ଚନ୍ଦ୍ରରେ ଏକ ନୂଆ ଅଧ୍ୟାୟ: ନିର୍ମାଣ ହେଉଛି ପରମାଣୁ ଶକ୍ତି କେନ୍ଦ୍ର
ୱାସିଂଟନ: ଏକ ସମୟରେ ଚନ୍ଦ୍ରରେ ପହଞ୍ଚିବା ଓ ପାଦଚିହ୍ନ ରଖିବା ଥିଲା ବଡ଼ କଥା। କିନ୍ତୁ ଏବେ ଚନ୍ଦ୍ର ଅଭିଯାନରେ ନୂଆ ଲକ୍ଷ୍ୟ ହେଉଛି ସେଠାରେ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ। ଚୀନ୍ ଘୋଷଣା କରିଛି ଯେ ସେ ୨୦୨୫ ଏପ୍ରିଲ ସୁଦ୍ଧା ଚନ୍ଦ୍ରରେ ଏକ ପରମାଣୁ ଶକ୍ତି କେନ୍ଦ୍ର ତିଆରି କରିଥିଲା । ଅନ୍ୟପଟେ, ଆମେରିକାର ମହାକାଶ ସଂସ୍ଥା ନାସା ମଧ୍ୟ କହିଛି ଯେ ୨୦୩୦ ସୁଦ୍ଧା ସେମାନେ ଚନ୍ଦ୍ରରେ ଏକ ରିଆକ୍ଟର ଚାଲୁ କରିବେ।…
