ଫ୍ରାନଙ୍କୋଇସ ବାୟରୁ ହେଲେ ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ

ଫ୍ରାନଙ୍କୋଇସ ବାୟରୁ ହେଲେ ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ । ୭୩ ବର୍ଷୀୟ ଫ୍ରାନଙ୍କୋଇସଙ୍କୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି । ବାୟରୁ ଚଳିତ ବର୍ଷ ଦେଶର ଚତୁର୍ଥ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ । ମାକ୍ରୋନଙ୍କ ଘନିଷ୍ଠ ବାୟରୁଙ୍କ ଲକ୍ଷ୍ୟ ୨୦୨୪ର ବଜେଟକୁ ଆଗକୁ ବଢାଇବା ପାଇଁ ଏକ ସ୍ୱତନ୍ତ୍ର ଆଇନ ପାରିତ କରିବା ଉପରେ ରହିବ । ଏହି ବିଲ୍ ଉପରେ ସଂସଦୀୟ ଗତିରୋଧ ଯୋଗୁଁ ପୂର୍ବତନ ପ୍ରଧାନମନ୍ତ୍ରୀ…

Read More

କିଭ୍‌ ସ୍ଥାୟୀ ଶାନ୍ତି ଚାହେଁ

୩ ବର୍ଷ ହେଲା ଲାଗିଥିବା ଯୁଦ୍ଧରେ ୟୁକ୍ରେନ୍‌ର ୪୩,୦୦୦ ସୈନ୍ୟ ନିହତ ହେଲେଣି। ରୁଷିଆ ନିକଟ ଭବିଷ୍ୟତରେ ଧ୍ୱଂସ ହେବାର ନାହିଁ। ସେଥିପାଇଁ କିଭ୍‌ ସ୍ଥାୟୀ ଶାନ୍ତି ଚାହେଁ ବୋଲି ରବିବାର ପ୍ୟାରିସ୍‌ରେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କି କହିଛନ୍ତି। ଏକ ଚୁକ୍ତିନାମା ପାଇଁ ଜେଲେନ୍‌ସ୍କି ଆଗ୍ରହୀ ବୋଲି ପୂର୍ବରୁ ଟ୍ରମ୍ପ୍‌ କହିବା ସହ ବୁଝାମଣା ଆରମ୍ଭ କରିବାକୁ ଆହ୍ବାନ ଦେଇଥିଲେ। ଉଭୟ ପ୍ୟାରିସ୍‌ସ୍ଥିତ ଏଲିସିରେ ଫ୍ରାନ୍ସ ରାଷ୍ଟ୍ରପତି…

Read More

କାଲିଫର୍ନିଆରେ ଭୁମିକମ୍ପ

ଆମେରିକାର ଉତ୍ତର କାଲିଫର୍ନିଆରେ ବଡ ଧରଣର ଭୂମିକମ୍ପ ହୋଇଛି। ଏହାପରେ ଅଧିକାରୀମାନେ ପ୍ରଥମେ ସୁନାମି ଚେତାବନୀ ଦେଇଥିଲେ କିନ୍ତୁ କିଛି ସମୟ ପରେ ଏହାକୁ ବାତିଲ କରିଥିଲେ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଓରେଗନ୍ ସୀମା ନିକଟ ହମ୍ବୋଲ୍ଡ ଜିଲାର ଏକ ଛୋଟ ସହର ଫର୍ଣ୍ଡଲେର ପଶ୍ଚିମରେ ଏହି ଭୂକମ୍ପ ଘଟିଛି।ସୂଚନା ଅନୁଯାୟୀ, ସାନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ସେମାନେ ଏକ ଝୁଲାରେ ଥିବା ଭଳି…

