ସ୍ୱାମୀଙ୍କ ବିଶ୍ୱାସଘାତକତାର ପର୍ଦ୍ଦାଫାସ୍ କଲା ଟୁଥବ୍ରଶ୍!
ଲଣ୍ଡନ: ପରକୀୟା ସମ୍ପର୍କକୁ ପ୍ରମାଣିତ କରିବାକୁ ସାଧାରଣତଃ ଫୋନ୍, ମେସେଜ୍ କିମ୍ବା ସୋସିଆଲ ମିଡିଆକୁ ପ୍ରମାଣ ଭାବେ ବ୍ୟବହାର କରାଯାଏ। କିନ୍ତୁ ବ୍ରିଟେନରେ ଘଟିଥିବା ଏକ ଅନନ୍ୟ ମାମଲାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିଶ୍ୱାସଘାତକତାକୁ ଏକ ଇଲେକ୍ଟ୍ରିକ୍ ଟୁଥବ୍ରଶ୍ର ଡାଟା ମାଧ୍ୟମରେ ପ୍ରମାଣ କରିଛନ୍ତି। ମିଳିଥିବା ସୂଚନାନୁସାରେ, ମହିଳାଙ୍କୁ ସନ୍ଦେହ ହୋଇଥିଲା ଯେ ସ୍ୱାମୀଙ୍କ ପ୍ରେମ ସମ୍ପର୍କ ଅଛି। କାରଣ, ସେ କାମରେ ଅଧିକ ସମୟ ବିତାଉଥିଲେ । ଠୋସ୍ ପ୍ରମାଣ ନଥିବାରୁ ସେ ଜଣେ…
