ବଲେନ୍ଦ୍ର ବନିବେ ନେପାଳ ପ୍ରଧାନମନ୍ତ୍ରୀ!

କାଠମାଣ୍ଡୁ: ନେପାଳରେ ଯୁବପିଢ଼ିଙ୍କ ମଧ୍ୟରେ ଏକ ଜୋରଦାର ଉତ୍ସାହର ଲହରୀ ଦେଖାଦେଇଛି, ଯେଉଁଥିରେ ୩୫ ବର୍ଷୀୟ କାଠମାଣ୍ଡୁ ମେୟର୍ ବଲେନ୍ଦ୍ର ଶାହ, ଯିଏ ବଲେନ୍ ନାମରେ ଜଣାଶୁଣା। କେ.ପି. ଶର୍ମା ଓଲିଙ୍କ ଇସ୍ତଫା ପରେ ବଲେନଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ନେପାଳର ଯୁପ ପିଢ଼ି। ଜଣେ ପୂର୍ବତନ ସିଭିଲ୍ ଇଞ୍ଜିନିୟର ଓ ରାପର୍ ଥାଇ ରାଜନୀତିରେ ପାଦ ଦେଇଥିବା ବଲେନ୍ ନେପାଳର ଜେନ୍-ଜିଙ୍କ ମନ ଜିଣିଛନ୍ତି, ଯେଉଁମାନେ ତାଙ୍କୁ ଦୁର୍ନୀତି ଓ ଅସମାନତା ଭଳି…

Read More
Netanyahu should learn from Prime Minister Modi...', why did an Israeli defense expert say this?

ନେତାନାହୁ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଶିଖିବା ଉଚିତ…’, କାହିଁକି ଏପରି କହିଲେ ଇସ୍ରାଏଲୀ ପ୍ରତିରକ୍ଷା ବିଶେଷଜ୍ଞ ?

ଇସ୍ରାଏଲୀ ପ୍ରତିରକ୍ଷା ନୀତି ବିଶେଷଜ୍ଞ ଜାକି ଶାଲୋମ ତାଙ୍କ ଦେଶକୁ ଭାରତଠାରୁ ଶିଖିବାକୁ ପରାମର୍ଶ ଦେଇଛନ୍ତି। ଜାକି କହିଛନ୍ତି ଯେ ଇସ୍ରାଏଲ ମଧ୍ୟ ଆମେରିକାର ଶୁଳ୍କ ବିରୋଧରେ ଭାରତ ଯେପରି ଠିଆ ହେଉଛି ସେଥିରୁ କିଛି ଶିଖିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଉଲ୍ଲେଖ କରି ଜାକି ଶାଲୋମ କହିଛନ୍ତି, “ଆମେରିକାର ଶୁଳ୍କ ନୀତି ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଠୋର ଆଭିମୁଖ୍ୟ ଏବଂ ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ ତାଙ୍କର ପ୍ରତିକ୍ରିୟା ଆମକୁ ଶିକ୍ଷା ଦିଏ ଯେ…

Read More

ନେପାଳରେ ରାଜନୈତିକ ସଙ୍କଟ: ରାଷ୍ଟ୍ରପତିଙ୍କ ଘର ଉପରକୁ ପଥର ମାଡ କଲେ ଉତ୍ୟକ୍ତ ଜନତା

କାଠମାଣ୍ଡୁ: ନେପାଳରେ ରାଜନୈତିକ ସଙ୍କଟ ଗଭୀର ହେବାରେ ଲାଗିଛି। ମଙ୍ଗଳବାର କେପି ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସରକାରର ୯ ଜଣ ମନ୍ତ୍ରୀ ଏବଂ ଜଣେ ଉପପ୍ରଧାନମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ନିଷେଧାଦେଶକୁ ନେଇ ହଜାର ହଜାର ନେପାଳୀ ଯୁବକ ସୋମବାର ରାଜରାସ୍ତାକୁ ଓହ୍ଲାଇଥିଲେ, ଯାହାକୁ ଜେନ୍-ଜି (୧୯୯୫-୨୦୧୦ ମଧ୍ୟରେ ଜନ୍ମିତ) ବିପ୍ଳବ ଭାବରେ ଦେଖାଯାଉଛି। ଏହା ମଧ୍ୟରେ ନେପାଳର ବୀରଗଞ୍ଜରେ ଆଇନ ମନ୍ତ୍ରୀ ଅଜୟ କୁମାର ଚୌରାସିଆଙ୍କ ଘରକୁ ହଜାର ହଜାର ନେପାଳୀ…

