ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ରୌପ୍ୟ ପଦକ ହାସଲ କଲା ଓଡ଼ିଶା

ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ଆଜି ସମାପ୍ତ ହୋଇଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ୨୫ଟି ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇଥିଲା । ଏଥିରେ ଓଡ଼ିଶାର କଳା କାରିଗରୀ, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ସହିତ ଜନଜାତି ସଂସ୍କୃତି ଓ କଳାକୃତି ସ୍ଥାନ ପାଇଥିଲା। ମେଳାରେ ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟରୁଚି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶା ମଣ୍ଡପରେ ଥିବା ଫୁଡ୍ ଜୋନରେ ଓଡ଼ିଶା ପ୍ରସିଦ୍ଧ ରସଗୋଲା ସହ କଟକ ଦହିବରା,…

Read More

ଭାରତରେ ଲଞ୍ଚ ହେଲା ମହିନ୍ଦ୍ରାର ଇଲେକ୍ଟ୍ରିକ୍ କାର୍

ଭାରତୀୟ ବଜାରରେ ମହିନ୍ଦ୍ରା ଏହାର ୨ଟି ନୂଆ ଇଲେକ୍ଟ୍ରିକ୍ SUV BE 6e ଏବଂ XEV 9e କୁ ଲଞ୍ଚ କରିଛି । BE6 ଏବଂ X EV 9e ମହିନ୍ଦ୍ରାର ନୂଆ ଇନଗ୍ଲୋବ ପ୍ଲାଟଫର୍ମରେ ନିର୍ମିତ ପ୍ରଥମ ପ୍ରଡକ୍ସନ ଇଲେକ୍ଟ୍ରିକ୍ ଏସୟୁଭି ହେବ । କମ୍ପାନୀ ଅନୁଯାୟୀ, ଗ୍ରାହକମାନେ ମାର୍ଚ୍ଚ ୨୦୨୫ ରୁ ଏହି ଗାଡିର ଡେଲିଭରି ଗ୍ରହଣ କରିବା ଆରମ୍ଭ କରିବେ ।

Read More

ଷ୍ଟକବଜାରରେ ଉତ୍ସାହ

ମୁମ୍ବାଇ: ସପ୍ତାହର ପ୍ରଥମ ଦିନରେ ଷ୍ଟକ ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାଯୁତିର ଜବରଦସ୍ତ ବିଜୟ ନିବେଶଙ୍କ ଉତ୍ସାହକୁ ବଢାଇଦେଇଛି ।  ସୋମବାର ବିଏସଇ ସେନସେକ୍ସ ୯୯୨.୭୪ ପଏଣ୍ଟ ବୃଦ୍ଧି ପାଇ ୮୦,୧୦୯.୮୫ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ଏନଏସଇ ନିଫ୍ଟି ୫୦ ଇଣ୍ଡେକ୍ସ ମଧ୍ୟ ୩୧୪.୬୫ ପଏଣ୍ଟ ବୃଦ୍ଧି ପାଇ ୨୪,୨୨୧.୯୦ ପଏଣ୍ଟରେ ବନ୍ଦ ହୋଇଛି। ଆଜିର ଏହି ବୃଦ୍ଧିରେ ଅଧିକାଂଶ ତାଲିକାଭୁକ୍ତ କଂପାନିର ସେୟାର ବୃଦ୍ଧି ପାଇଛି।…

Read More