Category: ମନୋରଞ୍ଜନ
ରଣବୀର ଆଲ୍ଲାହାବାଦିଆ ଘରୁ ନିଖୋଜ1! ଫୋନ୍ ଅଫ୍, ଘରେ ପଡିଛି ତାଲା
ରଣବୀର ଆଲ୍ଲାହାବାଦିଆଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି । ପ୍ରକୃତରେ ରଣବୀର ପୋଲିସ ସହିତ ଯୋଗାଯୋଗରୁ ବାହାରେ ଅଛନ୍ତି । କୁହାଯାଉଛି ଯେ ତାଙ୍କ ଫୋନ୍ ମଧ୍ୟ ବନ୍ଦ ଅଛି ଏବଂ ସେ ଘରୁ ନିଖୋଜ ହୋଇଯାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଯେତେବେଳେ ମୁମ୍ବାଇ ପୋଲିସ ରଣବୀରଙ୍କ ଘରକୁ ଯାଇଥିଲା, ଘରଟି ତାଲା ପଡ଼ିଥିଲା । ରଣବୀର ଆଲ୍ଲାହାବାଦିଆ ଘରୁ ନିଖୋଜ? ସୂଚନା ଅନୁଯାୟୀ, ରଣବୀର କିମ୍ବା ତାଙ୍କ ଓକିଲ ମୁମ୍ବାଇ ପୋଲିସ ସହିତ ଯୋଗାଯୋଗରେ…
ମହମ୍ମଦ ସିରାଜଙ୍କୁ ଡେଟ୍ କରୁଛନ୍ତି ଆଶା ଭୋସଲେଙ୍କ ନାତୁଣୀ?
ମୁମ୍ବାଇ: ନିକଟରେ ମହମ୍ମଦ ସିରାଜଙ୍କ ସହ ଆଶା ଭୋସଲେଙ୍କ ନାତୁଣୀ ଜନାଇ ଭୋସଲେଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପରେ ଦୁହିଁଙ୍କ ମଧ୍ୟରେ ଡେଟିଂକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜନାଇ ତାଙ୍କ ୨୩ତମ ଜନ୍ମଦିନ ପାଳନ କରୁଥିଲେ । ଏହି ସମୟର ଫଟୋଟି ଉଠାଯାଇଛି । ଯେଉଁଥିରେ ଦୁହେଁ ଖୁସିର ମୁହୂର୍ତ୍ତ ବିତାଉଥିବାର ଦେଖିବାକୁ ମିଳିଛି। ତେବେ ଏବେ ଜନାଇ ଓ ମହମ୍ମଦ ସିରାଜ ନିଜ ବନ୍ଧୁତା ସ୍ପଷ୍ଟ…
ଅଟୋ ଚାଳକ ଭଜନଙ୍କୁ ୫୦ ହଜାର ଟଙ୍କା ଦେଲେ ସୈଫ ଅଲ୍ଲୀ ଖାନ୍, କିନ୍ତୁ ସେ ଚାହୁଁଛନ୍ତି…
ମୁମ୍ବାଇ: ଜାନୁଆରୀ ୧୫ ତାରିଖ ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହା ପରେ ସେ ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୈଫ୍ ୨ ଦିନ ତଳେ ଘରକୁ ଫେରିଛନ୍ତି। ଏହି ସମୟରେ ଅଭିନେତା ଏବଂ ତାଙ୍କ ପରିବାର ଡାକ୍ତରଖାନାରେ ପହଞ୍ଚିଥିବା ଅଟୋ ଚାଳକ ଭଜନ ସିଂ ରାଣାଙ୍କୁ ଭେଟିଥିଲେ । ଯେଉଁଠାରେ ସୈଫ୍ ଅଲ୍ଲୀ ଖାନ୍ ତାଙ୍କ କାନ୍ଧରେ ହାତ ରଖି ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ତାଙ୍କୁ ସମ୍ପୂର୍ଣ୍ଣ…