Read More

ଆଫଗାନିସ୍ତାନରେ ପୁଣି ଭୂମିକମ୍ପ, ୨୨୦୦ ଲୋକଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନ ପୁଣିଥରେ ଭୂମିକମ୍ପରେ କମ୍ପିଲା। ଜର୍ମାନୀ ରିସର୍ଚ୍ଚ ସେଣ୍ଟର ଫର୍‌ ଜିୟୋସାଇନ୍ସ ଅନୁସାରେ, ଗୁରୁବାର ଦକ୍ଷିଣ-ପୂର୍ବ ଆଫଗାନିସ୍ତାନରେ ୬.୨ ତ୍ରୀବତାର ଭୂକମ୍ପ ଅନୁଭୂତ ହୋଇଛି। ଚଳିତ ସପ୍ତାହରେ ଲଗାତାର ଭୂମିକମ୍ପରେ ଏବେସୁଦ୍ଧା ୨୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬୦୦ ଲୋକ ଗୁରୁତର ଆହତ ହୋଇଛନ୍ତି। ଭୂମିକମ୍ପର ପ୍ରଭାବରେ ଶତାଧିକ ଘର-ଦ୍ୱାର ଭାଙ୍ଗିଯାଇଛି ଓ ଅନେକ ଅଞ୍ଚଳ ଧ୍ବଂସସ୍ତୂପରେ ପରିଣତ ହୋଇଛି। ପୂର୍ବରୁ ଆସିଥିବା ଭୂମିକମ୍ପରେ କୁନାର ଓ ନାଙ୍ଗରହାର ପ୍ରାନ୍ତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା।ଲଗାତାର…

Read More

ପୁଟିନଙ୍କ ସହ ମୋଦିଙ୍କ ଗୁପ୍ତ ବୈଠକ: SCO ସମ୍ମିଳନୀରେ ଏକ ଘଣ୍ଟା ଧରି କାରରେ ଆଲୋଚନା

ନୂଆଦିଲ୍ଲୀ: ଚୀନର ତିଆନଜିନରେ ଅନୁଷ୍ଠିତ SCO (ସାଙ୍ଘାଇ ସହଯୋଗ ସଂଗଠନ) ସମ୍ମିଳନୀ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଉଷ୍ମ ଏବଂ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ଦୁଇ ନେତାଙ୍କ ମଧ୍ୟରେ ଥିବା ଗଭୀର ବନ୍ଧୁତ୍ୱର ପ୍ରମାଣ ଦେଇଛି। ସମ୍ମିଳନୀ ସ୍ଥାନରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ, ପୁଟିନ ଏବଂ ମୋଦି ଏକାଠି ଦ୍ୱିପାକ୍ଷିକ ବୈଠକ ସ୍ଥାନକୁ ଯାତ୍ରା କରିଥିଲେ। ଏହି ସମୟରେ ପୁଟିନ…

Read More

କ୍ୱାଡ୍‌ ସମ୍ମିଳନୀ ପାଇଁ ଭାରତ ଆସିବେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଏହି ବର୍ଷର ଶେଷ ଆଡ଼କୁ ଭାରତରେ କ୍ୱାଡ୍ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି କିନ୍ତୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମ୍ମିଳନୀରେ ଯୋଗଦେବେନାହିଁ ବୋଲି ଅନ୍ତର୍ଜାତୀୟ ମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କର ଭାରତ ଗସ୍ତ କରିବାର କୌଣସି ଯୋଜନା ନାହିଁ। ଗତ କିଛି ମାସରେ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସମ୍ପର୍କ କିପରି ତିକ୍ତ ହୋଇଛି, ତାହା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।…

