ହରିଦ୍ୱାର ମନସା ଦେବୀ ମନ୍ଦିର ପଥରେ ଦଳାଚକଟା : ୭ ମୃତ, ଅନେକ ଆହତ

ହରିଦ୍ୱାର: ମନସା ଦେବୀ ମନ୍ଦିର ପଥଚାରୀ ପଥରେ ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକେ ଆହତ ହୋଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମନ୍ଦିର ମାର୍ଗରୁ ୧୦୦ ମିଟର ତଳେ ସିଢ଼ିରେ ବିଜୁଳି ଆଘାତର ଗୁଜବ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଜଣେ ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ ସେହି ଜାଗାରେ ହଠାତ ଭିଡ ଜମି ଥିଲା ଆଉ ଦଳାଚକଟା ପରି ପରିସ୍ଥିତି ଆସି ଯାଇ ଥିଲା | ଏସ୍‌ଏସ୍‌ପି ପ୍ରମେନ୍ଦ୍ର ସିଂହ ଡୋଭାଲଙ୍କ ନେତୃତ୍ୱରେ…

Read More

୭୮ତମ ପ୍ରତିଷ୍ଠା ଦିବସରେ ଓଡ଼ିଶା ହାଇକୋର୍ଟ: ଖାଲି ପଦବି ଓ ବଢ଼ୁଥିବା ମାମଲା ସଂଖ୍ୟା ହେଲା ଚିନ୍ତାର କାରଣ

କଟକ: ଆଜି ହେଉଛି ଓଡ଼ିଶା ହାଇକୋର୍ଟର ୭୮ତମ ପ୍ରତିଷ୍ଠା ଦିବସ। ଗୋଟିଏ ପଟେ ହାଇକୋର୍ଟ ର ପ୍ରତିଷ୍ଠା ଦିବସ କୁ ନେଇ ସମସ୍ତଙ୍କ ଭିତରେ ଯେତିକି ଖୁସି ରହିଛି ଅନ୍ୟପଟେ ହାଇକୋର୍ଟର ବିଚାରପତି ପଦବି ଖାଲି ପଡିବା ଓ ମାମଲା ସଂଖ୍ୟା ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।ଦିନକୁ ଦିନ ମାମଲା ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ୧୯୪୮ ମସିହା ଜୁଲାଇ ୨୬ ଅର୍ଥାତ୍ ଠିକ୍ ଆଜିର ଦିନଟି ପ୍ରତ୍ୟେକ ଓଡ଼ିଆ ଙ୍କ ପାଇଁ ଥିଲା ଏକ ସ୍ମରଣୀୟ…

Read More

ମୃତ ବ୍ୟକ୍ତି ବି ଭୋଟ ଦେବେ କି? ନିର୍ବାଚନ ଆୟୋଗ ବିହାରର ଭୋଟର ତାଲିକାକୁ ନେଇ ପ୍ରଶ୍ନ |

ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନକୁ ଭାରତୀୟ ନିର୍ବାଚନ ଆୟୋଗ ସମର୍ଥନ କରି କହିଛନ୍ତି ଯେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ଏହା ଏକ ସାମ୍ବିଧାନିକ ଦାୟିତ୍ୱ। ମୃତ, ସ୍ଥାନାନ୍ତରିତ କିମ୍ବା ନକଲି ଭୋଟରଙ୍କ ନାମରେ ନକଲି ଭୋଟ୍ ଦେବା ପାଇଁ ବାଟ ଖୋଲିବା ଉଚିତ କି ବୋଲି ସେ ପ୍ରଶ୍ନ କରିଛନ୍ତି | ବାସ୍ତବରେ ସଂଶୋଧନକୁ ବିରୋଧ କରି ସଂସଦ ଭବନ ପରିସରରେ ବିରୋଧୀ ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି…

Read More

ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା: ଲାଭବାନ ହେବ କି ଓଡିଶା?

