ଏକାଠି ହେବେ କରୀନା-ଅଭିଷେକ
୨୪ ବର୍ଷ ପରେ ଏକାଠି ନଜର ଆସିଲେ ଅଭିଷେକ ବଚ୍ଚନ ଓ କରୀନର କପୁର । ଏକ ଆୱାର୍ଡ ଇଭେଣ୍ଟରେ ଦୁହେଁ ଏକାଠି ନଜର ଆସିଛନ୍ତି । ଦୁଇ ଷ୍ଟାର୍ କିଡ୍ ୨୦୦୦ରେ ରିଲିଜ୍ ହୋଇଥିବା ରିଫୁ୍ୟଜି ଜରିଆରେ ବଡ଼ ପରଦାରେ ଏକାଠି ନଜରକୁ ଆସିଥିଲେ । କରୀନା ଓ ଅଭିଷେକଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କ ଫ୍ୟାନ୍ସମାନେ ମଧ୍ୟ ପୁରୁଣା ସ୍ମୃତି ମନେପକାଇଛନ୍ତି । ଆୱାର୍ଡ ଶୋ’ରେ…
