତି, ଦଳ ମତେ ଆଶୀର୍ବାଦ ଦେଇଛି । ସମର୍ଥନ ଓ ଆଶୀର୍ବାଦ ପାଇଁ ମୁଁ କୃତଜ୍ଞ ।…

Read More

୧୫ ଦିନର ଅତ୍ୟାଚାରର କାହାଣୀ । ବ୍ରସ୍ କରିବାକୁ ଦେଉନଥିଲେ କି ଖାଇବାକୁ ଦେଉନଥିଲେ

୧୧୬ ଜଣ ଭାରତୀୟ, ଯିଏ ୧୫ଦିନର ଅକଥନୀୟ ଅତ୍ୟାଚାରର ଶିକାର ହୋଇଛନ୍ତି । କୌଣସି ଶତ୍ରୁ ଏମାନଙ୍କ ଉପରେ ଅତ୍ୟାଚାର କରିନି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଲ ବନ୍ଧୁ କୁହାଯାଉଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭାରତୀୟଙ୍କ ଉପରେ ଏପରି ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୋଗ କରିଛନ୍ତି ଜଣେ ଆମେରିକୀ ଫେରନ୍ତା । ଆମେରିକାରେ ବେଆଇନ୍ ଭାବେ ଅନୁପ୍ରବେଶ କରି ରହିଆସୁଥିବା ଭାରତୀୟଙ୍କୁ ନିଜ ଦେଶରୁ ବାହାର କରିବା ଯୋଜନା ଆରମ୍ଭ କରିଛି ଆମେରିକା । ଯେଉଁମାନେ…

Read More

ହତ୍ୟାକାରୀ ବାପାକୁ ଧରାଇଦେଲା କୁନି ଝିଅର ଚିତ୍ର । ମାଆକୁ କେମିତି ବାପା କରିଥିଲା ହତ୍ୟା, ପୋଲି ଆଗରେ କହିଲା ପୂରା କାହାଣୀ

ସିନେମାରେ ଦେଖିଥିବେ ମାଆକୁ ହତ୍ୟାକରି ବାପା ଖସିଯାଇଥିବା ବେଳେ କୁନି ପୁଅ କି କୁନି ଝିଅ ହତ୍ୟାକାରୀ ବାପାର ପୋଲ୍ ଖୋଲି ଦେବ । ଆଉ ହତ୍ୟାକାରୀ ବାପା ପୋଲିସ ହାତରେ ଧରାପଡିବ । ଏହିଭଳି ଅନେକ ଘଟଣା ସିନେମାରେ ଦେଖିବାକୁ ମିଳିଥିବ । କିନ୍ତୁ ବାସ୍ତବରେ ଠିକ୍ ଏହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଉତରପ୍ରଦେଶ ଝାନସୀରୁ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଆପଣଙ୍କ ମନକୁ ଯେତିକି ଆନ୍ଦୋଳିତ କରିବ ସେତିକି…

Read More

ପ୍ରୟାଗରାଜରେ ବଡ ଦୁର୍ଘଟଣା : ଶ୍ରଦ୍ଧାଳୁଙ୍କ ଗାଡିକୁ ପିଟିଲା ବସ୍, ୧୦ ମୃତ

ସକାଳୁ ସକାଳୁ ସାମ୍ନାକୁ ଆସିଲା ଏକ ଦୁଃଖଦ ଖବର । ପ୍ରୟାଗରାଜରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ବିଚଳିତ କରିଦେବ । କୁମ୍ଭମେଳା ଯାତ୍ରା ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୦ଜୀବନ ଚାଲିଯାଇଛି । ୧୯ରୁ ଅଧିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଉତ୍ତରପ୍ରଦେଶ ପ୍ରୟାଗରାଜରେ ବଡ ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି । ସବୁଠୁ ଦୁଃଖଦ କଥା ହେଉଛି କୁମ୍ଭମେଳାକୁ ଯାତ୍ରା କରୁଥିବା ୧୦ଜଣ…

