ଶାଶୁଙ୍କୁ ହତ୍ୟା କରି ୧୯ଟି ସ୍ଥାନରେ ଶରୀର ଖଣ୍ଡ ଫିଙ୍ଗି ଦେଇଥିଲେ ଜ୍ୱାଇଁ

କର୍ଣ୍ଣାଟକ: କର୍ଣ୍ଣାଟକର ଟୁମକୁରୁ ଜିଲ୍ଲାର ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି | ଏହି ନୃଶଂସ ହତ୍ୟାକାଣ୍ଡରେ ପୋଲିସ ମୃତକଙ୍କ ଜ୍ୱାଇଁ ସମେତ ତିନିଜଣଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ପାରିବାରିକ ବିବାଦ ଏହି ହତ୍ୟାର ମୁଖ୍ୟ କାରଣ। ଚିମ୍ପୁଗାନାହାଲ୍ଲୀରେ ଏକ ରାସ୍ତାକଡ଼ରେ କୁକୁର ମୁହଁରେ ମଣିଷ ହାତ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ ୫ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ତନାଘନା କରି ୧୯ଟି ଭିନ୍ନ ସ୍ଥାନରେ ବସ୍ତାରେ…

Read More

ବର୍ଷ ବର୍ଷ ଧରି କଠିନ ପରିଶ୍ରମ ପରେ ମଧ୍ୟ ଚାକିରି ନାହିଁ: AI ଯୋଗୁଁ ବେକାରୀ ସଂଖ୍ୟା ବୃଦ୍ଧି

କୃତ୍ରିମ ବୁଦ୍ଧିମତ୍ତା (AI) ଯୋଗୁଁ ଆମାଜନ, ଇଣ୍ଟେଲ, ମେଟା ଏବଂ ମାଇକ୍ରୋସଫ୍ଟ ଭଳି ବଡ଼ କମ୍ପାନୀଗୁଡ଼ିକରୁ କର୍ମଚାରୀଙ୍କୁ ବହିଷ୍କାର କରାଯାଉଛି। AI ଉପକରଣଗୁଡ଼ିକ, ଯାହା ଦ୍ରୁତ ଗତିରେ କୋଡ୍ ଲେଖିଥାଏ ଏବଂ ଡିବଗ୍ କରିଥାଏ, ପ୍ରବେଶ-ସ୍ତରୀୟ ଚାକିରିଗୁଡ଼ିକୁ ହ୍ରାସ କରୁଛି। ଫଳସ୍ୱରୂପ, ବେକାରୀ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ ହାସଲ କରିଥିବା ଛାତ୍ରମାନେ ବର୍ତ୍ତମାନ ଚାକିରି ପାଇବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁ କ୍ଷେତ୍ରରେ କୋଡିଂ ଶିଖିବା ପାଇଁ ବର୍ଷ ବର୍ଷ…

Read More

ବଦଳୁଛି ଭାରତୀୟଙ୍କ ଖର୍ଚ୍ଚର ଢାଞ୍ଚା, ଭାରତରେ ବଢୁଛି ଡିଜିଟାଲ ସୁନାର ଚାହିଦା

ନୂଆଦିଲ୍ଲୀ: ଜୁଲାଇରେ ସୁନାର ଉଚ୍ଚ ମୂଲ୍ୟ ସତ୍ତ୍ୱେ, ଭାରତୀୟମାନେ ୟୁପିଆଇ ମାଧ୍ୟମରେ ୧୦୦୦ କୋଟି ଟଙ୍କାର ଡିଜିଟାଲ୍ ସୁନା କିଣିଛନ୍ତି । ତେବେ ଆପଣ କବେ ଭାବିଛନ୍ତି କି ଡିଜିଟାଲ ସୁନାର ଚାହିଦା ଭାରତୀୟମାଙ୍କ ମଧ୍ୟରେ କାହିଁକି ବୃଦ୍ଧି ପାଉଛି ? ଡିଜିଟାଲ ସୁନା ଲୋକଙ୍କ ପସନ୍ଦ ହେଉଛି କାରଣ ଏହା କିଣିବା ସହଜ ଏବଂ ଏଥିରେ ସଂରକ୍ଷଣର କୌଣସି ଚିନ୍ତା ନାହିଁ। ପରେ, ଯଦି ସେମାନେ ଚାହାଁନ୍ତି, ତେବେ ସେମାନେ ଏହାକୁ ଭୌତିକ ସୁନାରେ ପରିଣତ…

