ସ୍କୁଲ ନଯିବାରୁ ବାପାଙ୍କ ଗାଳି, ଆତ୍ମହତ୍ଯା କଲା ପୁଅ

ଭୁବନେଶ୍ୱର: ସ୍କୁଲ ନଯିବାରୁ ବାପା ଗାଳିଗୁଲଜ କଲେ। ଏହାକୁ ସହିନପାରି ଜଣେ ନାବାଳକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପଞ୍ଚବତୀ ଆଶ୍ରମ ନିକଟରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଘଟଣା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର କଥା ହେଉଛି ମୃତ ନାବାଳକଙ୍କ ପରିବାର ଲୋକେ ପୁଲିସକୁ ନ ଜଣାଇ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଧଉଳି କାଣ୍ଡି ସାହିର ଏହି ବାଳକ ସ୍କୁଲ ଯାଇନଥିଲା। ଏହାକୁ ନେଇ ତାଙ୍କ ବାପା…

Read More

ରାଜଧାନୀରେ ଏଟିଏମକୁ ଟେକି ନେଇ ନାଳରେ ଫିଙ୍ଗିଦେଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀସ୍ଥିତ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଏଟିଏମରୁ ଟଙ୍କା ଲୁଟ୍ କରିବାରେ ବିଫଳ । କିନ୍ତୁ ଲୁଟେରାମାନେ ଗୁରୁବାର ରାତିରେ ଏହି ମେସିନକୁ ଟେକି ନେଇ ପଳାଇଛନ୍ତି । ଲୁଟେରାମାନେ ଏଟିଏମ୍ ମେସିନକୁ ଏକ ଅଟୋ ରିକ୍ସାରେ ନେଉଥିବା ଦେଖିବାକୁ ମିଳିଛି। ଏଟିଏମ୍ ଭିତରେ କେତେ ପରିମାଣର ନଗଦ ଟଙ୍କା ରହିଛି ତାହା ଜଣାପଡ଼ିନାହିଁ। ଏଟିଏମ୍ ମେସିନ୍ ଭାଙ୍ଗି ନ ପାରିବାରୁ ଲୁଟେରାମାନେ ଏହାକୁ ସାମନ୍ତରାପୁର ଗଙ୍ଗୁଆ…

Read More

ନାବାଳିକାକୁ ଦୁଷ୍କର୍ମ ମାମଲାରେ ସମସ୍ତ ଅଭିଯୁକ୍ତ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଚଳିତ ସପ୍ତାହ ପ୍ରାରମ୍ଭରେ ବିସ୍ରା ଥାନା ଅଧୀନରେ ଘଟିଥିବା ଏହି ଘଟଣା ଇସ୍ପାତ ସହରରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା। ଦୁଷ୍କର୍ମ ପୀଡ଼ିତାଙ୍କ ବୟାନ ଓ ରିପୋର୍ଟକୁ ଭିତ୍ତି କରି ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ ହୋଇଛି। ଶୁକ୍ରବାର ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରାଯାଇ ତୁରନ୍ତ କୋର୍ଟ ଚାଲାଣ କରାଯାଇଛି।…

Read More

ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ !

ଢେଙ୍କାନାଳ: ଲଜ୍ଜା.. ଲଜ୍ଜା… ଲଜ୍ଜା । ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ। ଢେଙ୍କାନାଳରେ ଜଣେ ମହିଳାଙ୍କୁ ଛୁରୀ ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମାନେ ତାଙ୍କୁ ଛୁରୀ ଦେଖାଇ ଧରିବା ପରେ ତାଙ୍କୁ ବାନ୍ଧି ପକାଇଥିଲେ। ଏହାପରେ ଦୁଷ୍କର୍ମ ପୀଡ଼ିତା ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ଅଧୀନରେ ଥିବା ଏକ ଭଡ଼ା ଘରେ ଏକାକୀ ରହୁଥିଲା ପୀଡ଼ିତା । ଏହି…

Read More

ଠକ ହଂସିତାଙ୍କର ଅସଲ ସ୍ୱାମୀ କିଏ?