Read More

୭ ବର୍ଷ ପରେ ଚୀନରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଲେ ମୋଦୀ

ତିଆଞ୍ଜିନ୍: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଚୀନର ତିଆଞ୍ଜିନ୍‌ରେ ଭେଟଘାଟ କରିଛନ୍ତି। ଏହି ବୈଠକ ସଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ (ଏସ୍‌ସିଓ) ଶିଖର ସମ୍ମିଳନୀର ସାଇଡ୍‌ଲାଇନ୍‌ରେ ହୋଇଥିଲା। ଏହା ମୋଦୀଙ୍କର ଚୀନ ଗସ୍ତର ୭ ବର୍ଷ ପରେ ପ୍ରଥମ ବୈଠକ। ଉଭୟ ନେତା ହାତ ମିଳାଇ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ। ବୈଠକରେ ଉଭୟ ଦେଶ ମଧ୍ୟରେ ସୀମା ପରିଚାଳନା ନେଇ ଚୁକ୍ତି ହୋଇଛି। ଏହା ସହ କୈଳାଶ ମାନସରୋବର ଯାତ୍ରା ପୁନରାରମ୍ଭ…

Read More

ଭାରତୀୟ ଉତ୍ପାଦ ଉପରେ ଆମେରିକାର ୨୫% ଶୁଳ୍କ: ଭାରତର ଦୃଢ଼ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି, ଯାହା ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୭, ୨୦୨୫ ଠାରୁ କାର୍ଯ୍ୟକାରୀ ହେବ। ଏହି ନିଷ୍ପତ୍ତି ଭାରତର ଋଷରୁ ତେଲ କିଣାକୁ କେନ୍ଦ୍ର କରି ନେଇଛି। ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି ଯେ ଭାରତ ଋଷରୁ ତେଲ କିଣି ପରୋକ୍ଷ ଭାବେ ୟୁକ୍ରେନ ଯୁଦ୍ଧରେ ସହାୟତା କରୁଛି। ଏହା ପୂର୍ବରୁ ଭାରତୀୟ ଉତ୍ପାଦ ଉପରେ ୨୫% ଶୁଳ୍କ…

Read More

ଭାରତକୁ ‘ଟାରିଫ୍‌ର ମହାରାଜା’ କହି ଟ୍ରମ୍ଫ କଲେ କଡ଼ା ସମାଲୋଚନା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋ ଭାରତକୁ ‘ଟାରିଫ୍‌ର ମହାରାଜା’ ବୋଲି ଅଭିହିତ କରି କଡ଼ା ସମାଲୋଚନା କରିଛନ୍ତି। ରୁଷିଆରୁ ତୈଳ ଆମଦାନୀ ଜାରି ରଖି ଭାରତ ଏକ ‘ଲାଭଜନକ ଯୋଜନା’ ଚଳାଉଥିବା ଅଭିଯୋଗ କରି ନାଭାରୋ କହିଛନ୍ତି ଯେ, ଏହା ରୁଷିଆର ଯୁଦ୍ଧ ପ୍ରୟାସକୁ ପରୋକ୍ଷରେ ସହାୟତା କରୁଛି। ସେ ଆହୁରି କହିଛନ୍ତି ଯେ, ଆଗାମୀ ସପ୍ତାହ ଅର୍ଥାତ୍ ଅଗଷ୍ଟ ୨୭ ତାରିଖରୁ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ…

Read More

ଜୈଶ-ଏ-ମହମ୍ମଦର ଆତଙ୍କୀ ଯୋଜନା,୩୧୩ଟି ନୂଆ ଜୈଶ-ଏ-ମହମ୍ମଦର

ଇସଲାମାବାଦ: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମସୁଦ ଅଜହର ପାକିସ୍ତାନରେ ୩୧୩ଟି ନୂଆ ଆତଙ୍କୀ ତାଲିମ ଶିବିର ନିର୍ମାଣ ପାଇଁ ୩୯୧ ବିଲିୟନ ପାକିସ୍ତାନୀ ଟଙ୍କା ସଂଗ୍ରହ କରିବାରେ ଲାଗିଛନ୍ତି। ଏହି ଅର୍ଥ ସଂଗ୍ରହ ପାଇଁ ମସୁଦ ଓ ତାଙ୍କ ଭାଇ ତାଲହା ଅଲ ସୈଫ ପାକିସ୍ତାନୀ ଡିଜିଟାଲ ଓ୍ଵାଲେଟ ଇଜିପେସା ଓ ସଦାପେ ଜରିଆରେ ଚାନ୍ଦା ମାଗୁଛନ୍ତି। ପାକିସ୍ତାନର ଅଲ ରହମତ ଟ୍ରଷ୍ଟ ଏହି ଅର୍ଥ ସଂଗ୍ରହରେ ସହାୟତା କରୁଥିବା ଜଣାପଡ଼ିଛି। ଭାରତର ଅପରେସନ ସିନ୍ଦୂର…

Read More