ତୀବ୍ର ହେବ ଋଷ-ୟୁକ୍ରେନ୍ ଯୁଦ୍ଧ ! ଟ୍ରମ୍ପଙ୍କ ନିଷ୍ପତି ଉପରେ ନଜର
ଆହୁରି ତୀବ୍ର ହେବ ଋଷ-ୟୁକ୍ରେନ୍ ଯୁଦ୍ଧ । ଡୋଲାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଯୁଦ୍ଧକୁ ନୂଆ ନୂଆ ମୋଡ ମିଳୁଛି । ବର୍ତ୍ତମାନ ସ୍ଥିତି ଏପରି ହୋଇଛି, ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ନିଷ୍ପତ୍ତି ସବୁ କିଛିକୁ ଓଲଟପାଲଟ କରିଦେଇପାରେ । ଏହାରି ଭିତରେ ଯୁଦ୍ଧରେ ଆଶଙ୍କା ନେଇ ଜାତିସଂଘରୁ ଏକ ବଡ଼ ଖବର ଆସିଛି । ଋଷ ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘର ଦୁଇଟି ପ୍ରସ୍ତାବ ଉପରେ ଋଷକୁ ସମର୍ଥନ କରିଛି ଆମେରିକା । ତିନି…