ନୂଆଦିଲ୍ଲୀ: ଭାରତ ଓ ବ୍ରିଟେନ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ବ୍ରିଟେନ ଗସ୍ତ ଅବସରରେ ଦୁଇ ଦେଶର ବାଣିଜ୍ୟମନ୍ତ୍ରୀ ଏହି ରାଜିନାମା ସ୍ବାକ୍ଷର କରିଛନ୍ତି। ରାଜିନାମାରେ ଦ୍ବିପାକ୍ଷିକ ବାଣିଜ୍ୟକୁ ୨୦୩୦ ସୁଦ୍ଧା ଦ୍ବିଗୁଣିତ କରି ୧୨୦ ବିଲିଅନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ଏହି ବାଣିଜ୍ୟ ରାଜିନାମାରେ ରଖାଯାଇଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ ପରିମାଣ ୫୬ ବିଲିୟନ ଡଲାର ରହିଥିବା ବେଳେ ରାଜିନାମା…

Read More

ବିଜେଡି ଅନାସ୍ଥା ଆଣୁ, ଆମେ ସମର୍ଥନ କରିବୁ: ଭକ୍ତ ଦାସ

ଭୁବନେଶ୍ବର: ନାରୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ନେଇ ପିସିସି ସଭାପତି ଭକ୍ତଚରଣ ଦାସ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡିକୁ ମୁଖ୍ୟ ବିରୋଧୀ ଦଳ ଭାବେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଆହ୍ବାନ ଦେଇଛନ୍ତି। ନଚେତ୍, କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେଡି ଏହାକୁ ସମର୍ଥନ କରୁ ବୋଲି କହିଛନ୍ତି। ଶ୍ରୀ ଦାସ କହିଛନ୍ତି, “ଓଡ଼ିଶାରେ କଂଗ୍ରେସର ୫୧ ବିଧାୟକ ଥିଲେ ଆମେ ସରକାର ଭାଙ୍ଗି…

Read More

ମାତ୍ର ୬ ଦିନରେ ୮ଟି ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଲା ‘ସୈୟାରା’

ମୁମ୍ବାଇ: ଅହାନ ପାଣ୍ଡେ ଏବଂ ଅନିତ ପଡ୍ଡାଙ୍କ ‘ସାୟାରା’ ବକ୍ସ ଅଫିସରେ ଆଲୋଡନ ସୃଷ୍ଟି କରିଛି। ଏହି ରୋମାଣ୍ଟିକ ଫିଲ୍ମ ଦର୍ଶକଙ୍କ ଉପରେ ଏପରି ଯାଦୁ କରିଛି ଯେ ସପ୍ତାହର ସମସ୍ତ ଦିନଗୁଡ଼ିକରେ ମଧ୍ୟ ଏହାକୁ ଦେଖିବା ପାଇଁ ଥିଏଟରଗୁଡ଼ିକରେ ଭିଡ଼ ଜମୁଛି । ସକାଳରୁ ରାତି ପର୍ଯ୍ୟନ୍ତ ଶୋ’ ହାଉସଫୁଲ୍ ହେଉଛି। ଏହା ସହିତ ‘ସାୟାରା’ ମଧ୍ୟ ବିପୁଳ ପରିମାଣର ଟଙ୍କା ରୋଜଗାର କରୁଛି। ‘ସାୟାରା’ ନିଜ ନାମରେ କେଉଁ ରେକର୍ଡ କରିଛି ଆସନ୍ତୁ ଜାଣିବା।…

Read More

କାର୍ଯ୍ୟକାଳ ସରିବା ଆଗରୁ କେଉଁ ଉପରାଷ୍ଟ୍ରପତିମାନେ ଅଧାରୁ ଦେଇଥିଲେ ଇସ୍ତଫା?

