ଟ୍ରମ୍ପଙ୍କ ଜୀବନ ବିପଦରେ :ପୁଟିନ

ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ କରିଛନ୍ତି। ୟୁକ୍ରେନ ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ମଧ୍ୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଟ୍ରମ୍ପ କିଛି କରିବାକୁ ଚାହାଁନ୍ତି ତେବେ ତାହା କର ନଚେତ୍‌ ଆମେ କ୍ୱିଭରେ ନିଆଁ ଲଗାଇଦେବୁ। ତାଙ୍କୁ ରସାତଳ କରିଦେବୁ। ବର୍ତ୍ତମାନ ରୁଷିଆର ରାଷ୍ଟ୍ରପତିଙ୍କ ଏହି ଦୁଇଟି ବିବୃତ୍ତିର ଅର୍ଥ ଜଣାପଡୁଛି।ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ…

Read More

ପୁଟିନଙ୍କ ନାଲି ଆଖି

ରୁଷ୍ ୟୁକ୍ରେନ୍ ଉପରେ କରିଛି ମିଶାଇଲ ମାଡ଼ । ମିଶାଇଲ ମାଡ଼ ଯୋଗୁ ଏବେ କିଭ୍ର ୧୦ ଲକ୍ଷରୁ ଅଧିକ ଘରର ବିଜୁଳି ଚାଲିଯାଇଛି । ଯାହାପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକେ ଅନ୍ଧାରରେ ରହିଛନ୍ତି । ଏହାଥିଲା ରୁଷ୍ର ୟୁକ୍ରେନ୍ ଉପରେ ୧୧ତମ ମିଶାଇଲ ଆଟାକ୍ । ୟୁକ୍ରେନ୍ର ଲାର୍ଜ ସ୍କେଲ ଏନର୍ଜି ସପ୍ଲାଏ ପ୍ଲାଣ୍ଟ ଉପରେ ମିଶାଇଲ ମାଡ଼ ହେବା କାରଣରୁ ସ୍ଥାନୀୟ ଅଞ୍ଚଳରେ ବିଜୁଳି ଚାଲିଯାଇଥିବା କୁହାଯାଇଛି । ଅନ୍ୟପକ୍ଷେ ମିଶାଇଲ ମାଡ଼ରେ ୟୁକ୍ରେନର…

Read More

ଦକ୍ଷିଣ କୋରିଆରେ ଭୟଙ୍କର ତୁଷାର ଝଡ଼

ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ପ୍ରବଳ ତୁଷାରପାତ ଯୋଗୁ ବୁଧବାର ଶହ ଶହ ବିମାନ ବାତିଲ ହୋଇଛି । ଏହାସହ ରେଳ ଏବଂ ସଡ଼କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି ।ନଭେମ୍ବରରେ ଆସିଥିବା ଏହି ତୁଷାର ଝଡ଼ ଦକ୍ଷିଣ କୋରିଆକୁ କଲବଲ୍ କରିପକାଇଛି । ଗତ ୫୦ ବର୍ଷରେ ଏହାକୁ ସବୁଠାରୁ ଭୟଙ୍କର ଝଡ଼ ବୋଲି କୁହାଯାଉଛି । ଦକ୍ଷିଣ କୋରିଆର ପାଣିପାଗ ଏଜେନ୍ସି କହିଛି ଯେ ସିଓଲର ଉତ୍ତର ଏବଂ ଆଖପାଖ ଅଞ୍ଚଳରେ ୨୦ ସେଣ୍ଟିମିଟର ତୁଷାରପାତ…

Read More

ବନ୍ଦ ହେବ ଯୁଦ୍ଧ

ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ବିରତି ରାଜିନାମା । ଆମେରିକା ମଧ୍ୟସ୍ଥତାରେ ଉଭୟ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ବିରତି ରାଜିନାମା ହୋଇଛି । ଏନେଇ ଆମେରିକା ରାଷ୍ଟ୍ରପତି ବାଇଡେନ ଘୋଷଣା କରିଛନ୍ତି । ରାଜିନାମା ଲାଗୁ ଯୋଗୁ ଇସ୍ରାଏଲ-ଲେବାନନ ସୀମାରେ ଲଢ଼େଇରେ ଅବସାନ ଘଟିବ । ପରବର୍ତ୍ତୀ ୬୦ ଦିନରେ ଇସ୍ରାଏଲ ପର୍ଯ୍ୟାୟକ୍ରମେ ବାକି ସେନାକୁ ଅପସାରଣ କରିବ ବୋଲି ବାଇଡେନ କହିଛନ୍ତି ।ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଲେବାନନର ପ୍ରଧାନମନ୍ତ୍ରୀଙ୍କ ସହ ବାଇଡେନ…

Read More

ଟ୍ରମ୍ପ ଚାଇନାକୁ ଟାର୍ଗେଟ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଏବଂ ଚାଇନା ମୁଣବିନ୍ଧା ବଢାଇଛନ୍ତି। ସେ ଘୋଷଣା କରିଛନ୍ତି, ସେ କାନାଡା ଏବଂ ମେକ୍ସିକୋରୁ ଆସୁଥିବା ସମସ୍ତ ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଶେୟାର କରାଯାଇଥିବା ପୋଷ୍ଟରେ ଟ୍ରମ୍ପ କହିଛନ୍ତି,ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିବା ପରେ ସେ ପ୍ରଥମେ କାନାଡା, ଚାଇନା ଏବଂ ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବେ। ମେକ୍ସିକୋ ଏବଂ…

Read More

ଇଣ୍ଡୋନେସିଆରେ ଭୟଙ୍କର ବନ୍ୟା

ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ସୁମାତ୍ରା ଦ୍ୱୀପର ୪ ଅଞ୍ଚଳରେ ଇଣ୍ଡୋନେସିଆ ସୈନ୍ୟ ବାହିନୀ ସହ ଉଦ୍ଧାରକାରୀ ଦଳପକ୍ଷରୁ ରେସ୍କ୍ୟୁ ଅପରେଶନ ଜାରି ରହିଛି। ଏବେ ମଧ୍ୟ ୨ ଶିଶୁଙ୍କ ସମେତ ୬ ଜଣ ନିଖୋଜ ଥିବା ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ସୁମାତ୍ରାର ସ୍ଥାନୀୟ ପଦାଙ୍ଗ…

Read More