ସଲମାନ ଖାନଙ୍କ ଦେଶପ୍ରେମୀ ଅନ୍ଦାଜ: ‘ସାରେ ଜହାଁ ସେ ଆଚ୍ଛା’ ଗାଇ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ସଲମାନ ଖାନ ୭୯ତମ ସ୍ୱାଧୀନତା ଦିବସ ଅବସରରେ ଏକ ସ୍ୱତନ୍ତ୍ର ଉପାୟରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଦେଶପ୍ରେମୀ ଗୀତ ‘ସାରେ ଜହାଁ ସେ ଆଚ୍ଛା ହିନ୍ଦୁସ୍ତାନ ହମାରା’ ଗାଉଥିବାର ଦେଖାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଛି। କଳା ଓ ଧଳା ରଙ୍ଗରେ ନିର୍ମିତ ଏହି ଭିଡିଓରେ ସଲମାନ ଖାନ କଳା ସାର୍ଟ ପିନ୍ଧି ଗୀତ…

Read More

ଏହି ଯୁବତୀଙ୍କ ସହ ହେଲା ଅର୍ଜୁନଙ୍କର ନିର୍ବନ୍ଧ, ଜାଣିଛନ୍ତି ସେ କିଏ?

ନୂଆଦିଲ୍ଲୀ: ‘କ୍ରିକେଟର ଭଗବାନ’ କୁହାଯାଉଥିବା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ସାନିଆ ଚନ୍ଦୋକଙ୍କ ସହ ସମ୍ପନ୍ନ ହୋଇଛି। ୨୫ ବର୍ଷୀୟ ଅର୍ଜୁନ ବୁଧବାର ସାନିଆଙ୍କ ସହ ନିର୍ବନ୍ଧ କରିଥିବା ଜଣାଯାଇଛି। ସାନିଆ ହେଉଛନ୍ତି ପ୍ରସିଦ୍ଧ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ। ଏହି ନିର୍ବନ୍ଧ ସମାରୋହ ଅତ୍ୟନ୍ତ ବ୍ୟକ୍ତିଗତ ଥିଲା ଏବଂ ଏଥିରେ ଦୁଇ ପରିବାର ସହ କିଛି ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ସାନିଆ ଅର୍ଜୁନଙ୍କ ପିଲାଦିନର…

Read More

ସୁପରଷ୍ଟାର ଧନୁଷଙ୍କ ପ୍ରେମଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ମୃଣାଲ!

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତା ତଥା ନିର୍ଦ୍ଦେଶକ ଧନୁଷଙ୍କ ସହ ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁରଙ୍କ ପ୍ରେମ ସମ୍ପର୍କ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ଏକ ଭିଡିଓ ଭାଇରାଲ ହେବା ପରେ ଏହି ଗୁଜବ ଆହୁରି ତୀବ୍ର ହୋଇଥିଲା। ତେବେ, ଏହି ଚର୍ଚ୍ଚା ମଧ୍ୟରେ ମୃଣାଲ ଠାକୁର ନିଜର ପ୍ରତିକ୍ରିୟା ରଖି ସମସ୍ତ ଗୁଜବକୁ ଖଣ୍ଡନ କରିଛନ୍ତି। ଧନୁଷ ଏବଂ ତାଙ୍କ ପୂର୍ବତନ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତ ୨୦ ବର୍ଷର ବୈବାହିକ…

Read More

‘ସ୍ପିରିଟ’ ପରେ ଆଉ ଏକ ବଡ଼ ଫିଲ୍ମକୁ ମନା କରିଦେଲେ ଦୀପିକା!

ମୁମ୍ବାଇ: କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଦୀପିକା ପାଦୁକୋନ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଫିଲ୍ମ ‘ସ୍ପିରିଟ୍’ରେ ନଜର ଆସିବେ। କିନ୍ତୁ ହଠାତ୍ ଖବର ଆସିଲା ଯେ ସେ ଏହି ଫିଲ୍ମ ଛାଡି ଦେଇଛନ୍ତି। ଏହାକୁ ନେଇ ବହୁତ ହଙ୍ଗାମା ହୋଇଥିଲା। କୁହାଯାଉଥିଲା ଯେ ତାଙ୍କର ଆଠ ଘଣ୍ଟାର ସିଫ୍ଟ ଏବଂ ଅନ୍ୟ କିଛି ଦାବି ଯୋଗୁଁ ନିର୍ମାତା ତାଙ୍କୁ ବହିଷ୍କାର କରିଥିଲେ। ପରେ, ସନ୍ଦୀପ ରେଡ୍ଡୀ ଭାଙ୍ଗା ମଧ୍ୟ ତାଙ୍କ ନାମ ନ ନେଇ…

Read More

ଜଣେ ଡିଟରଜେଣ୍ଟ ବିକ୍ରେତାରୁ ବଲିଉଡର ବ୍ୟାଡ୍ ମ୍ୟାନ୍!

