ଭୁଲ୍ ମାନିଲେ, ବିମାନ ଖସାଇବା ପଛରେ ଋଷର ହାତ ଅଛି ସ୍ୱୀକାର କଲେ ଋଷ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଆଜରବାଇଜାନ ଏୟାରଲାଇନ୍ସର ବିମାନ ଦୁର୍ଘଟଣା ଘଟଣାରେ ଏବେ ବଡ ତଥ୍ୟ ସାମ୍ନାକୁ ଆସିଛି । ବିମାନଟିକୁ ଖସାଇବା ପାଇଁ ରୁଷିଆ ଖସାଇଥିବା ସ୍ୱୀକାର କରିଛି । ୟୁକ୍ରେନର ଡ୍ରୋନ୍ ଆକ୍ରମଣକୁ ବିଫଳ କରିବା ପାଇଁ ତା’ର ବାୟୁ ପ୍ରତିରକ୍ଷା ବାହିନୀ ଆଜରବାଇଜାନୀ ଏୟାରଲାଇନ୍ସର ଏକ ବିମାନକୁ ଟାର୍ଗେଟ କରିଥିବା ରୁଷ୍ ଶନିବାର ସ୍ୱୀକାର କରିଛି। କ୍ରେମଲିନ୍ ଦାବି କରିଛି ଯେ ବିମାନଟି ରୁଷିଆର ଗ୍ରୋଜନି ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରିଥିଲା। ସେହି ସମୟରେ ୟୁକ୍ରେନର…