Read More

ସଂସାର ଉଜାଡିଦେଲା ପିଲାଦିନର ସାଙ୍ଗ : ସଂପର୍କରେ ଲାଗିଲା କଳାଦାଗ

ବେଙ୍ଗାଲୁରୁ: ଧୋକା ଦେଲା ପିଲା ଦିନର ସାଙ୍ଗ , ପରକୀୟା ସମ୍ପର୍କ ଆଗରେ ଫିକା ପଡିଗଲା ବର୍ଷ ବର୍ଷର ବନ୍ଧୁତା ବେଙ୍ଗାଲୁରୁରେ ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ଏଭଳି ଏକ ସଙ୍ଗିନୀ କଥା ପ୍ରକାଶ ପାଇଛି | ଅଭିଯୋଗ ଅନୁଯାୟୀ ତାଙ୍କ ପିଲାଦିନର ବନ୍ଧୁ ତାଙ୍କ ସ୍ତ୍ରୀଙ୍କ ସହ ଅବୈଧ ସମ୍ପର୍କରେ ଥିଲେ। ପୀଡିତ ବିଜୟ କୁମାର ଏବଂ ଅଭିଯୁକ୍ତ ଧନଞ୍ଜୟ ଓରଫ ଜୟ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବନ୍ଧୁ ଥିଲେ,…

Read More

ଯୁବରାଜ, ଶିଖରଙ୍କ ପରେ, ଠକେଇ ମାମଲାରେ ସୁରେଶଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ଆଜି କ୍ରିକେଟର ସୁରେଶ ରାଇନାଙ୍କୁ ଅନଲାଇନ୍ ବେଟିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରିବା ନେଇ ସୂଚନା ମିଳିଛି। ଏହାପୂର୍ବରୁ ଯୁବରାଜ ସିଂହ, ଶିଖର ଧାୱନ ଏବଂ କେତେକ ବଲିଉଡ ତାରକାଙ୍କୁ ମଧ୍ୟ ଇଡି ପଚରାଉଚରା ସାରିଛି।ସୁରେଶ ରାଇନାଙ୍କ ଉପରେ ବେଟିଂ ଆପ୍ 1xBET(୧ଏକ୍ସବେଟ୍)କୁ ପ୍ରୋତ୍ସାହିତ କରିବାର ଅଭିଯୋଗ ହୋଇଛି। ସେ ଏହାର ବ୍ରାଣ୍ଡ ଆମ୍ବାସାଡର ଥିବାନେଇ ସୂଚନା ମିଳିଛି | ଆର୍ଥିକ ଠକେଇ ମାମଲାରେ ଇଡି ୧ଏକ୍ସବେଟ୍, ଫୋର୍‌ପ୍ଲେ, ଲୋଟସ୬୫ ଏବଂ ଅନ୍ୟାନ୍ୟ…

Read More

ଦିଲ୍ଲୀରୁ ୱାଶିଂଟନ ଡିସିକୁ ବିମାନ ସେବା ବନ୍ଦ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଦିଲ୍ଲୀରୁ ୱାଶିଂଟନ ଡିସିକୁ ବିମାନ ସେବା ସେପ୍ଟେମ୍ବର ୧, ୨୦୨୫ରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ପ୍ରଥମ କାରଣ ହେଉଛି, ଏୟାର ଇଣ୍ଡିଆର ୨୬ଟି ବୋଇଂ ୭୮୭-୮ ବିମାନକୁ ଅପଗ୍ରେଡ୍ କରିବା ପାଇଁ କାମ ଚାଲିଛି, ଯାହା ୨୦୨୬ ଶେଷ ପର୍ଯ୍ୟନ୍ତ ଜାରି ରହିବ। ଏହି ଅପଗ୍ରେଡ୍ କାର୍ଯ୍ୟ ଯୋଗୁଁ ଅନେକ ବିମାନ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ଉପଲବ୍ଧ…

Read More

ଭାରତ-ଚୀନ୍‌ ସମ୍ପର୍କରେ ଆଣିପାରେ ନୂତନ ମୋଡ଼ : ଏଲଏସି ନିକଟରେ ଚୀନ୍‌ର ୧୩.୨ ବିଲିୟନ ଡଲାରର ରେଳ ପ୍ରକଳ୍ପ