ନୂଆଦିଲ୍ଲୀ  :ବଲିଉଡର ସବୁଠାରୁ ପ୍ରସିଦ୍ଧ ଖଳନାୟକ ଗୁଲସନ ଗ୍ରୋଭରଙ୍କ ନାମ ଶୁଣିଲେ, ଜଣେ “ଖରାପ ପୁରୁଷ”ର ପ୍ରତିଛବି ମନକୁ ଆସେ। ସେ ସବୁବେଳେ ତାଙ୍କ କାମ ଦ୍ୱାରା ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ନକାରାତ୍ମକ ଚରିତ୍ର ପାଇଁ ପ୍ରସିଦ୍ଧ ଗୁଲସନ କେବଳ ବଲିଉଡରେ ନୁହେଁ ହଲିଉଡ୍ ଫିଲ୍ମରେ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଗୁଲସନ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ଉଭୟ ପାଇଁ ଖବରରେ ରହିଛନ୍ତି। ସେ ତାଙ୍କ ବ୍ୟକ୍ତିଗତ ଜୀବନରେ…

Read More

” ସ୍କ୍ରିନ୍‌ରୁ କିଚେନ୍‌ ପର୍ଯ୍ୟନ୍ତ: ରେଷ୍ଟୁରାଣ୍ଟ ବ୍ୟବସାୟରେ ବଲିଉଡ ତାରକା”

ନୂଆଦିଲ୍ଲୀ: ବଲିଉଡରେ ଅନେକ ତାରକା ଅଛନ୍ତି, ଯେଉଁମାନେ ଅଭିନୟ ସହିତ ହସ୍ପିଟାଲିଟି ସେକ୍ଟରରେ ମଧ୍ୟ ପାଦ ଥାପି ନିଜର ରେଷ୍ଟୁରାଣ୍ଟ ଓ କାଫେ ଖୋଲିଛନ୍ତି। କପିଲ ଶର୍ମାଙ୍କଠାରୁ ଆରମ୍ଭ କରି ଶିଲ୍ପା ଶେଟ୍ଟୀ, ସୁନୀଲ ଶେଟ୍ଟୀ ଓ ଅନ୍ୟ କେତେକ ସେଲେବ୍ରିଟି ନିଜର ରେଷ୍ଟୁରାଣ୍ଟ ମାଧ୍ୟମରେ ମୋଟା ଅର୍ଥ ରୋଜଗାର କରୁଛନ୍ତି। ଆସନ୍ତୁ ଜାଣିବା ଏହି ତାରକାମାନଙ୍କ ରେଷ୍ଟୁରାଣ୍ଟ ବିଷୟରେ। କପିଲ ଶର୍ମା ଜଣାଶୁଣା କମେଡିଆନ କପିଲ ଶର୍ମା ନିଜର କମେଡି ଦ୍ୱାରା ସମସ୍ତଙ୍କୁ ହସାଇବା ସହ…

Read More

ଆମୀରଙ୍କ ଏହି ବଦମାସୀ ପାଇଁ ତାଙ୍କ ଉପରେ ୭ ବର୍ଷ ରାଗିଯାଇଥିଲେ ଜୁହି

ମୁମ୍ବାଇ: ଆମୀର ଖାନ ଏବଂ ଜୁହି ଚାୱଲା ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ଏଥିମଧ୍ୟରେ ‘କୟାମତ ସେ କୟାମତ ତକ’, ‘ହମ ହେ ରାହୀ ପ୍ୟାର କେ’, ‘ଦୌଲତ କି ଜଙ୍ଗ’, ‘ଲଭ ଲଭ ଲଭ’, ‘ଆତଙ୍କ ହି ଆତଙ୍କ’ ଏବଂ ‘ତୁମ ମେରେ ହୋ’ ପ୍ରମୁଖ ରହିଛି | ୧୯୯୭ ମସିହାରେ ଚଳଚ୍ଚିତ୍ର ‘ଇଶ୍କ’ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ​​| ଏହା ପରେ ଦୁହେଁ ଏକାଠି କାମ କରିନଥିଲେ | ଏହା କୌଣସି…

Read More

ଧନୁଷଙ୍କ ବ୍ୟକ୍ତିଗତ ଜୀବନ ପୁଣି ଖବରରେ – ମୃଣାଲଙ୍କ ସହ ସମ୍ପର୍କ କି?