Read More

ରଣବୀର ଆଲ୍ଲାହାବାଦିଆ ଘରୁ ନିଖୋଜ1! ଫୋନ୍ ଅଫ୍‌, ଘରେ ପଡିଛି ତାଲା

ରଣବୀର ଆଲ୍ଲାହାବାଦିଆଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି । ପ୍ରକୃତରେ ରଣବୀର ପୋଲିସ ସହିତ ଯୋଗାଯୋଗରୁ ବାହାରେ ଅଛନ୍ତି । କୁହାଯାଉଛି ଯେ ତାଙ୍କ ଫୋନ୍ ମଧ୍ୟ ବନ୍ଦ ଅଛି ଏବଂ ସେ ଘରୁ ନିଖୋଜ ହୋଇଯାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଯେତେବେଳେ ମୁମ୍ବାଇ ପୋଲିସ ରଣବୀରଙ୍କ ଘରକୁ ଯାଇଥିଲା, ଘରଟି ତାଲା ପଡ଼ିଥିଲା ।  ରଣବୀର ଆଲ୍ଲାହାବାଦିଆ ଘରୁ ନିଖୋଜ? ସୂଚନା ଅନୁଯାୟୀ, ରଣବୀର କିମ୍ବା ତାଙ୍କ ଓକିଲ ମୁମ୍ବାଇ ପୋଲିସ ସହିତ ଯୋଗାଯୋଗରେ…

Read More

ମୋଦୀ-ଟ୍ରମ୍ପଙ୍କ ଭେଟଘାଟ୍ । ଉଛୁଳିଲା ଷ୍ଟକ ମାର୍କେଟ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକର ପ୍ରଭାବ ଭାରତୀୟ ଷ୍ଟକ୍ ବଜାର ଉପରେ ଦେଖିବାକୁ ମିଳିଛି । ସପ୍ତାହର ଶେଷ ବାଣିଜ୍ୟ ଅଧିବେଶନରେ ଭାରତୀୟ ଷ୍ଟକ୍ ବଜାର ବଡ଼ ଲାଭ ସହିତ ଖୋଲିଛି। ବିଏସଇ ସେନସେକ୍ସ ୨୩୦ ପଏଣ୍ଟ ବୃଦ୍ଧି ସହିତ ୭୬୩୨୫ ରେ ଖୋଲିଥିଲା ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୬୫ ପଏଣ୍ଟ ବୃଦ୍ଧି ସହିତ ୨୩୦୯୬ ରେ ଖୋଲିଥିଲା। ଆଜିର କାରବାରରେ, ବି.ଏସ.ଇ ସେନସେକ୍ସର ୩୦ଟି…

Read More

ଫ୍ରାନ୍ସ ଗସ୍ତ ପରେ ଦୁଇ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ: ଭାରତର ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ୩ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ବୁଧବାର (୧୨ ଫେବୃଆରୀ) ଆମେରିକାରେ ପହଞ୍ଚିଛନ୍ତି । ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ସେମାନେ ପ୍ରଥମ ଥର ପାଇଁ  ସାକ୍ଷାତ କରିବାକୁ ଯାଉଛନ୍ତି । ୱାଶିଂଟନରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ଟ୍ୱିଟ୍ କରି ଲେଖିଛନ୍ତି ଯେ ସେ କିଛି ସମୟ ପୂର୍ବରୁ ୱାଶିଂଟନ ଡିସିରେ ପହଞ୍ଚିଛନ୍ତି । ଏହି ସମୟ ମଧ୍ୟରେ…

Read More

ପିଲାମାନଙ୍କ ପାଇଁ ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର, ମିଳିବ ଏହି ସୁବିଧା

ମେଟା ଇନଷ୍ଟାଗ୍ରାମରେ କିଶୋରମାନଙ୍କ ପାଇଁ ଏକ ନୂତନ ଫିଚର ଲଞ୍ଚ କରିଛି । ଏଥିରେ ଗୋପନୀୟତା ସୁରକ୍ଷା ଏବଂ ଅଭିଭାବକଙ୍କ ତଦାରଖ ସମେତ ଅନେକ ଉପକରଣ ଅଛି, ଯାହା କିଶୋରମାନଙ୍କ ପାଇଁ Instagram ଅଭିଜ୍ଞତାକୁ ସୁରକ୍ଷିତ କରିବ । ଏହି ବୈଶିଷ୍ଟ୍ୟ ୧୬ ବର୍ଷରୁ କମ୍ ବୟସର ଉପଭୋକ୍ତାମାନଙ୍କ ପାଇଁ ଆରମ୍ଭ କରାଯାଇଛି, କିନ୍ତୁ ଏହାର ଅନେକ ସୁବିଧା ୧୮ ବର୍ଷ ପର୍ଯ୍ୟନ୍ତ ଉପଭୋକ୍ତାମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ । ଆସନ୍ତୁ ଜାଣିବା ଏହି ନୂତନ…

Read More