ଜରିରେ ଗୁଡ଼ାଯାଇଥିବା ଅବସ୍ଥାରେ ମାଟି ତଳୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା, କାହାର ଟଙ୍କା ଜାଣିଛନ୍ତି କି?

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଅବସ୍ଥିତ ସରଣ୍ଡା ଜଙ୍ଗଲର କରାଇକେଲା ଅଞ୍ଚଳରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ଜାଗୁଆର ଏବଂ ସ୍ଥାନୀୟ ପୁଲିସ ମିଳିତ ଭାବେ ଚାଇବାସା ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍‌ କରି ମାଓବାଦୀମାନଙ୍କ ଦ୍ୱାରା ମାଟି ତଳେ ଲୁଚାଇ ରଖାଯାଇଥିବା ପ୍ରାୟ ୩୫ ଲକ୍ଷ ଟଙ୍କା ଜବତ କରିଛନ୍ତି। ଏହି ଟଙ୍କା ମାଓବାଦୀମାନେ ଲ୍ୟାଣ୍ଡମାଇନ୍‌, ବିସ୍ଫୋରକ, ବନ୍ଧୁକ ଏବଂ ଗୁଳି ଭଳି ମାରଣାସ୍ତ୍ର କିଣିବା ପାଇଁ ସାଇତି ରଖିଥିବା ଜଣାପଡ଼ିଛି। ରାଞ୍ଚି ରେଞ୍ଜ…

Read More

ତୁଳସୀ ଗଣନାଟ୍ୟ ଆଖଡ଼ାଶାଳରେ ଜୀଅନ୍ତା ସାପ ବିବାଦ: ବନ ବିଭାଗର ଚଢ଼ାଉ

ଚଣ୍ଡିଖୋଲ: ତୁଳସୀ ଗଣନାଟ୍ୟ ପୁଣି ଏକ ବିବାଦରେ ଘେରିଛି। ଜଣେ ଅଭିନେତା ଜୀଅନ୍ତା ସାପକୁ ହାତରେ ଧରି ଆଖଡ଼ାଶାଳରେ ଅଭିନୟ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ବନ୍ୟପ୍ରାଣୀ ସୁରକ୍ଷା ଆଇନର ଉଲ୍ଲଂଘନ ବୋଲି ଅଭିଯୋଗ ହେବାରୁ କଟକ ବନଖଣ୍ଡ ଅଧିକାରୀ ବୈରୀ ବନାଞ୍ଚଳ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ମୁତାବକ, ବନ ବିଭାଗର ଅଧିକାରୀମାନେ ଆଜି ବାଲିଚନ୍ଦ୍ରପୁର ଥାନା ଅଧୀନ ବିକ୍ରମତିରଣ ଗ୍ରାମସ୍ଥିତ ତୁଳସୀ ଗଣନାଟ୍ୟର ଆଖଡ଼ାଶାଳରେ…

Read More

ନିର୍ଯାତନା ହେଲେ ଏହି ନମ୍ବରରେ ଜଣାଅ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।ଏଥିସହ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ (POSH Act, 2013) ଏବଂ ଏହି ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ…

Read More

୧୪ଦିନରେ ୮ ବଡ଼ ମୁଣ୍ଡ ଗଡାଇଲେଣି ଅପରାଧି

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ରାଜ୍ୟରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟି ଚାଲିଛି। ଅପରାଧୀଙ୍କୁ ପୋଲିସର ଭୟ ନାହିଁ। ରାସ୍ତା ଘାଟ ନୁହେଁ ହସ୍ପିଟାଲ ଆଇସିୟୁରେ ପଶି ଗ୍ୟାଙ୍ଗଷ୍ଟରକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ୫ଜଣ ସଶସ୍ତ୍ର ବ୍ୟକ୍ତି ବିହାରର ଏକ ହସ୍ପିଟାଲରେ ପଶି ଆଇସିୟୁରେ ଚିକିତ୍ସିତ ହେଉଥିବା ଗ୍ୟାଙ୍ଗଷ୍ଟର ଚନ୍ଦନ ମିଶ୍ରକୁ ଗୁଳିକରି ହତ୍ୟା କରିଛନ୍ତି। ସିସିଟିଭି କ୍ୟାମେରାରେ ପୁରା ଘଟଣା କଏଦ ହୋଇଛି। କେମିତି ଧାଡ଼ିରେ ଆସୁଛନ୍ତି…

