ହାର୍ଟଆଟାକ ହେବା ପୂର୍ବରୁ ମିଳିଥାଏ ଆମକୁ ଏହିସବୁ ସଂକେତ, ଏଭଳି ସଂକେତ ମିଳିଲେ କେବେ ବି କରନ୍ତୁ ନାହିଁ ଅବହେଳା

ଆଜିକାଲି ସମୟରେ ହାର୍ଟ ଆଟାକ ବା ହୃଦଘାତ ଏକ ସାଧାରଣ ସମସ୍ୟା ହୋଇଗଲାଣି ଲ ଏହା କେବଳ ବର୍ତମାନ ଆମ ଜୀବନ ଚର୍ଯ୍ୟାର ପରିବର୍ତନ ଯୋଗୁଁ ଦେଖା ଯାଇଥାଏ l ଏହି କାରଣରୁ ଆମ ଦେଶରେ ପ୍ରତି ୪ଟି ଲୋକଙ୍କ ମଧ୍ୟରୁ ୩ଟି ଲୋକଙ୍କ ନିକଟରେ ହାର୍ଟ ଆଟାକ ଦେଖା ଦେଇଥାଏ l ତା ସହିତ ଅଧିକାଂଶ ଲୋକଙ୍କୁ ମଧ୍ୟ ସାଇଲେଣ୍ଟ ଆଟାକ ମଧ୍ୟ ହୋଇଥାଏ ଯାହାକୁ ସେମାନେ ଜାଣି ପାରି ନଥାଆନ୍ତି l ଠିକ ସମୟ…

Read More

ଚା କିମ୍ବା କଫି ଛୋଟପିଲାଙ୍କ ପାଇଁ କେତେ କ୍ଷତିକାରକ ? ଆସନ୍ତୁ ଜାଣିବା…

ଖାଦ୍ୟ ଶରୀର ପାଇଁ ଖୁବ ଆବଶ୍ୟକ, କିନ୍ତୁ କିଛିଟା ଖାଦ୍ୟ ଏଭଳି ରହିଛି ଯାହାକି ଶରୀର ପାଇଁ ଜହର ମଧ୍ୟ ହୋଇପାରେ l ଯେପରିକି ଭାରତୀୟ ମାନଙ୍କର ସକାଳ ଆରମ୍ଭ ଚା କଫି, ଆମେ ସମସ୍ତେ ସକାଳ ହେବା ମାତ୍ରକେ ଏହାକୁ ପିଇବାକୁ ପସନ୍ଦ କରିଥାଉ l କିନ୍ତୁ ଏହି ଚା ଆମ ଶରୀର ପାଇଁ କେତେ କ୍ଷତିକାରକ ତାହା ଆମେ ଜାଣି ନାହୁଁ l ପୂର୍ବରୁ ଏହା ବଡ଼ ମାନଙ୍କର ପସନ୍ଦ ଥିଲା, ବିଶେଷ ଭାବରେ…

Read More

ମଧ୍ୟାହ୍ନ ଭୋଜନ ପରେ ଗ୍ୟାସ ଓ ଏସିଡ଼ିଟି ସମସ୍ୟା ଦେଖାଉଛି କି ? ଜାଣନ୍ତୁ ଏହା ପଛର କାରଣ ଓ ପ୍ରତିକାର ବିଷୟରେ…

ଆଜିକାଲି ଅନେକ ଲୋକ ମଧ୍ୟାହ୍ନ ଭୋଜନ କରିବା ପରେ ଗ୍ୟାସ ଓ ଏସିଡ଼ିଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଖାଦ୍ୟ ହଜମ ନହେବା କାରଣରୁ ପେଟର ଏହି ସମସ୍ୟା ଦେଖାଯାଇ ଥାଏ l କିଛି ଲୋକ ଏଭଳି ଥାଆନ୍ତି ଯିଏକି ଖାଦ୍ୟ ଖାଉ ଖାଉ ଆମ୍ବିଳା ହେକୁଟି ଆସିବା, ପେଟ ରେ ଯନ୍ତ୍ରଣା ଅନୁଭବ ହେବା, ପେଟ ଫୁଲିଯିବା ସମସ୍ୟାର ସମୁଖୀନ ହୋଇ ଥାଆନ୍ତି ଲ ଏହାର ମୁଖ୍ୟ କାରଣ କ’ଣ… – ସକାଳ ଜଳଖିଆ ଓ…

