କେମିତି ଅଛନ୍ତି ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିଥିବା ଯୁବକ
ଭୁବନେଶ୍ୱର:ଫକୀର ମୋହନ ମହାବିଦ୍ୟାଳୟରେ ଆତ୍ମଦାହ ଉଦ୍ୟମ କରିବା ସମୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇବାକୁ ଚେଷ୍ଟା କରିଥିବା ଯୁକ୍ତ ତିନି ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ଵାଳ ଏବେ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।ସୋମ୍ୟାଶ୍ରୀଙ୍କ ଦେହରୁ ନିଆଁ ଲିଭାଇବାକୁ ଯାଇ ସେ ପୋଡ଼ି ଯାଇଥିଲେ।ଶରୀରର ୧୫ ଭାଗ ପୋଡ଼ି ହୋଇଯାଇଛି । ନିଆଁ ସଂସ୍ପର୍ଶରେ ଆସି ତାଙ୍କ ବେକ, ମୁହଁ ଓ ଛାତିର କିଛି ଅଂଶ ପୋଡ଼ି…