Read More

ଆପଣଙ୍କ ଫେସବୁକ୍ ଆଉ କେହି ବ୍ୟବହାର କରୁଛନ୍ତି କି ❓

ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଯୁଗରେ, ସୋସିଆଲ ମିଡିଆ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ବର୍ତ୍ତମାନ ସମୟରେ ଫେସବୁକ୍ କେବଳ କଥାବାର୍ତ୍ତାର ମାଧ୍ୟମ ନୁହେଁ, ଏହାଛଡା ଲୋକମାନେ ଏହା ମାଧ୍ୟମରେ ନିଜର କାମ, ବ୍ୟବସାୟ ଏବଂ ପରିଚୟକୁ ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି କେହି ଆପଣଙ୍କ ଅଜାଣତରେ ଆପଣଙ୍କ ଫେସବୁକ୍ ଆକାଉଣ୍ଟର ବ୍ୟବହାର କରୁଛନ୍ତି, ତେବେ ଏହା କେବଳ ଚିନ୍ତାର ବିଷୟ ନୁହେଁ, ବରଂ ଆପଣଙ୍କ ଗୋପନୀୟତା ଏବଂ ସୁରକ୍ଷା ପାଇଁ ମଧ୍ୟ…

Read More

ଛତିଶଗଡ଼ରେ ମାଓବାଦୀଙ୍କ ବର୍ବର କାଣ୍ଡ, ଦୁଇ ଶିକ୍ଷକଙ୍କୁ କଲେ ହତ୍ୟା

ବିଜାପୁର: ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବର କାଣ୍ଡ | ଦୁଇ ଶିକ୍ଷକଙ୍କୁ ମାଓବାଦୀ ଗଳା କାଟି ହତ୍ୟା କରିଛନ୍ତି | ଛତିଶଗଡ ବିଜାପୁର ରେ ମାଓବାଦୀଙ୍କ ବର୍ବରକାଣ୍ଡ । ଛତିଶଗଡ଼ର ପିଲୁର ଗାଁ ଜଙ୍ଗଲରେ ଶିକ୍ଷକ ବିନୋଦ ମାଡେଙ୍କୁ ହତ୍ୟା କରାଯାଇଛି । ଅନ୍ୟପଟେ ଟେକାମେଟା ଗାଁ ନିକଟରେ ଅନ୍ୟ ଜଣଙ୍କୁ ହତ୍ୟା ସୂଚନା ମିଳିଛି | ପୁଲିସ ଇନଫର୍ମର ସନ୍ଦେହରେ ହତ୍ଯା କରାଯାଇଥିବାର ସନ୍ଦେହ କରାଯାଉଛି|ଅନ୍ୟପଟେ ବର୍ଷକ ମଧ୍ୟରେ ୩୫୭ ମାଓବାଦୀ ମୃତ ହୋଇଥିବା ନେଇ…

