ଭାରତର ମହାକାଶ ଅର୍ଥନୀତିରେ ଆସିଛି ନୂଆ ଗତି: ମୋଦୀ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଜନପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍’ର ୧୨୪ ତମ ସଂସ୍କରଣରେ ଭାରତୀୟ ମହାକାଶ ଯାତ୍ରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କର ଐତିହାସିକ ମହାକାଶ ଯାତ୍ରାର ଉଚ୍ଚ ପ୍ରଶଂସା କରିଥିଲେ। ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇ ସଫଳତାର ସହ ପୃଥିବୀକୁ ଫେରିଥିବା ପ୍ରଥମ ଭାରତୀୟ ମହାକାଶ ଯାତ୍ରୀ ଭାବେ ଇତିହାସ ରଚିଛନ୍ତି।ତାଙ୍କର ଏହି ଐତିହାସିକ ଯାତ୍ରା ଦେଶବାସୀଙ୍କ ହୃଦୟରେ ଗର୍ବ ଓ ଖୁସିର ଭାବନା ଜାଗ୍ରତ…