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି | ରାଷ୍ଟ୍ରପତିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ସେ ତାଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ବାବଦରେ ଉଲ୍ଲେଖ କରିଥିଲେ | ତେବେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରେ ଧନଖଡ଼ଙ୍କ ଇସ୍ତଫା ଅନେକଙ୍କୁ ଚକିତ କରିଛି। ସମ୍ବିଧାନର ଧାରା ୬୭(କ) ଅନୁସାରେ ସେ ଇସ୍ତଫା ଦେଇଛନ୍ତି। ତେଣୁ ତାଙ୍କ ଇସ୍ତଫା ତତ୍କାଳ କାର୍ଯ୍ୟକାରୀ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ…

Read More

ବଜାରକୁ କମ୍ପାଉଛି ୟୁପିଆଇ: ଭାରତରେ ୮୫% ଓ ବିଦେଶରେ ହେଉଛି ୫୦% କାରବାର |

ନୂଆଦିଲ୍ଲୀ: ଦ୍ରୁତ ଅର୍ଥ ପଇଠ କ୍ଷେତ୍ରରେ ଭାରତ ବୈଶ୍ୱିକ ନେତୃତ୍ୱ ନେଉଛି । ନିକଟରେ ଏକଥା କହିଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇ ଏମ ଏଫ) । ଏପ୍ରକାର ଦ୍ରୁତ ଅର୍ଥ ପଇଠ କ୍ଷେତ୍ରରେ ୟୁପିଆଇ ଏକ ବଳିଷ୍ଠ ମାଧ୍ୟମ ସାଜିଛି । ୨୦୧୬ରେ ୟୁନିଫାଏଡ ପେମେଂଟସ ଇଂଟରଫେସ ବା ୟୁପିଆଇକୁ ନେସନାଲ ପେମେଂଟସ କର୍ପୋରେସନ ଅଫ ଇଣ୍ଡିଆ ଆରମ୍ଭ କରିଥିଲା । ଲୋକମାନଙ୍କ ଟଙ୍କା ଦେଣ ନେଣ କ୍ଷେତ୍ରରେ ୟୁପିଆଇ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି…

Read More

ଶକ୍ତିଶାଳୀ ହେବ ସେନା, ମିଳିବ ଏହି ହେଲିକପ୍ଟର |

ନୂଆଦିଲ୍ଲୀ: ଭାରତୀୟ ସେନାକୁ ଶେଷରେ ବହୁ ପ୍ରତୀକ୍ଷିତ ଆପାଚେ ହେଲିକପ୍ଟର ମିଳିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୩ଟି ଆପାଚେ ହେଲିକପ୍ଟର ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ। ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଭାରତୀୟ ସେନା ୬ଟି ଆପାଚେ ହେଲିକପ୍ଟର ଆଣିବା ପାଇଁ ୬୦୦ ନିୟୁତ ଡଲାରର ରାଜିନାମା ସ୍ବାକ୍ଷର କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୨୪ ମେ ଏବଂ ଜୁନ୍‌ ମାସରେ ଏହା ଭାରତୀୟ ସେନାକୁ ମିଳିବ ବୋଲି ଆଶା ରଖାଯାଇଥିଲା। କିନ୍ତୁ ଯୋଗାଣ ଶୃଙ୍ଖଳ…

Read More

ଆପଣଙ୍କ ଫେସବୁକ୍ ଆଉ କେହି ବ୍ୟବହାର କରୁଛନ୍ତି କି ❓

ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଯୁଗରେ, ସୋସିଆଲ ମିଡିଆ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ବର୍ତ୍ତମାନ ସମୟରେ ଫେସବୁକ୍ କେବଳ କଥାବାର୍ତ୍ତାର ମାଧ୍ୟମ ନୁହେଁ, ଏହାଛଡା ଲୋକମାନେ ଏହା ମାଧ୍ୟମରେ ନିଜର କାମ, ବ୍ୟବସାୟ ଏବଂ ପରିଚୟକୁ ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି କେହି ଆପଣଙ୍କ ଅଜାଣତରେ ଆପଣଙ୍କ ଫେସବୁକ୍ ଆକାଉଣ୍ଟର ବ୍ୟବହାର କରୁଛନ୍ତି, ତେବେ ଏହା କେବଳ ଚିନ୍ତାର ବିଷୟ ନୁହେଁ, ବରଂ ଆପଣଙ୍କ ଗୋପନୀୟତା ଏବଂ ସୁରକ୍ଷା ପାଇଁ ମଧ୍ୟ…

Read More