Read More

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଏମିତି କହିଲେ ନବୀନ-ରାହୁଲ-ମୋହନ

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ସମବେଦନା ସହ ରାଜନୀତିର ସୁଅ ଛୁଟିଛି | ରାହୁଲ ଗାନ୍ଧୀ ନିଜ ପ୍ରତିକ୍ରିୟା ପ୍ରକାଶ କରି ଏକ୍ସରେ କହିଛନ୍ତି ଯେ ଓଡ଼ିଶାରେ ନ୍ୟାୟ ପାଇଁ ଲଢୁଥିବା ଜଣେ ଝିଅର ମୃତ୍ୟୁ ହୋଇଛି |ଏହା ସିଧାସଳଖ ବିଜେପିର ବ୍ୟବସ୍ଥା ଦ୍ୱାରା ହୋଇଥିବା ହତ୍ୟା ।ଯେଉଁମାନଙ୍କୁ ତାଙ୍କୁ ରକ୍ଷା କରିବାର ଥିଲା, ସେମାନେ ତାଙ୍କୁ ଭାଙ୍ଗି ଦେଲେ। ପ୍ରତିଥର ଭଳି BJP ବ୍ୟବସ୍ଥା ଅଭିଯୁକ୍ତକୁ ରକ୍ଷା କଲା…

Read More

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ 17ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ

ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ତାତିଛି | ଏହି ଘଟଣାକୁ ନେଇ କଂଗ୍ରେସ ଜୋରଦାର ବିରୋଧ କରିବା ସହ 17 ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି | ଏ ନେଇ ଭାରତୀୟ ଜନତା ପାର୍ଟି (ବିଜେପି)ର ବ୍ୟବସ୍ଥା ବିରୋଧରେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | କଂଗ୍ରେସ ଦଳ କହିଛି ଯେ ସୌମ୍ୟଶ୍ରୀଙ୍କ ମୃତ୍ୟୁ ଏକ ଦୁଃଖଦ ଆତ୍ମହତ୍ୟା ନୁହେଁ, ବରଂ ଏହା…

Read More

ହତ୍ୟାକାରୀ ବାପାକୁ ଧରାଇଦେଲା କୁନି ଝିଅର ଚିତ୍ର । ମାଆକୁ କେମିତି ବାପା କରିଥିଲା ହତ୍ୟା, ପୋଲି ଆଗରେ କହିଲା ପୂରା କାହାଣୀ

ସିନେମାରେ ଦେଖିଥିବେ ମାଆକୁ ହତ୍ୟାକରି ବାପା ଖସିଯାଇଥିବା ବେଳେ କୁନି ପୁଅ କି କୁନି ଝିଅ ହତ୍ୟାକାରୀ ବାପାର ପୋଲ୍ ଖୋଲି ଦେବ । ଆଉ ହତ୍ୟାକାରୀ ବାପା ପୋଲିସ ହାତରେ ଧରାପଡିବ । ଏହିଭଳି ଅନେକ ଘଟଣା ସିନେମାରେ ଦେଖିବାକୁ ମିଳିଥିବ । କିନ୍ତୁ ବାସ୍ତବରେ ଠିକ୍ ଏହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଉତରପ୍ରଦେଶ ଝାନସୀରୁ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଆପଣଙ୍କ ମନକୁ ଯେତିକି ଆନ୍ଦୋଳିତ କରିବ ସେତିକି…

Read More

ମହିଳାଙ୍କୁ ବିଷ ପାଣି ପିଆଇଲେ ଭାବି ସ୍ୱାମୀଙ୍କ ପ୍ରେମିକା!

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡମରପୁର ଗ୍ରାମରେ ଜଣେ ଯୁବତୀଙ୍କୁ ବିଷାକ୍ତ ପାନୀୟ ପିଆଇ ଦିଆଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ନାମ ପରଭିନ ଓ ସେ କୈଫତ ଅଲ୍ଲୀଙ୍କ ଝିଅ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ସହ ନିର୍ବନ୍ଧ କରିଥିବା ବ୍ୟକ୍ତିଙ୍କ ପ୍ରେମିକା ବୋଲି କୁହାଯାଉଛି। ଅଭିଯୁକ୍ତ ଜଣକ ଜଣେ ବୃଦ୍ଧା ମହିଳା ଓ ଦୁଇ ସନ୍ତାନର ମା’ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ…

Read More