ଆରପାରିରେ ବିଖ୍ୟାତ ତବଲା ବାଦକ ଜାକିର ହୁସେନ

ଚାଲିଗଲେ ବିଖ୍ୟାତ ତବଲା ବାଦକ ତଥା ସଙ୍ଗୀତଜ୍ଞ ଜାକିର ହୁସେନ । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସୂଚନା ମୁତାବକ ଆଜି ତାଙ୍କର ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବାରୁ ତାଙ୍କୁ ଆମେରିକାରେ ଏକ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ରିପୋର୍ଟ ମୁତାବକ ହାର୍ଟ ଜନିତ ସମସ୍ୟା ଦେଖା ଦେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ଆଜି ସକାଳୁ ସାନ୍‌ଫ୍ରାନ୍‌ସିସ୍‌କୋରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ତେବେ ଡାକ୍ତରଙ୍କ ଶତ ଚେଷ୍ଟା…

Read More

ଗିରଫ ହେଲେ ପୁଷ୍ପା

‘ପୁଷ୍ପା-୨’ ଫେମ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ । ପୁଷ୍ପା-୨ର ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏହି ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା।ପ୍ରକାଶ ଯେ, ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ପାଇଁ ସନ୍ଧ୍ୟା ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସୁଥିବା ନେଇ ତେଲଙ୍ଗାନା ପୁଲିସକୁ ଅବଗତ କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି। କିନ୍ତୁ ଥିଏଟର କର୍ତ୍ତୃପକ୍ଷ ଅଲ୍ଲୁ ଅର୍ଜୁନ ଆସୁଥିବା କଥା ଜାଣିଥିଲେ। ଯଦି…

Read More

ସଂଗୀତ ଛାଡ଼ିବେ ଏ.ଆର ରହମାନ

ସମସ୍ତଙ୍କ ପ୍ରିୟ ତଥା ଓସ୍କାର ୱିନର ଗାୟକ ଏ.ଆର ରହମାନ ସଂଗୀତ ଦୁନିଆକୁ ବାଏ ବାଏ କହିବାକୁ ଯାଉଛନ୍ତି । ୨୯ ର୍ବେର ପ୍ରେମରେ ବିରାମ ଲାଗିବା ପରେ ଏବେ ସଂଗୀତ ଜଗତରୁ ମଧ୍ୟ ଦୂରେଇ ରହିବାକୁ ନିଷ୍ପତ୍ତି ନେଉଛନ୍ତି ଏ.ଆର ରହମାନ । ନିକଟରେ ପତ୍ନୀ ସାୟରା ବାନୋଙ୍କୁ ଛାଡ଼ପତ୍ର ଦେଇ ନୂଆ ଜୀବନ ଆରମ୍ଭ କରୁଥିବା ବେଳେ ତାଙ୍କର ଏହି ନିଷ୍ପତ୍ତି କୋଟି କୋଟି ସଂଗୀତପ୍ରେମୀଙ୍କୁ ଏକ ବଡ଼ଝଟକା ଦେଇଛି । ଭାରତ ସହିତ…

Read More

ପ୍ରଭାସ ଜାଗା ନେଲେ ଚିରଞ୍ଜୀବୀ

 ‘ଦ ରାଜା ସାବ୍’ର ସୁଟିଂ‌ରେ ବ୍ୟସ୍ତ ଅଛନ୍ତି ସୁପର୍‌ଷ୍ଟାର୍ ପ୍ରଭାସ। ଫିଲ୍ମଟି ୨୦୨୫ ଏପ୍ରିଲ ୧୦ରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଥିଲା। ଏବେ ଫିଲ୍ମର ରିଲିଜ୍ ଘୁଞ୍ଚିପା‌ରେ ବୋଲି ଚର୍ଚ୍ଚା ହେଉଛି। ‘ଦ ରାଜା ସାବ୍’ରେ ଅନେକ ଭିଏଫ୍‌ଏକ୍ସ କାମ ରହିଥିବାରୁ ଏହାର ଏଡିଟିଂ ସରିପାରିନାହିଁ। ଏହି କାରଣରୁ ଫିଲ୍ମଟି ଏପ୍ରିଲ ୧୦ରେ ରିଲିଜ୍ ହେବା ସମ୍ଭବ ନୁହେଁ। ଅନ୍ୟ ପକ୍ଷରେ ପ୍ରଭାସ୍‌ଙ୍କ ସ୍ଥାନଟିକୁ ମେଗାଷ୍ଟାର ଚିରଞ୍ଜୀବୀ ନେବେ ବୋଲି ଜଣାଯାଇଛି। ଏପ୍ରିଲ୍‌ ୧୦ରେ ଚିରଞ୍ଜୀବୀଙ୍କ…