Read More

ଅଗ୍ନିବୀରଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି

ଦୀର୍ଘ ଦିନ ଧରି ଅଗ୍ନିବୀର ଯୋଜନାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି ବିଷୟରେ ନୂତନ ନିୟମ ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ କରିଛି। ଭାରତୀୟ ସେନା, ନୌସେନା ଏବଂ ବାୟୁସେନାର ପ୍ରଥମ ବ୍ୟାଚ ଅଗ୍ନିବୀର ୨୦୨୬ ମସିହାରେ ବିଦାୟ ହେବାକୁ ଯାଉଛି। ତିନି ସୈନ୍ୟବାହିନୀରେ ଚାରି ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ସମସ୍ତ ସୈନିକଙ୍କୁ ମୁକ୍ତ କରାଯିବ ଏବଂ ତା’ପରେ ସେମାନଙ୍କ ମଧ୍ୟରୁ ୨୫…

Read More

ଭାରତୀୟଙ୍କୁ ଉଦ୍ଧାର କଲା ପାକିସ୍ତାନ ସେନା

ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (ପିଏମଏସଏ) ବୁଧବାର ଭାରତୀୟଙ୍କୁ ଏପରି ବିପଦରୁ ଉଦ୍ଧାର କରିଛି। ଭାରତୀୟ କାର୍ଗୋ ଜାହାଜ ଏମଏସଭି ଏଏଲ ପିରାନପିର ବୁଡ଼ିଯିବା ପରେ ୧୨ ଜଣ କର୍ମଚାରୀଙ୍କୁ ପାକିସ୍ତାନୀ ସେନା ଜୀବନ୍ତ ଉଦ୍ଧାର କରିଛନ୍ତି।ବୁଧବାର ଜାରି ଏକ ବିବୃତିରେ ପିଏମଏସଏ କହିଛି ଯେ, ଭାରତର ମୁମ୍ବାଇର ସାମୁଦ୍ରିକ ଉଦ୍ଧାର ସମନ୍ବୟ କେନ୍ଦ୍ର(ଏମଆରସିସି)ରୁ ଏକ ଇ-ମେଲ ମିଳିଥିଲା। ବୁଡ଼ି ଯାଇଥିବା ଜାହାଜର ଲୋକଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ଏଥିଲେ ସହାୟତା ଲୋଡା ଯାଇଥିଲା।…

Read More

ଦକ୍ଷିଣ କୋରିଆରେ ହଟିଲା ‘ଜରୁରୀକାଳୀନ ସାମରିକ ଆଇନ’

ମଙ୍ଗଳବାର ବିଳମ୍ବିତ ରାତିରେ ଦକ୍ଷିଣ କୋରିଆରେ ଏକ ନାଟକୀୟ ରାଜନୖତିକ ଅସ୍ଥିରତା ଦେଖାଦେଇଛି। ବିଳମ୍ବିତ ରାତିରେ ଅଧିବେଶନରେ ଉଭୟ ଶାସକ ତଥା ବିରୋଧୀ ଦଳର ୩୦୦ ଜଣଙ୍କ ମଧ୍ୟରୁ ୧୯୦ ଜଣ ନେତା ସର୍ବସମ୍ମତି କ୍ରମେ ସାମରିକ ଆଇନକୁ ଲାଗୁ କରିବାକୁ ନିଷ୍ପତ୍ତି ନେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ପୁଣି ହଟାଇ ଦିଆଯାଇଛି। ଉତ୍ତର କୋରିଆର ସୈନ୍ୟବାହିନୀଙ୍କୁ ହଟାଇବା ଏବଂ ସାମ୍ବିଧାନିକ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଶପଥ ନେଇ ୟୋନ୍ ଏକ ଟେଲିଭିଜନ ଭାଷଣରେ…