ଭୁବନେଶ୍ୱର: ଠକ ହଂସିତା ଅଭିଲିପ୍ସାଙ୍କ ଅସଲ ସ୍ୱାମୀ କିଏ ଏବେ ଚର୍ଚ୍ଚାରେ । କାରଣ ଏବେ ସୁଦ୍ଧା ତିନି ଜଣ ସ୍ୱାମୀ ଥିବା ଜଣାପଡ଼ିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ସେ ଦାଖଲ କରିଥିବା ଜାମିନ ଆବେଦନ ପୁଲିସକୁ ଦେଇଥିବା ବୟାନରେ ଥିବା ଆଶ୍ଚର୍ଯ୍ୟଜନକ ତ୍ରୁଟିକୁ ପଦାରେ ପକାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ଡିସେମ୍ବର ୩୧ ତାରିଖରେ ଅଭିଲିପ୍ସା ଓ ତାଙ୍କ ସହଯୋଗୀ ଅନୀଲ ମହାନ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

Read More

ପିଟିପିଟି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ ରହିଥିବା ବେଳେ ୬ ଜଣଙ୍କୁ ଅଟକ ରଖିଛି ପୋଲିସ

କଟକ: ବୁଧବାର ବିଳମ୍ବିତ ରାତିରେ କଟକରେ ଜଣେ ଯୁବକଙ୍କୁ ୧୧ ଜଣିଆ ଗୋଷ୍ଠୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସୁମନ୍ତ ସାହୁ। ମିଳିଥିବା ସୂଚନା ଅନୁଯାୟୀ, ତିଗିରିଆ ବଡ଼ ବନ୍ଦିଆଣି ଠାକୁରାଣୀ ମନ୍ଦିରରେ ମେଳାରେ ଯୋଗ ଦେଇ ଶ୍ରୀ ସାହୁ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। କୁହାଯାଉଛି ଯେ ଦୁର୍ବୃତ୍ତମାନେ ପୂର୍ବରୁ ଶ୍ରୀ ସାହୁଙ୍କୁ ଅପେକ୍ଷା କରିଥିଲେ…

Read More

ସହଦେବ ନାୟକ ହତ୍ୟା ମାମଲା, ପୋଲିସ ଅପେକ୍ଷା କରିଛି ଡିଏନଏ ରିପୋର୍ଟ

ଭୁବନେଶ୍ୱର: ସହଦେବ ନାୟକ ହତ୍ୟା କାଣ୍ଡରେ ସନ୍ଦିଗ୍ଧଙ୍କ ସାର୍ଟରେ ମିଳିଥିବା ରକ୍ତ ଦାଗର ଡିଏନ୍ଏ ପରୀକ୍ଷା କରାଯିବ। ମଙ୍ଗଳବାର ଏହି ନମୁନା ଗୁଡ଼ିକୁ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି (ଏସ୍ ଏଫ୍ ଏସ୍ ଏଲ୍ ) କୁ ପଠାଯାଇଛି। ଘଟଣାସ୍ଥଳରୁ ମିଳିଥିବା ରକ୍ତରୁ ଏହି ନମୁନାକୁ ବିଶ୍ଳେଷଣ କରାଯିବ ବୋଲି କମିସନରେଟ୍ ପୁଲିସ-ଭୁବନେଶ୍ୱରର ତଦନ୍ତକାରୀ ଟିମ୍ କହିଛି। ରସୁଲଗଡ଼-ବାଣୀବିହାର ଫ୍ଲାଏଓଭରରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଅଭିଯୁକ୍ତମାନେ ସହଦେବଙ୍କ ମୁଣ୍ଡ କାଟି ଦେଇଥିବା ଅଭିଯୋଗ ହୋଇଛି।…