Read More

ରେକର୍ଡ ଭାଙ୍ଗିଲା ପୁଷ୍ପା-୨

ଗୁରୁବାର ବହୁ ପ୍ରତିକ୍ଷିତ ଫିଲ୍ମ ପୁଷ୍ପା-୨ ରିଲିଜ ହୋଇଛି। ଏହି ଫିଲ୍ମ ସିନେମାଘରକୁ ଆସିବା ପୂର୍ବରୁ ସମଗ୍ର ବିଶ୍ୱରେ ଏହାର ଚର୍ଚ୍ଚା ହେଉଛି। ବର୍ତମାନ ଏହାର ଚାହିଦା ଏପରି ରହିଛି ଯେ, ସମସ୍ତେ ଏହି ଫିଲ୍ମକୁ ଦେଖିବା ପାଇଁ ସିନେମାଘର ମୁହାଁ ହୋଇଛନ୍ତି। ଫିଲ୍ମରେ ଅଲୁ ଅର୍ଜୁନଙ୍କ ସ୍ବାଗ୍ ଏବଂ ରଶ୍ମିକାଙ୍କ ସହିତ ତାଙ୍କର ଯୋଡ଼ିକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି। ଫିଲ୍ମର ପ୍ରଥମ ପାର୍ଟ ହିଟ୍ ହେବା ପରେ ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ସଫଳ ହେବ…

Read More

ସଲମାନଙ୍କୁ ଧମକ ଦେଲେ ଅଜଣା ଯୁବକ

ମୁମ୍ବାଇରେ ସଲମାନଙ୍କ ଏକ ଫିଲ୍ମର ଶୁଟିଂ ଚାଲିଥିବାବେଳେ ଜଣେ ଅଜଣା ଯୁବକ ଶୁଟିଂ ସେଟ୍‌ ମଧ୍ୟରେ ପଶି ସଲମାନଙ୍କୁ ଧମକ ଦେଇଛନ୍ତି। ଉକ୍ତ ଯୁବକ ସୁରକ୍ଷା କର୍ମୀଙ୍କୁ ଧୂଳି ଚଟାଇ ଶୁଟିଂ ସେଟ ମଧ୍ୟରେ ପଶିଥିଲେ। ସେ ସଲମାନଙ୍କୁ ଦୂରରୁ ଦେଖି ଚିଲ୍ଲାଇବା ସହ ଲରେନ୍ସ  ବିଷ୍ଣୋଇଙ୍କୁ ଡାକିବି କି ବୋଲି ପଚାରିଥିଲେ। ସେଠାରେ ତାଙ୍କୁ ସୁରକ୍ଷା କର୍ମୀ କାବୁ କରିବାରେ ସଫଳ ହୋଇଥିଲେ। ଶିବାଜୀ ପାର୍କ ଥାନାରେ ପୋଲିସ ଉକ୍ତ ଯୁବକଙ୍କ ପଚରାଉଚରା କରୁଛି। ଯୁବକ…

