ଭାରତୀୟ ପୁରୁଷଙ୍କଠାରେ ବଢୁଛି ମୂତ୍ରନଳୀ ସଂକ୍ରମଣ (ୟୁଟିଆଇ)
ଆଗରୁ ୟୁଟିଆଇ ମୁଖ୍ୟତଃ ମହିଳାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଭାବେ ବିବେଚନା କର ଯାଉଥିବା ବେଳେ, ବର୍ତ୍ତମାନ ଭାରତୀୟ ପୁରୁଷମାନଙ୍କଠାରେ ଏହି ସମସ୍ୟା ଗୁରୁତର ଓ କ୍ରମାଗତ ଭାବରେ ବୃଦ୍ଧି ହୋଇଛି।। ବିଗତ କିଛି ବର୍ଷରେ ସହରାଞ୍ଚଳର ଡାକ୍ତରଖାନାଗୁଡ଼ିକରେ ପୁରୁଷମାନଙ୍କ ମଧ୍ୟରେ ୟୁଟିଆଇ ମାମଲା ତିନିରୁ ଚାରି ଗୁଣ ବୃଦ୍ଧି ପାଇଛି। ଯେତେବେଳେ ଜୀବାଣୁ ମୂତ୍ରାଶୟ, ବୃକ୍କ କିମ୍ବା ମୂତ୍ରନଳୀର କୌଣସି ଅଂଶକୁ ସଂକ୍ରମିତ କରନ୍ତି, ସେତେବେଳେ ମୁତ୍ରନଳୀ ସଂକ୍ରମଣ ହୁଏ | ଏହା ପରିସ୍ରା ସମୟରେ ଜଳାପୋଡ଼ା,…