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ଧନୁଷଙ୍କ ବ୍ୟକ୍ତିଗତ ଜୀବନ ଏବେ ଚର୍ଚ୍ଚାରେ ରହିଛି। ନିର୍ଦ୍ଦେଶକ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ସହ ଛାଡ଼ପତ୍ର ପରେ ଧନୁଷ ବଲିଉଡ୍ ଅଭିନେତ୍ରୀ ମୃଣାଲ ଠାକୁରଙ୍କ ସହ ଡେଟିଂ କରୁଥିବା ଚର୍ଚ୍ଚା ଜୋର ଧରିଛି। ଏକ ଭିଡିଓ ଭାଇରାଲ ହେବା ପରେ ଏହି ଗୁଜବ ଆହୁରି ତୀବ୍ର ହୋଇଛି। ସୂଚନା ଅନୁଯାୟୀ, ଅଗଷ୍ଟ ୧ ତାରିଖରେ ମୃଣାଲ ଠାକୁରଙ୍କ ଜନ୍ମଦିନ ପାର୍ଟିରେ ଧନୁଷ ଅତିଥି ଭାବେ ଯୋଗ…

Read More

ତମନ୍ନା ବଖାଣିଲେ ତାଙ୍କ ସୁନ୍ଦରତାର ରହସ୍ୟ, ଯାହାକୁ ନେଇ ଚର୍ଚ୍ଚା ଜୋରଦାର

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ତାଙ୍କର ସୁନ୍ଦରତା ପାଇଁ ପ୍ରାୟତଃ ଖବରରେ ଥାନ୍ତି , ତେବେ ତାଙ୍କସହ ଏକ ସାକ୍ଷାତରେ ସେ ତାଙ୍କ ସୁନ୍ଦରତର ରହସ୍ୟ ବଖାଣି ଥିଲେ | ଅଭିନେତ୍ରୀ ତମନ୍ନା ଭାଟିଆ ବ୍ରଣ ଦୂର କରିବା ପାଇଁ ଏକ ଚମତ୍କାର ଉପାୟ କହିଥିଲେ ଯାହାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା , ତେବେ ଏହା କିଛି ନୂଆ କଥା ନୁହଁ ଆପଣ ବି କେବେ ନା କେବେ ବୁଢ଼ୀ ମାଙ୍କଠାରୁ ଏହା ନିଶ୍ଚିତ ଶୁଣିଥିବେ |…

Read More

ଏହି ଅଭିନେତା ଅଭିନେତ୍ରୀଙ୍କୁ ସରକାର ଦେଉଛନ୍ତି ଦରମା ଓ ପେନସନ!

ନୂଆଦିଲ୍ଲୀ: ଆପଣ କ’ଣ ଜାଣନ୍ତି ଯେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କେବଳ ଫିଲ୍ମରୁ ରୋଜଗାର କରନ୍ତି ନାହିଁ, ବରଂ ସରକାରଙ୍କ ଠାରୁ ଦରମା ମଧ୍ୟ ପାଆନ୍ତି। କେତେକଙ୍କୁ ଜୀବନବ୍ୟାପୀ ପେନସନ ମଧ୍ୟ ମିଳେ। ଆସନ୍ତୁ ଆମେ ଆପଣଙ୍କୁ ଏପରି ସେଲିବ୍ରିଟିଙ୍କ ବିଷୟରେ କହିବୁ ଯେଉଁମାନେ ସରକାରଙ୍କ ଠାରୁ ଦରମା କିମ୍ବା ପେନସନ ପାଆନ୍ତି। ସେମାନେ ଏହି ଦରମା କିମ୍ବା ପେନସନ ପାଆନ୍ତି କାରଣ ସେମାନେ କୌଣସି ସରକାରୀ ପଦବୀରେ ଅଛନ୍ତି କିମ୍ବା…

Read More