Read More

ଆମେରିକା ଚାଇନା ମଧ୍ୟରେ ବିବାଦ

ସେମିକଣ୍ଡକ୍ଟର ଟେକ୍ନୋଲୋଜିକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏକ ଆମେରିକୀୟ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ୩ ବର୍ଷ ମଧ୍ୟରେ ଚାଇନାର ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ଉପରେ ତୃତୀୟ ଥର ପାଇଁ କଟକଣା ଲଗାଇବାକୁ ଆମେରିକା ପ୍ରସ୍ତୁତି କରୁଛି। ଏହାଦ୍ୱାରା ଚିପ୍‌ ଉପକରଣ ନିର୍ମାତା କମ୍ପାନୀ ନୌରା ଟେକ୍ନୋଲୋଜି ଗ୍ରୁପ୍‌ ସମେତ ୧୪୦ରୁ ଅଧିକ ଚାଇନା କମ୍ପାନୀ ଉପରେ କଟକଣା ଲାଗୁ ହେବ। ଚାଇନାର ଆଡଭାନ୍ସ ଚିପ୍ସ ବିକାଶ କରିବାର ଦକ୍ଷତାକୁ ଦୁର୍ବଳ…

Read More

ସିରିଆ ଅଶାନ୍ତ

ଗାଜା ଓ ଲେବାନନ ପରେ ସିରିଆ ଆତଙ୍କୀ ଗତବିଧି ବୃଦ୍ଧି ହେବା ସହ ନରସଂହାର ଆରମ୍ଭ ହୋଇଛି । ସିରିଆ ସରକାରକୁ ଗାଦିଚ୍ୟୁତ କରିବାକୁ ଆତଙ୍କୀ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି । ଦେଶର ଦ୍ୱିତୀୟ ବଡ ସହର ଅଲେପ୍ପୋରେ ତାଣ୍ଡବ ଲୀଳା ଖେଳାଇଛି । ସହରର ବହୁ ଅଞ୍ଚଳକୁ ନିଜ କବଜାକୁ ନେଇସାରିଲାଣି ତହରିର ଅଲ ସାମ । ଆଠ ବର୍ଷ ଆଗରୁ ଏହି ସଂଗଠନ ସେଠାରେ ରକ୍ତର ହୋରି ଖେଳୁଥିଲା । ସିରିଆ ସେନା…

Read More

ଟ୍ରମ୍ପଙ୍କ ପାଇଁ ଚିନ୍ତାରେ ଭାରତ

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ଦେଇଛନ୍ତି ଖୋଲା ଧମକ। ଯାହା ଭାରତର ଚିନ୍ତା ବଢାଇଛି। ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇ କହିଛନ୍ତି ଯେ ଯଦି ଆମେରିକୀୟ ଡଲାରକୁ ଦୁର୍ବଳ କରିବା କିମ୍ବା ବଦଳାଇବା ପାଇଁ କୌଣସି ପ୍ରୟାସ କରାଯାଏ, ତେବେ ସେ ଏହି ଦେଶଗୁଡିକ ଉପରେ ୧୦୦% ଟିକସ ଲାଗୁ କରିବେ। ସୂଚନାଯୋଗ୍ୟ, ବ୍ରିକ୍ସ ହେଉଛି ନଅ ଦେଶର ଏକ ଗୋଷ୍ଠୀ, ଯେଉଁଥିରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ। ବ୍ରିକ୍ସର କିଛି ସଦସ୍ୟ ଦେଶ,…

Read More

ନଦୀରେ ଓଲଟିଲା ଡଙ୍ଗା

ନାଇଜର ନଦୀରେ ଓଲଟିଲା ଡଙ୍ଗା । ବଜାରକୁ ଖାଦ୍ୟ ନେଇ ଯାଉଥିବା ସମୟରେ ଅଚାନକ ଡଙ୍ଗା ଓଲଟି ପଡ଼ିବା ଫଳରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୧୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଛି ।ଡଙ୍ଗାରେ ପାଖାପାଖି ୨୦୦ ଯାତ୍ରୀ ଯାତ୍ରା କରୁଥିବା ବେଳେ ସେମାନେ କୋଗୀ ରାଜ୍ୟରୁ ପଡ଼ୋଶୀ ରାଜ୍ୟ ନାଇଜରକୁ ଯାଉଥିଲେ । ମାତ୍ର ଅଧାବାଟରେ ଘଟିଥିଲା ଏପରି ଏକ ଅଘଟଣ ।…

Read More