Read More

ଓଟିଟି ଆୱାର୍ଡ ୨୦୨୪ ; ଦିଲଜିତ୍‌-କରୀନାଙ୍କୁ ଶ୍ରେଷ୍ଠ କଳାକାର ଆୱାର୍ଡ

ନିକଟରେ ଡିସେମ୍ବର ୧ରେ ଫିଲ୍ମଫେୟାର ଓଟିଟି ପୁରସ୍କାର ୫ମ ସଂସ୍କରଣ ଆୟୋଜନ କରାଯାଇଥିଲା । ଏଥିରେ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଧାରାବାହିକ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ମନୋରଞ୍ଜନ ଜଗତର ବଡ଼ ବଡ଼ ବ୍ୟକ୍ତିତ୍ୱମାନେ ଏହି ଲୋକପ୍ରିୟ ପୁରସ୍କାର କାର୍ଯ୍ୟରେ ଯୋଗ ଦେଇଥିଲେ । ଚଳିତବର୍ଷ ଫିଲ୍ମଫେୟାର ଓଟିଟିରେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ ‘ଅମର ସିଂ ଚମକିଲା’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ଜିତିଛନ୍ତି । ଏଥି ସହିତ ବଲିଉଡ୍‌ର ବେବୋ କରୀନା…

Read More

ନିଖୋଜ ଅଛନ୍ତି ସୁନୀଲ

କପିଲ ଶର୍ମାଙ୍କ ବିଶ୍ୱସ୍ତ ବନ୍ଧୁ ତଥା କମେଡ଼ିଆନ୍ ସୁନୀଲ ପାଲଙ୍କ କୌଣସି ଖୋଜ୍ ଖବର ମିଳୁନାହିଁ । ଗତ କିଛି ଘଣ୍ଟା ଧରି ସେ ନିଖୋଜ ରହିଥିବା ନେଇ ତାଙ୍କର ପତ୍ନୀ ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର କରିଛନ୍ତି । ସୁନୀଲ ଅଧିକାଂଶ ସମୟରେ ମୁମ୍ବାଇ ବାହାରକୁ ଶୋ’ କରିବା ପାଇଁ ଯାଇଥାନ୍ତି । ମାତ୍ର ଏଥର କିଛି ଅଲଗା ଘଟିଥିଲା । ଶୋ’ ପାଇଁ ଯାଇଥିବା ସୁନୀଲ ଆଉ ଘରକୁ ଫେରି ନାହାନ୍ତି । ତାଙ୍କର…

Read More

ମାୟାନଗରୀରେ ଶୁଭିଲା ଜଗନ୍ନାଥଙ୍କ ଭଜନ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ହୋଇଥିବା ଓଡିଆ ଆଧ୍ୟାତ୍ମିକ ଭଜନ ‘ଜଗା ତୁ ଯାଦୁଗର’କୁ ମିଳିଛି ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ-୨୦୨୪ । ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍ ପକ୍ଷରୁ ମାୟାନଗରୀ ମୁମ୍ବାଇରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଗ୍ରାଣ୍ଡ ଫିନାଲେରେ ଓଡିଆ ପୁଅ ତଥା ‘ଜଗା ତୁ ଯାଦୁଗର’ର କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର ସାମିଲ ହୋଇ ପୁରସ୍କାର ଗ୍ରହଣ କରିଛନ୍ତି । ଜାତୀୟ ସ୍ତରରେ ଓଡିଆ ଭଜନକୁ ସ୍ୱୀକୃତି ମିଳିବା ଓଡିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ…

Read More

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଏକତା

ସାବରମତି ରିପୋର୍ଟ ଫିଲ୍ମ ପ୍ରଯୋଜିକା ଏକତା ଫିଲ୍ମ ଦେଖିବା ପାଇଁ ମୋହନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ଏହା ସହ ଫିଲ୍ମକୁ ରାଜ୍ୟ ସରକାର କରମୁକ୍ତ କରିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ ଏବେ ଚର୍ଚ୍ଚାରେ। ଗୋଦ୍ରା ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଜବରଦସ୍ତ ରେସ୍‌ପନ୍ସ ମିଳୁଛି। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଗୋଟିଏ ପରେ ଗୋଟିଏ ଭାଜପା ଶାସିତ ରାଜ୍ୟ ସତ୍ୟ ଘଟଣା ଉପରେ ଆଧାରିତ…

Read More