ବିଶ୍ରାମ ପରେ ମଧ୍ୟ ଥକ୍କା ଲାଗୁଛି କି? ସାବଧାନ! ଏହା ହୃଦଘାତର ସଙ୍କେତ ହୋଇପାରେ
ଭୁବନେଶ୍ୱର: ବିଶ୍ରାମ ପରେ ମଧ୍ୟ ଯଦି ଆପଣ ଥକ୍କାପଣ ଅନୁଭବ କରୁଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ଆପଣଙ୍କ ହୃଦୟ ସ୍ୱାସ୍ଥ୍ୟରେ ଗମ୍ଭୀର ସମସ୍ୟାର ପ୍ରାରମ୍ଭିକ ସଙ୍କେତ ହୋଇପାରେ। ନିରନ୍ତର ଥକ୍କାପଣ ହୃଦଘାତର ଏକ ଲକ୍ଷଣ ହୋଇପାରେ। ବିଶେଷଜ୍ଞଙ୍କ ମତରେ, ଯେତେବେଳେ ହୃଦୟକୁ ରକ୍ତ ଓ ଅମ୍ଳଜାନର ଯୋଗାଣ ବାଧାପ୍ରାପ୍ତ ହୁଏ, ଶରୀରର ଶକ୍ତି ହ୍ରାସ ପାଏ। ଏହା ଥକ୍କାପଣ ରୂପେ ପ୍ରକାଶ ପାଏ। ଅନେକ ଥକ୍କାପଣକୁ କାମର ଚାପ କିମ୍ବା ଥକାଦାୟକ ଜୀବନଶୈଳୀ…
