ଆଣ୍ଠୁ-ଗଣ୍ଠୀ ସମସ୍ୟା ହେଉଛି କି! ଆପଣାନ୍ତୁ ଏହି ଉପାୟ
ଶୀତଋତୁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କାରଣ ଏହି ଋତୁରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ଅନେକ ଲୋକ ବହୁତ ପ୍ରକାର ସମସ୍ୟାରେ ପାଡୀତ ହୋଇଥାଆନ୍ତି । ଯେମିତିକି ଥଣ୍ଡା, କାଶଠାରୁ ଆରମ୍ଭ କରି ଆଣ୍ଠୁ-ଗଣ୍ଠୀ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଆଣ୍ଠୁ-ଗଣ୍ଠୀ ସମସ୍ୟା ପ୍ରାୟତଃ ସମସ୍ତ ଲୋକଙ୍କଠାରେ ଦେଖାଦେଉଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ବହୁତ କିଛି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ହେଲେ…
