ଆରପାରିରେ ଅଭିନେତା ସନ୍ତୋଷ ବଳରାଜ
ଭୁବନେଶ୍ୱର: କନ୍ନଡ ଚଳଚ୍ଚିତ୍ର ଜଗତରୁ ଆସିଲା ଏକ ଦୁଃଖଦ ଖବର। ପ୍ରସିଦ୍ଧ କନ୍ନଡ ଅଭିନେତା ସନ୍ତୋଷ ବଳରାଜ ୩୪ ବର୍ଷ ବୟସରେ ଏହି ଦୁନିଆକୁ ଛାଡ଼ିଚାଲିଗଲେ। ବେଙ୍ଗାଲୋରର ଆପୋଲୋ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସନ୍ତୋଷ ବଳରାଜ ଗତ କିଛି ମାସ ଧରି କିଡନୀ ଓ ଲିଭର ସମସ୍ୟାରେ ପୀଡ଼ିତ ଥିଲେ। ଏହି ସମସ୍ୟାର ଫଳରେ ତାଙ୍କୁ ଜଣ୍ଡିସ ହୋଇଥିଲା ଓ ଏହି ଅବସ୍ଥାରେ ସେ କୋମାକୁ ଚାଲିଯାଇଥିଲେ। ଆଇସିୟୁରେ ଚିକିତ୍ସା ସମୟରେ ତାଙ୍କ…