ସଲମ ଖାନ କାହିଁକି ବିବାହ କରୁନାହାଁନ୍ତି କହିଲେ ସଲମାନଙ୍କ ବାପା
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ନିଜ ପ୍ରଫେସନାଲ ଲାଇଫକୁ ନେଇ ଯେତିକି ଚର୍ଚ୍ଚାରେ ଅଛନ୍ତି, ଅନ୍ୟପଟେ ତାଙ୍କ ବ୍ୟକ୍ତିଗତ ଜୀବନକୁ ଜାଣିବା ପାଇଁ ମଧ୍ୟ ତାଙ୍କ ପ୍ରଶଂସକ ଓ ସାଧାରଣ ଲୋକ ବେଶ୍ ଆଗ୍ରହୀ। ସଲମାନଙ୍କ ଲଭ୍ ଲାଇଫ୍ ଏବଂ ବିବାହକୁ ନେଇ ପ୍ରଶଂସକମାନେ ସବୁଠାରୁ ଅଧିକ ଉତ୍ସୁକ ଅଛନ୍ତି। ସମସ୍ତେ ଚାହାଁନ୍ତି ଭାଇଜାନ ଶୀଘ୍ର ବର ହୁଅନ୍ତୁ, କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇନାହିଁ । ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜଡିତ…
ଜନ୍ମଦିନରେ ଫ୍ୟାନ୍ସକୁ ସରପ୍ରାଇଜ ଦେଲେ ଦବଙ୍ଗ ଖାନ
ଆଜି ହେଉଛି ବଲିଉଡର ଦବଙ୍ଗ ଖାନଙ୍କ ଜନ୍ମଦିନ । ଏହି ଅବସରରେ ନିଜ ଫ୍ୟାନ୍ସକୁ ସରପ୍ରାଇଜ ଦେଲେ ଭାଇଜାନ । ତାଙ୍କର ଅପକମିଙ୍ଗ ଫିଲ୍ମ ‘ସିକନ୍ଦର’ର ପ୍ରଥମ ପୋଷ୍ଟରର ଜାରି କରାଯାଇଛି । ଏଆର ମୁରୁଗାଡୋସଙ୍କ ନିର୍ଦ୍ଦେଶିତ ‘ସିକନ୍ଦର’ ଆସନ୍ତା ବର୍ଷ ଇଦ୍ ଅବସରରେ ସିନେମାଘରକୁ ଆସିବ । View this post on Instagram A post shared by Nadiadwala Grandson (@nadiadwalagrandson) ପୋଷ୍ଟରରେ ସଲମାନ ସୁଟ୍ ରେ ନଜର ଆସିଛନ୍ତି । ହାତରେ…
ଥାନାରେ ହାଜର ହେଲେ ଅଲ୍ଲୁ ଅର୍ଜୁନ
ଚିକଡପଲ୍ଲୀ ଥାନାରେ ହାଜର ହେଲେ ପୁଷ୍ପା-୨ ଷ୍ଟାର ଅଲ୍ଲୁ ଅର୍ଜୁନ। ସଂଧ୍ୟା ଥିଏଟରରେ ଦଳାଚକଟା ମାମଲାରେ ପୋଲିସ ତାଙ୍କୁ ପଚରାଉଚରା କରିବ। ଏନେଇ ଗତକାଲି ହାଜର ପାଇଁ ତାଙ୍କୁ ସମନ କରାଯାଇଥିଲା । ପ୍ରକାଶ ଯେ, ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ପ୍ରିମୟମ୍ ସମୟରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।ଏହି ଘଟଣାକୁ ନେଇ ଚିକ୍କଡାପଲ୍ଲୀ ଥାନାରେ ବିଏନଏସର ବିଭିନ୍ନ ଧାରା ଅନୁସାରେ ଅଲ୍ଲୁ ଅର୍ଜୁନ, ସିକ୍ୟୁରିଟି ଟିମ ଓ ସନ୍ଧ୍ୟା ଥିଏଟର…