Read More

ହଂସିତା-ଅନିଲ ହାଇପ୍ରୋଫାଇଲ ଠକ: ଏଫଆଇଆର କପିରୁ ଜଣାପଡିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଭୁବନେଶ୍ୱର: ପଟିଆସ୍ଥିତ ଏକ ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହଂସିତା ଓ ଅନୀଲଙ୍କ ବିରୋଧରେ ସୋମବାର ଏକ ଏତଲା ରୁଜୁ ହୋଇଛି, ଯେଉଁଥିରେ ମିଥ୍ୟା ପ୍ରଲୋଭନ ବୋଲି ଦର୍ଶାଯାଇଛି। ଯାହାର ଏଫଆଇଆର କପି ଏବେ ଗଣମାଧ୍ୟମ ହାତରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ହଂସିତା-ଅନିଲଙ୍କ ଠକେଇର ଅଧିକ ପ୍ରମାଣରୁ ଜଣାପଡୁଛି ଯେ ଦୁହେଁ କିପରି ହାଇପ୍ରୋଫାଇଲ ବ୍ୟକ୍ତିତ୍ୱଙ୍କ ସହ ଫଟୋ ମୋର୍ଫ କରୁଥିଲେ। ଏଥିସହ ଝାଡ଼ଖଣ୍ଡର ଏକ କମ୍ପାନିର ଏଚ୍ ଆର୍ ଅଧିକାରୀଙ୍କୁ…

Read More

ନବରଙ୍ଗପୁରରେ ବ୍ୟବସାୟୀଙ୍କ ଘରେ ଡକାୟତି, ନଗଦ ୧୮ ଲକ୍ଷ ଟଙ୍କା ଓ ୧୦୦ ଗ୍ରାମ ସୁନା ଲୁଟ୍

ନବରଙ୍ଗପୁର: ସହରର ଜଣେ ବ୍ୟବସାୟୀଙ୍କ ଘରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଡକାୟତି କରିଛନ୍ତି। ଲୁଟେରାମାନେ ପ୍ରାୟ ୧୦୦ ଗ୍ରାମ ସୁନା ଅଳଙ୍କାର ଓ ନଗଦ ୧୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଦାରୁବନ୍ଧ ସାହିସ୍ଥିତ ବ୍ୟବସାୟୀ ସରୋଜ ମହାନ୍ତିଙ୍କ ଘରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାବେଳେ ଏହି ଲୁଟ୍ ହୋଇଛି। ସେତେବେଳେ ଘରେ ତାଙ୍କ ପତ୍ନୀ ଅମିତା ହିଁ ଉପସ୍ଥିତ ଥିଲେ। ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ର ଧରି…

Read More

୨୦୨୫ରେ ବଢ଼ିବ ସାଇବର ଆକ୍ରମଣ

୨୦୨୫ରେ ସାଇବର ଆକ୍ରମଣ ବଢ଼ିପାରେ। ଏହାର ପ୍ରଭାବରେ ସ୍ବାସ୍ଥ୍ୟସେବା ଏବଂ ଆର୍ଥତ୍କ କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇପାରେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ଡିପ୍‌ଫେକ୍‌ ଟେକ୍‌ନୋଲୋଜିଜନିତ ବିପଦ ନୂଆବର୍ଷରେ ଏହି ଦୁଇ ସେକ୍ଟର ପାଇଁ ବିପଦ ସାଜିବ ବୋଲି ଇଣ୍ଡିଆ ସାଇବର ଥ୍ରେଟ୍‌ ରିପୋର୍ଟ-୨୦୨୫ରେ ଉଲ୍ଲେଖ କରାଯାଇଛି।ପ୍ରକାଶିତ ରିପୋର୍ଟ ପ୍ରସ୍ତୁତି ବେଳେ ମୋଟ ୧୮ଟି ଶିଳ୍ପକୁ ନେଇ ଅଧ୍ୟୟନ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ସାଇବର ଅପରାଧୀମାନେ ରଣନୀତି ବଦଳାଇ ବିଭିନ୍ନ ସେକ୍ଟରକୁ ଟାର୍ଗେଟ କରିବା ପାଇଁ…

Read More