ଆୟୁଷ୍ମାନ କାର୍ଡ ହଜିଗଲେ ଚିକିତ୍ସା ମିଳିବ ନା ନାହିଁ? ଆପଣ ଜାଣିଛନ୍ତି କି?
ଭୁବନେଶ୍ୱର: ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ଦେଶର ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି। ଏହି ଯୋଜନାରେ ଆୟୁଷ୍ମାନ କାର୍ଡ ଜାରି କରାଯାଇ ସରକାରୀ ଓ ଯୋଜନା ଅନୁସାରେ ଘରୋଇ ହସ୍ପିଟାଲମାନଙ୍କରେ ମାଗଣା ଚିକିତ୍ସା ସୁବିଧା ଦିଆଯାଉଛି। କିନ୍ତୁ ଅନେକ ସମୟରେ ଲୋକଙ୍କର ଆୟୁଷ୍ମାନ କାର୍ଡ ହଜିଯାଇଥାଏ, ଯାହା ଫଳରେ ସେମାନେ ଚିନ୍ତାରେ ପଡ଼ିଯାଆନ୍ତି। ତେବେ ଆୟୁଷ୍ମାନ କାର୍ଡ ହଜିଗଲେ ମଧ୍ୟ ମାଗଣା ଚିକିତ୍ସା ମିଳିପାରିବ।…