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ମଧ୍ୟରେ ସମ୍ପର୍କରେ ଉନ୍ନତିର ସଙ୍କେତ ମିଳୁଥିବା ବେଳେ, ଚୀନ୍‌ ଏକ ବିଶାଳ ରେଳ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି, ଯାହା ସିନଜିଆଙ୍ଗ ପ୍ରଦେଶକୁ ତିବ୍ଦତ ସହିତ ସଂଯୋଗ କରିବ। ଏହି ପ୍ରକଳ୍ପର ଏକ ଅଂଶ ଭାରତ ସହିତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟ ଦେଇ ଯିବ, ଯାହା ଦୁଇ ଦେଶ ମଧ୍ୟରେ ସୀମା ସମ୍ବନ୍ଧୀୟ ସମ୍ପର୍କକୁ ଆହୁରି ଜଟିଳ କରିପାରେ। ଏହି ମହତ୍ୱାକାଂକ୍ଷୀ ଯୋଜନାରେ ୨୦୩୫ ସୁଦ୍ଧା ଏଲଏସିକୁ କେନ୍ଦ୍ର…

Read More

ବୁଲା କୁକୁରଙ୍କ ଆତଙ୍କ ଉପରେ ସୁପ୍ରିମକୋର୍ଟଙ୍କ କଠୋର ନିର୍ଦ୍ଦେଶ: ଦିଲ୍ଲୀରୁ ହଟାଇ ଦିଅ ବୁଲା କୁକୁର

ନୂଆଦିଲ୍ଲୀ: ବୁଲା କୁକୁର ଆତଙ୍କକୁ ଗମ୍ଭୀରତାର ସହ ନେଇଛନ୍ତି ସୁପ୍ରିମକୋର୍ଟ, ଦିଲ୍ଲୀ-ଏନସିଆରରୁ ବୁଲା କୁକୁର ହଟାଇ ଆଶ୍ରୟସ୍ଥଳରେ ରଖିବାକୁ କଠୋର ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତି କିମ୍ବା ସଂଗଠନଙ୍କ ବିରୁଦ୍ଧରେ କାଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ଅଞ୍ଚଳକୁ ବୁଲା କୁକୁର ମୁକ୍ତ କରିବାକୁ କୋର୍ଟ ରାୟ ଦେଇ କହିଛନ୍ତି, ଏଥିରେ କୌଣସି ବୁଝାମଣା କରାଯିବ ନାହିଁ । ଦିଲ୍ଲୀ ସରକାର, ଏମସିଡି ଓ…

Read More

ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଲା ପାକିସ୍ତାନ!

ୱାସିଂଟନ: ଆମେରିକା ଗସ୍ତରେ ଥିବା ପାକିସ୍ତାନର ସେନାମୁଖ୍ୟ ଜେନେରାଲ ଅସୀମ ମୁନିର ଭାରତକୁ ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ଫ୍ଲୋରିଡାରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍)ର ବିଦାୟୀ କମାଣ୍ଡର ଜେନେରାଲ ମାଇକେଲ କୁରିଲାଙ୍କ ଅବସର ସମାରୋହରେ ଯୋଗ ଦେଇ ମୁନିର କହିଛନ୍ତି, “ଆମେ ଏକ ପରମାଣୁ ଶକ୍ତିଧର ରାଷ୍ଟ୍ର। ଯଦି ଆମେ ଅନୁଭବ କରିବୁ ଯେ ଆମେ ବଡ଼ ବିପଦ ବା ପରାଜୟର ସମ୍ମୁଖୀନ ହେବାକୁ ଯାଉଛୁ, ତେବେ ଆମେ ଅଧା ଦୁନିଆକୁ ଆମ ସହିତ…

Read More

ବାୟୁସେନାର ପ୍ରଥମ ପସନ୍ଦ ପାଲଟିଛି ରାଫେଲ!

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ଭାରତୀୟ ବାୟୁସେନାର ଏକ ଐତିହାସିକ ଅଭିଯାନ, ଯାହା ମାଧ୍ୟମରେ ଭାରତ ବିଶ୍ୱ ସମୁଦାୟ ଆଗରେ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି। ଏହି ଅଭିଯାନରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହା ମାଧ୍ୟମରେ ଭାରତୀୟ ବାୟୁସେନା ଶହେରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିବା ସହ ପାକିସ୍ତାନର ଏୟାରବେସ୍ ମଧ୍ୟ ନଷ୍ଟ…

Read More