ପ୍ରଥମ କରି ରୋମାନ୍ସ କରିବେ ରଶ୍ମିକା-ଆୟୁଷ୍ମାନ
ପ୍ରଥମ ଥର କରି ଏକାଠି ସ୍କ୍ରିନ ସେୟାର କରିବେ ସାଉଥ ଅଭିନେତ୍ରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଆୟୁଷ୍ମାନ ଖୁରାନା। ଉଭୟଙ୍କ ଏହି ହରର୍ କମେଡି ଭିତ୍ତିକ ଅପ୍କମିଂ ଫିଲ୍ମ ‘ଥାମା’ର ସୁଟିଂ ମୁମ୍ବାଇର ଚିତ୍ରା ଷ୍ଟୁଡିଓରେ ଆରମ୍ଭ ହୋଇଯାଇଛି। ନୂଆବର୍ଷ ପାଇଁ ଷ୍ଟାରକାଷ୍ଟ ବ୍ରେକ ନେବେ ଓ ପରେ ଜାନୁଆରୀରେ ଦିଲ୍ଲୀରେ ପୁଣି ସୁଟିଂ ଆରମ୍ଭ ହେବ। ଏହାପରେ ଫେବ୍ରୁଆରୀ ମାସରେ ଉଟ୍ଟିର ଜଙ୍ଗଲରେ ଫିଲ୍ମର ଅନେକ ଦୃଶ୍ୟର ସୁଟିଂ କରାଯିବାର ଯୋଜନା ରହିଛି। ଏଥିରେ…
ସିନେମାଘରେ ଓଡ଼ିଆ ଫିଲ୍ମ ‘ପରବ୍’, ପୁଣିଥରେ ଏକାଠି ସିଦ୍ଧାନ୍ତ-ଅନୁଙ୍କ ଯୋଡି
ଆଜି ସିନେମାଘରେ ରିଲିଜ୍ ହେବ ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ ‘ପରବ୍’। ଓଡ଼ିଶା ଆନ୍ଧ୍ର ସୀମାନ୍ତର ସତ ଘଟଣା ଉପରେ ଆଧାରିତ ହୋଇଛି ଏହି ଓଡ଼ିଆ ଚଳଚ୍ଚିତ୍ର। ୧୯୩୬ ମସିହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଆନ୍ଧ୍ରପ୍ରଦେଶରେ ରହି ଯାଇଥିବା ଓଡ଼ିଆମାନଙ୍କ ଦୁଃଖ, ଯନ୍ତ୍ରଣା ସମେତ ସୀମାନ୍ତରେ ଦୁଇ ରାଜ୍ୟ ଭିତରେ ଲାଗି ରହିଥିବା ବିବାଦକୁ ନେଇ ଗଢି ଉଠିଛି ଏହି ଚଳଚ୍ଚିତ୍ରର କାହାଣୀ। ଜେପି ମୋସନ ପିକ୍ଚର୍ସ ବ୍ୟାନର ନିବେଦିତ ତଥା ଦୀପେନ୍ଦ୍ର…
ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ସୁରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ପରଲୋକ
ଆଖି ବୁଝିଲେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ସକାଳ ୮ଟାରେ କଟକ ଲିଙ୍କ୍ ରୋଡସ୍ଥିତ ସୂର୍ଯ୍ୟ ବିହାରରେ ତାଙ୍କର ପରଲୋକ ହୋଇଛି। ‘ଚିହ୍ନା ଅଚିହ୍ନା’ ଓ ‘ଦେଖ ଖବର ରଖ ନଜର’ ଆଦି ଫିଲ୍ମ ନିର୍ମାଣ କରିଥିଲେ ସୁରେନ୍ଦ୍ର ଖୁଣ୍ଟିଆ । ଏହା ସହ ବହୁତ ଓଡିଆ ଚଳଚ୍ଚିତ୍ରରେ ମଧ୍ୟ ନିଚ୍ଛକ ଅଭିନୟ…