Read More

କିଭଳି ଜାଣିବେ ପଥୁରି ରୋଗର ଲକ୍ଷଣ ଓ ଏହାର ନିରାକରଣ ସମ୍ବନ୍ଧରେ… ଆସନ୍ତୁ ଜାଣିବା ଡ. ଆଦିତ୍ୟ ପ୍ରସାଦ ପାଢୀଙ୍କ ମୁଖରୁ…

ଆଜିକାଲି ଷ୍ଟୋନ ଡିଜିଜ ବା ପଥୁରି ରୋଗରେ ଅନେକ ଲୋକ ପୀଡିତ ହେଉଛନ୍ତି । ଏହା ବିଶେଷ କରି ମୂତ୍ରନଳୀକୁ ସଂକ୍ରମିତ କରିଥାଏ, ଯେଉଁ କାରଣରୁ କିଡ଼ନୀ ବା ବୃକକ ପାଇଁ କ୍ଷତି ସାବ୍ୟସ୍ତ ହୋଇଥାଏ । ବେଳେବେଳେ ଏହି ରୋଗ ହୋଇଥିଲେ ବି ଆମ ଦେହରେ କୌଣସି ଲକ୍ଷଣ ମଧ୍ୟ ପରିଲକ୍ଷିତ ହୁଏ ନାହିଁ , ଯେଉଁ କାରଣରୁ ଏହା କ୍ରମେ ବୃଦ୍ଧି ପାଇ ଆମ ଶରୀର ପାଇଁ କ୍ଷତି ସାବ୍ୟସ୍ତ ହୁଏ । ଏହାକୁ…

Read More

କିଡନୀ ଷ୍ଟୋନର ଲକ୍ଷଣ

କିଡନୀ ମାନବ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ରକ୍ତକୁ ଶୁଦ୍ଧ କରିବା ସହିତ ଏହା ପରିସ୍ରା ମାଧ୍ୟମରେ ସମସ୍ତ ବର୍ଜ୍ୟବସ୍ତୁକୁ ବାହାର କରିଥାଏ। କିନ୍ତୁ ଆଜିର ସମୟରେ ଆମେମାନେ ଯେଉଁ ପ୍ରକାରର ଜୀବନଶୈଳୀରେ  ବଞ୍ଚୁଛେ, ଏଥିପାଇଁ ଆମକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କିଡନୀରେ ଷ୍ଟୋନ ଥିବାର ଲକ୍ଷଣଗୁଡିକ ଠିକ୍ ସମୟରେ ଚିହ୍ନଟ ହୁଏ, ତେବେ ଅପରେସନ୍ ବିନା ମଧ୍ୟ ଷ୍ଟୋନକୁ ବାହାର କରାଯାଇପାରିବ। ଆପଣ ହୁଏତ ଜାଣି ନଥିବେ, କିନ୍ତୁ ଯେତେବେଳେ କିଡନୀ…

Read More

ଷ୍ଟୋନ ରୋଗର ଲକ୍ଷଣ

ପଥରି ରୋଗର କାରଣ ଓ ନରାକରଣ ବତ ମାନ ଷ୍ଟୋନ ବା ପଥରି ରୋଗେର ଅନେକ ଲୋକ ପୀଡ଼ତ ହେଉଛ ୤ ପଥର ବା ପଥର ରୋଗ ମନଳୀକ ସଂ ମତ କରଥାଏ୤ ତେଣ ଏହା ରୋଗୀର କି ନୀ ବା ବୃ କ ପାଇଁ ତକାରକ ହୋଇଥାଏ୤ େଏବ କି ନୀ େ । ବା ବୃ କ ପଥର ଏକ ଜଟଳ ସା ସମସା ଭୋବ ଉଭା ହୋଇଛି୤ କି ନୀ ପଥଦଦନ ପୀଡ଼ତ…

Read More

ଭୁଲିବା ରୋଗ

ବୟସ ବଢ଼ିବା ସହିତ ଏହି ଲକ୍ଷଣଗୁଡିକ ଅତି ସାଧାରଣ, କିନ୍ତୁ କେତେକ ମେଡିସିନ୍ ଏହି ରୋଗର ଆଶଙ୍କା ବଢ଼ାଇପାରେ । ଏଥିମଧ୍ୟରେ କିଛି ସାଧାରଣ ମେଡିସିନ୍ ଅନ୍ତର୍ଭୁକ୍ତ, ଯାହାକୁ ଆମେ ପ୍ରାୟତଃ ବ୍ୟବହାର କରୁ ।ଯଦିଓ ଏହି ଔଷଧଗୁଡିକ ତୁରନ୍ତ ପ୍ରଭାବରେ ନିରାପଦ ମନେହୁଏ, ଏହାକୁ ଦୀର୍ଘ ସମୟ ଧରି ଗ୍ରହଣ କରିବା ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଆସନ୍ତୁ ଜାଣିବା ସେହି ପାଞ୍ଚଟି ସାଧାରଣ ଔଷଧ ଯାହା ଡିମେନ୍ସିଆର କାରଣ ହୋଇପାରେବେନାଡ୍ରିଲ୍ ହେଉଛି…

Read More

ଭୃସଙ୍ଗ ପତ୍ର 

ଭୃସଙ୍ଗ ପତ୍ର କୌଣସି ଆୟୁର୍ବେଦିକ ଔଷଧଠାରୁ କମ ନୁହେଁ। ଏଥିରେ ଭିଟାମିନ ସି, ମ୍ୟାଗ୍ନେସିୟମ, ଆଇରନ, କପର, କ୍ୟାଲସିୟମ, ଫସଫରସ, ଫାଇବର ଏବଂ କାର୍ବୋହାଇଡ୍ରେଟ ଭଳି ଗୁରୁତ୍ୱପୂର୍ଣ୍ଣ ନ୍ୟୁଟ୍ରିସନ ମିଳିଥାଏ। ଆପଣ ଦେଖିଥିବେ ଯେ, ଦକ୍ଷିଣ ଭାରତରେ ଅଧିକାଂଶ ଆଇଟମରେ ଏହି ପତ୍ରକୁ ବ୍ୟବହାର କରାଯାଇଥାଏ। ଏହା ସ୍ୱାଦ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀତା। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଆମେ ପ୍ରତିଦିନ ସକାଳୁ ଖାଲି ପେଟରେ ୪ରୁ ୫ଟି ଭୃସଙ୍ଗ ପତ୍ର…

Read More

ମୂଳା ଖାଇବାର ଫାଇଦା

ଶୀତ ଋତୁରେ ପନିପରିବା ଖାଇବାରେ ବହୁତ ଆନନ୍ଦ ମିଳିଥାଏ । କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ପନିପରିବା ଖାଇବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଜାଣି ପାରି ନଥାନ୍ତି ଯେ ଯଦି ପନିପରିବା ନଖାଇବା ତାହେଲେ ଆମ ଶରୀରରେ ବହୁତ ପ୍ରକାର ସମସ୍ୟା ଦେଖାଦେବ ।ଏହି ସ୍ଥିତିରେ ଏପରି ଏକ ପରିବା ଅଛି ଯାହା ସ୍ୱାଦଗୁଣରେ ପରିପୂର୍ଣ୍ଣ ରହିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିଥାଏ । ଜାଣନ୍ତୁ ସେହି ପରିବାର ନାମ କ’ଣ…

Read More

ଆଣ୍ଠୁ-ଗଣ୍ଠୀ ସମସ୍ୟା ହେଉଛି କି! ଆପଣାନ୍ତୁ ଏହି ଉପାୟ

ଶୀତଋତୁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କାରଣ ଏହି ଋତୁରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ଅନେକ ଲୋକ ବହୁତ ପ୍ରକାର ସମସ୍ୟାରେ ପାଡୀତ ହୋଇଥାଆନ୍ତି । ଯେମିତିକି ଥଣ୍ଡା, କାଶଠାରୁ ଆରମ୍ଭ କରି ଆଣ୍ଠୁ-ଗଣ୍ଠୀ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଆଣ୍ଠୁ-ଗଣ୍ଠୀ ସମସ୍ୟା ପ୍ରାୟତଃ ସମସ୍ତ ଲୋକଙ୍କଠାରେ ଦେଖାଦେଉଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ବହୁତ କିଛି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ହେଲେ…

Read More